Daily Archives

July 15, 2022

ଚର୍ଚ୍ଚାରେ ଲଳିତ ମୋଦୀ ସୁସ୍ମିତା ସେନ ପ୍ରେମ କାହାଣୀ। ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଲଳିତ। 

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଳିତ ମୋଦୀ ଓ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍ । ଏଥର ନିଜର ପ୍ରେମ ଜନିତ ବ୍ୟାପାରକୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି ଉଭୟ । ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍ ସହ ଏବେ ପ୍ରେମ ସମ୍ପର୍କରେ…

ୱଣ୍ଡର ୱିମେନ ସୁସ୍ମିତା ସେନ୍ । ପଢନ୍ତୁ ଏହି ସଫଳ ବ୍ରହ୍ମାଣ୍ଡସୁନ୍ଦରୀଙ୍କ ସଫଳତାର କାହାଣୀ …

କନକ ବ୍ୟୁରୋ: ସୁସ୍ମିତା ସେନ । ୱଣ୍ଡର ୱିମେନ ଭାବେ ପରିଚିତ । ପୂର୍ବତନ ମିସ୍ ୟୁନିଭର୍ସ, ଅଭିନେତ୍ରୀ ତଥା ମଡେଲଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ସ୍ୱାଧୀନ ଭାବେ ଜୀବନ ଜିଇଁବାକୁ ନେଇଁ ସବୁବେଳେ ଚର୍ଚ୍ଚାରେ ୪୬ବର୍ଷୀୟ ଏହି ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ । ୧୯୯୪ରେ ପ୍ରଥମ ଥର…

ଚର୍ଚ୍ଚାରେ ହାଇପ୍ରୋଫାଇଲ ପ୍ରେମକାହାଣୀ। ସୁସ୍ମିତା ସେନଙ୍କ ପଳାତକ ପ୍ରେମିକ ଲଳିତ ମୋଦୀ।

କନକ ବ୍ୟୁରୋ: ଚର୍ଚ୍ଚାରେ ହାଇପ୍ରୋଫାଇଲ ଲଭ ଷ୍ଟୋରୀ । ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ପ୍ରେମରେ ପଡିଛନ୍ତି କ୍ରିକେଟ ପ୍ରଶାସକ ଲଳିତ ମୋଦୀ । ସୁସ୍ମିତାଙ୍କ ଗୋପନୀୟ ପ୍ରେମ କାହାଣୀକୁ ସୋସିଆଲ ମିଡିଆରେ ଲଳିତ ମୋଦୀ ସେୟାର କରିବା ପରେ ସବୁଆଡେ ଖାଲି ଏହାରି ଚର୍ଚ୍ଚା ।…

ଡଲାର ତୁଳନାରେ କମି ଚାଲିଛି ଟଙ୍କାର ମୂଲ୍ୟ । ୧ ଡଲାର ମୂଲ୍ୟ ପାଖାପାଖି ୮୦ ଟଙ୍କା  ।

କନକ ବ୍ୟୁରୋ: ଡଲାର ତୁଳନାରେ ହ୍ରାସ ପାଉଛି ଟଙ୍କାର ମୂଲ୍ୟ । ଗୋଟିଏ ଡଲାରର ମୂଲ୍ୟ ସର୍ବକାଳୀନ ହ୍ରାସ ପାଇ ପାଖାପାଖି ୮୦ ଟଙ୍କାରେ ପହଁଚିଛି । ଯାହା ଭାରତୀୟ ଅର୍ଥନୀତି ଉପରେ ଚାପ ପକାଇଛି । କାରଣ ରପ୍ତାନୀ ତୁଳନାରେ ଭାରତ ଅଧିକ ଆମଦାନୀ କରିଥାଏ । ତେଣୁ ଏହାର ପ୍ରଭାବ ଭାରତର ପୁଞ୍ଜି…

ଦୁର୍ଘଟଣା ପରେ ଜଣାପଡିଲା ମହିଳା ପୋଲିସ ଇନ୍ସପେକ୍ଟରଙ୍କ ପ୍ରେମ କାହାଣୀ । ପରକୀୟା ପ୍ରୀତିକୁ ନେଇ ସ୍ନିଗ୍ଧାରାଣୀଙ୍କ…

କନକ ବ୍ୟୁରୋ: ଚର୍ଚ୍ଚାରେ ସୁନ୍ଦରଗଡ଼ର ମହିଳା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓରଫ୍ ସୁନା ମ୍ୟାଡାମ୍ । ମ୍ୟାଡାମ୍ଙ୍କ ଗାଡି ଧକ୍କାରେ ୩ ଜଣ ପ୍ରାଣ ହରାଇବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନଥିବା ବେଳେ ଏବେ ତାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁର୍ଘଟଣା ପରେ…

ରାଜଧାନୀରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ତ୍ରୀ ମୃତ, ଗୁରୁତର ଅବସ୍ଥାରେ ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି ।

କନକ ବ୍ୟୁରୋ: ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଦେଇଛି ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ । ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଦମ୍ପତି ସଞ୍ଜୟ ଓ ସଞ୍ଜନା ପେରିୱାଲ ନିଜ ବାସଭବନରେ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ତେବେ ଏଥିରେ ପତ୍ନୀ ସଞ୍ଜନାଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ସଞ୍ଜୟ ପେରିୱାଲ…