ଭାରତ-ପାକିସ୍ତାନ ଟକ୍କର: ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ପାକିସ୍ତାନ 

68

କନକ ବ୍ୟୁରୋ: ଆଜି ଭାରତ-ପାକିସ୍ତାନ ଏସିଆ କପ ମ୍ୟାଚ । ଏହି ମ୍ୟାଚରେ ଆଜି ଦମଦାର ଲଢେଇ ଅପେକ୍ଷାରେ ରହିଛନ୍ତି ଦର୍ଶକ । ଟସ ଜିତି ଏହି ମ୍ୟାଚରେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଫଳରେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ପାକିସ୍ତାନ ଦଳ । ତେଣୁ ଆଜିର ମ୍ୟାଚରେ ଦମଦାର ଲଢେଇ ଦେଖିବାକୁ ମିଳିବ । ଭାରତ ଏହି ମ୍ୟାଚ ଜିତି ନିଜ ରେକର୍ଡ ବଜାୟ ରଖିବାକୁ ପ୍ରୟାସ କରିବ । ସେହିପରି ପାକିସ୍ତାନ ଟି-୨୦ ବିଶ୍ୱକପ ପରି ଏଥର ମଧ୍ୟ ଭାରତକୁ ହରାଇବାର ପ୍ରୟାସରେ ରହିବ ।