Daily Archives

July 7, 2022

ଜଗା ପାଇଁ ଚାଲିଛି ପୋଡ ପିଠା ପ୍ରସ୍ତୁତି: ମାଉସୀ ମାଆ ମନ୍ଦିରରେ ସ୍ୱତନ୍ତ୍ର ପଦ୍ଧତିରେ ପିଠା ପ୍ରସ୍ତୁତିରେ ଲାଗିଛନ୍ତି…

କନକ ବ୍ୟୁରୋ: ଦିନକ ପରେ ବାହୁଡ଼ା ଯାତ୍ରା ।  ବାହୁଡ଼ିବେ ମହାପ୍ରଭୁ । ମହାପ୍ରଭୁଙ୍କ ଯାତ୍ରା ବେଳେ ପୋଡ ପିଠା ଭୋଗ ଲାଗିଥାଏ ମାଉସୀ ମା ମନ୍ଦିରରେ ।  ମାଉସୀ ମାଆ ମନ୍ଦିରରେ ପୋଡ଼ପିଠା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ସେବାୟତ । ବିଭିନ୍ନ ପ୍ରକାର ସୁବାସିତ ଦ୍ରବ୍ୟର ମିଶ୍ରଣ କରାଯାଇ ପୋଡ଼ପିଠା…

କିଏ ଏହି ଭାରତୀୟ ବଂଶୋଦ୍ଭବ ଋଷି ସୁନକ ? ହୋଇପାରନ୍ତି ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପାର୍ଟି ମଧ୍ୟରେ ବିଦ୍ରୋହ କାରଣରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଜି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦୁଇଦିନ ମଧ୍ୟରେ କଞ୍ଜରଭେଟିଭ ପାର୍ଟିର ୪୧ ଜଣ ମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପରେ ଆଜି ବାଧ୍ୟ ହୋଇ ବୋରିସ୍ ପ୍ରଧାନମନ୍ତ୍ରୀ ପଦରୁ…

ଡିଏମକେକୁ ବିଜେପିର ଚେତାବନୀ, ମହାରାଷ୍ଟ୍ର ଭଳି ଭାଙ୍ଗିଦେବୁ ସରକାର

କନକ ବ୍ୟୁରୋ : ତାମିଲ ନାଡୁରେ ବି ମହାରାଷ୍ଟ୍ର ଭଳି ସ୍ଥିତି ହେବ । ସଂଖ୍ୟା ଗରିଷ୍ଠତାର ବହୁ ପଛରେ ଥିଲେ ବି ସେଠାରେ ବିଜେପି ନେତୃତ୍ୱରେ ସରକାର ଗଠନ ହେବ । ଡିଏମକେକୁ ଏଭଳି କିଛି ଚେତାବନୀ ଦେଇଛନ୍ତି ତାମିଲନାଡୁ ବିଜେପି ସଭାପତି କେ,ଆନ୍ନାମଲାଇ । ଭାଲ୍ଲୁଭର କୋଟମ ଠାରେ ଏକ ଜନସଭାକୁ…

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସିବା ଆଗରୁ ବିଜେଡିର ପ୍ରସ୍ତୁତି : ଶ୍ରେୟ ନେବାକୁ କସରତ ଚଲାଇଥିବା ଚର୍ଚ୍ଚା

କନକ ବ୍ୟୁରୋ : ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ଅର୍ଥାତ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟର ସେ ପ୍ରାର୍ଥୀ । ଯେଉଁ ସାମୁଖ୍ୟରେ ବିଜେଡି ନାହିଁ । ଏପରିକି ଓଡିଶାରେ ବିଜେପି ପ୍ରମୁଖ ବିରୋଧୀ ଦଳ । ଶାସକ ଦଳ ହିସାବରେ ବିଜେଡିର ସିଧାସଳଖ ଲଢେଇ ବିଜେପି…

ବ୍ରିଟିଶ ଗଣମାଧ୍ୟମର ସୂଚନା, ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

କନକ ବ୍ୟୁରୋ : ମନ୍ତ୍ରୀମଣ୍ଡଳରେ ବିଦ୍ରୋହ ପରେ ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଏନେଇ ବ୍ରିଟିସ ଗଣମାଧ୍ୟମ ସୂଚନା ଦେଇଛି । ବିଟେନରେ ଜାରି ରହିଥିବା କ୍ଷମତା ସଂକଟ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପାଇଁ ମହଙ୍ଗା ପଡିଛି ।…

କାଳୀ ବିବାଦରେ ମହୁଆଙ୍କୁ ମମତାଙ୍କ ଉପଦେଶ, କହିଲେ ‘ପ୍ରଥମେ ଲୋକଙ୍କ ଭାବନାକୁ ବୁଝ’

କନକ ବ୍ୟୁରୋ : କଳୀଙ୍କ ଉପରେ ବୟାନ ଦେଇ ଅଡୁଆରେ ପଡିଥିବା ଟିଏମସି ସାଂସଦ ମହୁଆ ମୈତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପଦେଶ ଆଳରେ ଅନେକ କିଛି କହିଛନ୍ତି । ଲାଗି ରହିଥିବା ବିବାଦ ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ମମତା କହିଛନ୍ତି କି, ପ୍ରଥମେ ଲୋକଙ୍କ ଭାବନାକୁ ବୁଝିବାକୁ…