Daily Archives

June 9, 2022

ଅନଲାଇନ ଗେମ ପାଇଁ ମା’କୁ ଗୁଳି କରି ମାରିଦେଲା ପୁଅ। ପୋଲିସ ଆଗରେ ଲୋମଟାଙ୍କୁର କାହାଣୀ କହିଲା ନାବାଳକ।

କନକ ବ୍ୟୁରୋ: କାହିଁକିି ମା’କୁ ଗୁଳି କରି ମାରିଦେଲା ନାବାଳକ ପୁଅ ? ପୁଲିସ ଆଗରେ ପୁଅ କହିଲା ଲୋମଟାଙ୍କୁରା କାହାଣୀ  ।ଗେମ ଖେଳିବାକୁ ଏବଂ ମୋବାଇଲ ଧରିବାକୁ ବାରଣ କରିବାରୁ ଉତରପ୍ରଦେଶର ରାଜଧାନୀ ଲକ୍ଷେ୍ମøରେ ୧୬ ବର୍ଷର ନାବାଳକ ପୁଅ ନିଜ ମାଆ ଗୁଳି କରି ହତ୍ୟା କରିଥିବା ଖବରକୁ ଏବେବି…

କଣ ଏହି ଇମ୍ୟୁନୋ-ଥେରାପି ? ଯାହା କ୍ୟାନସର ରୋଗୀଙ୍କ ପାଇଁ ସାଜିଛି ସଞ୍ଜିବନୀ ।

କନକ ବ୍ୟୁରୋ : ଆମେରିକାର ନ୍ୟୁୟର୍କରେ ଡାକ୍ତରଙ୍କ ଏକ ଛୋଟ ‘କ୍ଲିନିକାଲ ଟ୍ରାଏଲ’ କ୍ୟାନସର ଚିକିତ୍ସାରେ ଏକ ନୂଆ ଆଶାର କିରଣ ସୃଷ୍ଟି କରିଛି । ଏହି ଟ୍ରାଏଲରେ ରେକ୍ଟାଲ କ୍ୟାନସର ଚିକିତ୍ସା ପାଇଁ ଇମ୍ୟୁନୋ-ଥେରାପୀର ପ୍ରୟୋଗ କରାଯାଇଥିଲା । କେମୋ କିମ୍ବା ରେଡିଏସନ୍ ଠାରୁ ସମ୍ପୂର୍ଣ୍ଣ…

‘ଟ୍ରୁ ଲଭ୍’ ଖୋଜୁଥିବା ଯୁବପିଢିଙ୍କୁ ବାର୍ତ୍ତା। ବିନା ବରରେ ନିଜେ ନିଜକୁ ବିବାହ କଲେ କ୍ଷମା ବିନ୍ଦୁ ।

କନକ ବ୍ୟୁରୋ: ବିନା ବରରେ ହେଲା ବାହାଘର । ନିଜକୁ ନିଜେ ବିବାହ କଲେ ଗୁଜରାଟର ୨୪ ବର୍ଷିୟ ଯୁବତୀ କ୍ଷମା ବିନ୍ଦୁ । ଖାଲି ବିବାହ କଲେନି ବିବାହ ଏବଂ ବିବାହ ପୂର୍ବର ହଳଦୀ ଓ ମେହେନ୍ଦୀ ଉତ୍ସବର ଫଟୋ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କଲେ । ହାତରେ ମେହେନ୍ଦୀ ଏବଂ ନାଲି ଶାଢି ପିନ୍ଧି ଭଦୋଦରାରେ…

ବିଦେଶରେ ପଢିଲେ ଡାକ୍ତରୀ ପାଠ, ହେଲେ ଭାରତରେ ଫେଲ୍ । ପରୀକ୍ଷାରେ ପାସ କରିପାରିଲେନି ୭୬ ପ୍ରତିଶତ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: ଭାରତର ମେଡିକାଲ କଲେଜରେ ସିଟ୍ ନ ପାଇ ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ବିଦେଶରେ ଡାକ୍ତରୀ ପାଠପଢିବାକୁ ଯାଆନ୍ତି । କିନ୍ତୁ ସେଠାରୁ ଆସିବା ପରେ ସେମାନେ ଭାରତରେ ଡାକ୍ତର ହୁଅନ୍ତି କି ? ଏହାର ଗୁମର ଖୋଲିଛି ଏଫଏମଜିଇ ଅର୍ଥାତ ଫରେନ ମେଡିକାଲ ଗ୍ରାଜୁଏଟ୍ ପରୀକ୍ଷା । ଗତ…

ଏମଏସପି ବୃଦ୍ଧିକୁ ନେଇ ବିଜେଡି-ବିଜେପି ତୁ ତୁ ମେ ମେ । ବିଜେଡି କହିଲା ଓଡ଼ିଶା ପାଇଁ ହେବନି ଲାଭ, ବିଜେପିର ଦାବି ଧାନ…

କନକ ବ୍ୟୁରୋ : କେନ୍ଦ୍ର ସରକାର ଖରିଫ ଫସଲରେ ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇ ଥିବାବେଳେ ଏହା ରାଜ୍ୟ ସରକାରଙ୍କୁ ଖୁସି କରିପାରି ନାହିଁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ କରିବା ପାଇଁ ୨୦୧୭ରୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରି ଆସୁଛନ୍ତି ରାଜ୍ୟ…

ରାଜଧାନୀରେ ଚାଞ୍ଚଲ୍ୟ, ନର୍ସ ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ପିଶାଚ ସ୍ୱାମୀ। ୨ ଝିଅଙ୍କୁ ଜୀବନରୁ ମାରିବାକୁ ଉଦ୍ୟମ।

କନକ ବ୍ୟୁରୋ : ସବୁଦିନ ପରି ସରସ୍ୱତୀ ସକାଳୁ ସକାଳୁ ରୁଟି ଖାଉଥିଲେ, ଅଉ ବଡ଼ ଝିଅ ବହି ପଢ଼ୁଥିଲା  । ହେଲେ ଏମିତି କିଛି ଘଟିଗଲା ଯେ, ରୁଟି ଖିଆ ଅଧା ରହିଗଲା, ବହି ପଢ଼ା ବି ଅଧା ରହିଗଲା  । ନିଶାଖୋର ବାପା ଯେମିତି ଆଖି ପିଛୁଳାକେ ସବୁ କିଛି ଉଜାଡ଼ିଦେଲା  । ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ…