ଛୋଟ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମୋଦୀ: ଛୋଟ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମୋଦୀ: କୁନି କୁନି ପିଲାଙ୍କ ସହ ବସି ଶୁଣିଲେ ଗୀତ

97

କନକ ବ୍ୟୁରୋ: ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀ । କୁନି କୁନି ପିଲାଙ୍କ ଗହଣରେ ବସି ଗୀତ ଶୁଣୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିଏ ଆଧ୍ୟାତ୍ମିକ ଗୀତ ଗାଉଛି ତ ପୁଣି କିଏ ଶ୍ଳୋକ । ବାରାଣାସୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୀତ ଶୁଣାଇଛନ୍ତି କୁନି କୁନି ପିଲା । ନିଜ ସଂସଦୀୟ କ୍ଷେତ୍ର ବାରାଣାସୀରେ ଆଜି ୧୮ଶହ କୋଟିର ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।