Daily Archives

August 4, 2022

ମନ ମୋହୁଛି ଗହୀରମଥାର ଲୁଣାଜଙ୍ଗଲ। ମହାକାଳପଡା ବତୀଘର ଅଞ୍ଚଳରେ ଶୁଭୁଛି ଗେଣ୍ଡାଳିଆଙ୍କ କଳରବ।

କନକ ବ୍ୟୁରୋ: ମନ ମୋହୁଛି ଲୁଣାଜଙ୍ଗଲ ଆଉ ଶୁଭୁଛି ବିରଳ ପ୍ରଜାତିର ପକ୍ଷୀଙ୍କ କୋଳାହଳ । କେନ୍ଦ୍ରାପଡା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମହାକାଳପଡା ବ୍ଲକ ବତୀଘର ଅଞ୍ଚଳରେ ଦେଖିବାକୁ ମିଳିଛି ପ୍ରକୃତିର ଏକ ନିଆରା ଅରରୁପ ସମ୍ଭାର । ନଦୀ ନାଳ ଘେରା ଉପକୁଳବର୍ତୀ ଅଞ୍ଚଳ । ମହାକାଳପଡା…

ମହିଳାଙ୍କୁ ରୋଜଗାର ଦେଉଛି ଜାତୀୟ ପତାକା। କାମାକ୍ଷାନଗର ଅଁଳାବେରେଣୀ ଏସଏଚଜି ଗ୍ରୁପ୍ ତିଆରି କରୁଛନ୍ତି ୧୨ ହଜାର…

କନକ ବ୍ୟୁରୋ: ଜାତୀୟ ପତାକା ତିଆରି କରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା ଗୋଷ୍ଠୀା ସ୍ୱାଧୀନ ଭାରତର ୭୫ ବର୍ଷକୁ ସ୍ମରଣ କରିବା ପାଈଁ ସାରା ଦେଶରେ 'ଆଜାଦୀ କା ଅମୃତ ମହୋତ୍ସବ' ପାଳନ କରାଯାଉଛି । ଏହି ଅବସରରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ନିଜ ଘରେ ଜାତୀୟ ପତାକା ଉତ୍ତୋଳନ…

ରାଜନଗରରେ ୪ ମାସ ଗଲା ନାହିଁ ୧୪ କୋଟିର ନଦୀବନ୍ଧ। ୧୦ ଦିନ ଭିତରେ ଭୁଷୁଡିଲା ୨ ଥର।

କନକ ବ୍ୟୁରୋ: ୪ ମାସରେ ଭୁଷୁଡିଲା ୧୪ କୋଟି ଟଙ୍କାର ନଦୀବନ୍ଧ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଜୀବନରେଖା କେରେଡାଗଡ-ଅଳତାଙ୍ଗ ବନ୍ୟା ପ୍ରତିରୋଧକ ବନ୍ଧ ପ୍ରତି ହଂସୁଆ ନଦୀ ବିପଦ ସୃଷ୍ଟି କରିଛି । ଏହି ନଦୀ ବନ୍ଧ ପ୍ରତି ବିପଦ ସୃଷ୍ଟି ହେଲେ ରାଜନଗର ବ୍ଲକର ସାନବଡଗୋପାଳପୁର,…

ବର୍ଷା ଅଭାବରୁ ଆଁ କଲାଣି ଜମି। ଗଞ୍ଜାମ ପୋଲସରାରେ ଚିନ୍ତାରେ ଚାଷୀ।

କନକ ବ୍ୟୁରୋ: ବର୍ଷା ନାହିଁ, ପାଣି ଅଭାବରୁ ଜମି ଫାଟି ଆଁ କଲାଣି । ଏପଟେ କେନାଲ ବି ପୋତି ହୋଇଯାଇଛି । ଫଳରେ ବର୍ଷ ବର୍ଷ ଧରି କାଡନାଳ ଦେଇ ଚାଷ ଜମିରେ ପାଣି ମାଡି ପାରୁନାହିଁ । ତେଣୁ କ୍ଷୁଦ୍ର ଜଳସେଚନ ବିଭାଗ ଉପରେ ଭରସା ନକରି ଚାଷୀମାନେ କେନାଲ ସଜାଡି ଦେଇଛନ୍ତି । ଚାଷୀମାନେ ମରାମତି…

ଶ୍ରାବଣରେ ନିଅଣ୍ଟିଆ ବର୍ଷା। ସମ୍ବଲପୁର ଜିଲ୍ଲାରେ ପାଣି ଅଭାବରୁ ଫାଟି ଆଁ କଲାଣି ଚାଷ ଜମି।

କନକ ବ୍ୟୁରୋ: ନିଅଁଟିଆ ବର୍ଷା ଯୋଗୁଁ ଉଜୁଡି ଯିବ କି ଚାଷ? ଆଗକୁ ଗଜା ମରୁଡି ହେବ କି ? କାରଣ ଶ୍ରାବଣ ଶେଷ ହେବାକୁ ବସିଲାଣି, ହେଲେ ଚାଷ ପାଇଁ ଆବଶ୍ୟକ ପରିମାଣର ବର୍ଷା ହୋଇନାହିଁ । ତେଣୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖରିଫ ଧାନ ଚାଷକୁ ନେଇ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ସମ୍ବଲପୁର…

ଗୁଜରାଟ ବିଧାନସଭା ନିର୍ବାଚନରେ ଅମିତ ଶାହା ହେବେ କି ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥୀ? ପଢନ୍ତୁ, ବିଜେପିକୁ କିଏ…

କନକ ବ୍ୟୁରୋ: ଅମିତ ଶାହା ହେବେ କି ଗୁଜରାଟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? ଗୁଜରାଟ ବିଧାନସଭା ନିର୍ବାଚନ ଲଢିବେ କି ଶାହା? ବୁଧବାର ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବିଜେପିକୁ ଏହି ପ୍ରଶ୍ନ କରିଛନ୍ତି । ଏକ ଟୁଇଟ୍ କରି କେଜ୍ରିୱାଲ୍…