Daily Archives

June 9, 2022

ଡରାଇଲାଣି ଡେଙ୍ଗୁ, ଓଡ଼ିଶାରେ ନେଲା ପ୍ରଥମ ଜୀବନ । ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ମୃତ୍ୟୁ ପରେ ବିଏମସିର ପଶିଲା…

କନକ ବ୍ୟୁରୋ : ମଣିଷ ମାରିବା ଆରମ୍ଭ କରିଛି ଡେଙ୍ଗୁ । ଓଡିଶାରେ ପ୍ରଥମ କରି ଡେଙ୍ଗୁରେ ନୀଳାଦ୍ରିବିହାରର ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ସୁଦର୍ଶନ ସେଠୀଙ୍କ ମୃତ୍ୟୁ ହୋଇଛି । ରାଜଧାନୀରେ ଡେଙ୍ଗୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢିଥିବାବେଳେ ଏହା ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି ।…

ପୋଷ୍ଟର ପଲିଟିକ୍ସ : ଗୋଟିଏ ପୋଷ୍ଟରରେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ଫଟୋ । ନରସିଂହ କହିଲେ ଅସୁବିଧା କଣ?

କନକ ବ୍ୟୁରୋ : ବଲାଙ୍ଗୀର ରାସ୍ତାରେ ଏକ ପୋଷ୍ଟରକୁ ଦେଖି ଅଟକି ଯାଉଛନ୍ତି ଲୋକେ । କାରଣ ପୋଷ୍ଟରରେ ଏମିତି ଦୁଇ ଚେହେରା ଅଛନ୍ତି ଯାହାଙ୍କୁ ଏକାଠି ଦେଖିଲେ ମନରେ ପ୍ରଶ୍ନ ଉଠିବ । ସେମାନେ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହି ପୋଷ୍ଟର…

୧୨ ହଜାର ଟିକେଟ୍ ପାଇଁ ବାରବାଟୀ ବାହାରେ ଅସମ୍ଭବ ଭିଡ। ରାତି ଅନିଦ୍ରା ହେଲେ, ପୋଲିସଠୁ ମାଡ ଖାଇ ଘରକୁ ଫେରିଲେ ସାଧାରଣ…

କନକ ବ୍ୟୁରୋ : ଦାବି ପୂରଣ ପାଇଁ ବନ୍ଦ ପାଳନ, କିମ୍ବା ବିକ୍ଷୋଭ ସମାବେଶ ବେଳେ ଆମେ ଭିଡର ଚିତ୍ର ଦେଖିଥାଉ । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବାରବାଟୀ ଷ୍ଟାଡିୟମର ଟିକେଟ କାଉଣ୍ଟର ଆଗରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ମହିଳାଙ୍କ ଉପରେ ଲାଠିଚାର୍ଜ କରିଛି…

ଭାରତରେ ରାଷ୍ଟ୍ରପତିଙ୍କୁ ମାସିକ କେତେ ଟଙ୍କା ମିଳେ ଦରମା ? ଅବସର ନେବା ପରେ ସରକାର ଯୋଗାଇ ଦେଇଥାନ୍ତି କେଉଁ ସୁବିଧା ?

କନକ ବ୍ୟୁରୋ : ଗୁରୁବାର ଦିନ ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର । ଘୋଷଣା ମୁତାବକ ଜୁଲାଇ ୧୮ ତାରିଖରେ ପରବତ୍ତି ରାଷ୍ଟ୍ରପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହାସହ ଜୁଲାଇ ୨୧ ତାରିଖରେ ମତ ଗଣନା ହେବ ବୋଲି କୁହାଯାଇଛି । ନିର୍ବାଚକ…

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦: ବାରବାଟୀରେ ବିକ୍ରି ହୋଇଗଲା ସବୁ ଟିକେଟ ।

କନକ ବ୍ୟୁରୋ : ବାରବାଟୀରେ ବିକ୍ରି ହୋଇଗଲା ସବୁ ଟିକେଟ । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ବାରବାଟୀର ସମସ୍ତ ଟିକେଟ ଶେଷ ହୋଇଛି ଆସନ୍ତାକାଲି ଆଉ ଟିକେଟ ବିକ୍ରି ହେବନାହିଁ । ଜୁନ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ…

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ । ଟସ୍ ଜିତି ବୋଲିଂ କରିବ ଦକ୍ଷିଣ ଆଫ୍ରିକା, ଦୀର୍ଘବର୍ଷ ପରେ ଦଳକୁ…

କନକ ବ୍ୟୁରୋ : ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଦିଲ୍ଲୀରେ ଖେଳାଯିବ । ଦକ୍ଷିଣ ଆଫ୍ରିକା ପ୍ରଥମେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଆହତ କାରଣରୁ କେ.ଏଲ ରାହୁଲ ପୂରା ସିରିଜରୁ ବାଦ୍ ପଡିଥିବା ବେଳେ ରିଷଭ ପନ୍ତ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି । ଭାରତୀୟ…