Daily Archives

March 10, 2022

୨୦୨୨ର ଫଳାଫଳ ୨୦୨୪ର ଫଳାଫଳ ସ୍ଥିର କରିବ । ପଢନ୍ତୁ, ଉତ୍ତରପ୍ରଦେଶରେ ବିଜେପିର ବିଜୟ ପରେ କଣ କହିଲେ ପ୍ରଧାନମନ୍ତ୍ରୀ…

କନକ ନ୍ୟୁଜ୍: କିଛି ରାଜନୈତିକ ପଣ୍ଡିତ କହିଥିଲେ, ୨୦୧୯ର ବିଜୟ ୨୦୧୭ରୁ ହିଁ ସ୍ଥିର ହୋଇଥିଲା । ଏବେ ସେହି ପଣ୍ଡିତମାନେ ପୁଣି କହିବେ ୨୦୨୨ର ଫଳାଫଳ ୨୦୨୪ର ଫଳାଫଳ ପାଇଁ ବାଟ ଫିଟାଇବ । ଏହି ବିଧାନସଭା ନିର୍ବାଚନର ଫଳାଫଳ ଏବେ ୨୦୨୪ରେ ଯୋଡାଯିବ । ଗୁରୁବାର ଉତ୍ତରପ୍ରଦେଶ ସହ ୩ ରାଜ୍ୟରେ…

ଉତ୍ତର ପ୍ରଦେଶରେ ବିଜେପିର ବିଜୟ ପର ଅସଦୁଦ୍ଦିନ ଓୱେସୀଙ୍କ ପ୍ରତିକ୍ରିୟା, ଗଣତନ୍ତ୍ରକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଦେଶର ୫ ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ବିଜେପି ୪ ଟି ରାଜ୍ୟରେ ବାଜିମାତ କରିଛି । ସବୁଠାରୁ ବଡକଥା କି ୟୁପିରେ ପୁଣିଥରେ ବିଜେପି ନେତା ଯୋଗୀ ଆଦିତ୍ୟନାଥ ବହୁମତ ହାସଲ କରିଛନ୍ତି । ଏହି କ୍ରମରେ ଏଆଇଏମଆଇଏର ନେତା ଅସଦୁଦ୍ଦିନ ଓୱେସୀ କହିଛନ୍ତି କି ଆଜି ହେଉଛି…

ଉତ୍ତରପ୍ରଦେଶରେ ବଡ ବିଜୟ ପରେ ମୋଦୀଙ୍କ ସମ୍ବୋଧନ । କହିଲେ, ୧୦ ମାର୍ଚ୍ଚରେ ହୋଲି ମନାଇବାର ପ୍ରତିଶ୍ରୁତି ପୂରଣ ହୋଇଛି…

କନକ ବ୍ୟୁରୋ: ଉତ୍ତରପ୍ରଦେଶ ସମେତ ୪ଟି ରାଜ୍ୟରେ ବିଜେପିର ବଡ ବିଜୟ ପରେ, ସମସ୍ତ ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁରୁବାର ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରୁ ସମ୍ବୋଧନ କରି ମୋଦୀ କହିଛନ୍ତି, ଆଜି ଉତ୍ସବର ଦିନ । ଏହି ଉତ୍ସବ ଭାରତର ଗଣତନ୍ତ୍ର…

ଏବେ ବି ପଛରେ ଯୋଗୀଙ୍କ ସାଥୀ କେଶବ ପ୍ରସାଦ ମୌର୍ଯ୍ୟ । ଭୋଟ ଗଣତି ବନ୍ଦ କଲେ ବିଜେପି କର୍ମୀ, କଡା ଟକ୍କର ଦେଉଛନ୍ତି…

କନକ ବ୍ୟୁରୋ : ଉତ୍ତରପ୍ରଦେଶ ନିର୍ବାଚନର ଫଳାଫଳ ପୁଣିଥରେ ବିଜେପି ସପକ୍ଷରେ ବହିଛି । ମ୍ୟାଜିକ ନମ୍ବର ଠାରୁ ଯଥେଷ୍ଟ ଅଧିକ ଆସନ ପାଇ ପୁଣିଥରେ ସରକାର ଗଢିବାକୁ ଯାଉଛି ବିଜେପି । ସମାଜବାଦୀ ପାର୍ଟି ବିଜେପିକୁ ଟକ୍କ୍ର ଦେଇଥିଲେ ମଧ୍ୟ ମ୍ୟାଜିକ ନମ୍ବର ଠାରୁ ଢେର ପଛରେ ରହିଛି । ଖାସକରି…

ଜନାଦେଶ ୨୦୨୨: କଂଗ୍ରେସର ପରାଜୟ ପରେ ମୁହଁ ଖୋଲିଲେ ପ୍ରିୟଙ୍କା ଗାନ୍ଧୀ । କହିଲେ, କାହିଁକି ଖାଲି ରହିଗଲା ‘ହାତ’?

କନକ ବ୍ୟୁରୋ: ୫ଟି ରାଜ୍ୟର ଫଳାଫଳ ବିଧିବଦ୍ଧ ଭାବେ ସାମ୍ନାକୁ ନଆସିଲେ ବି ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ପଞ୍ଜାବ ବ୍ୟତୀତ ଅନ୍ୟ ୪ ରାଜ୍ୟରେ ସରକାର ଗଢ଼ିବା ସ୍ଥିତିରେ ରହିଛି ବିଜେପି । ଆଉ ପରାଜୟର ସ୍ୱାଦ ଚାଖିଛି ଦେଶର ପୂରାତନ ରାଜନୈତିକ ଦଳ ଜାତୀୟ କଂଗ୍ରେସ । ତେବେ ଶୋଚନୀୟ ପରାଜୟ ପରେ…

କମେଡିଆନରୁ କିଙ୍ଗ୍ ହେଲେ ଆପ୍ ନେତା ଭଗୱନ୍ତ ମାନ୍, ଭାରତରେ କାହିଁକି ଟ୍ରେଣ୍ଡ ହେଉଛନ୍ତି ୟୁକ୍ରେନ ରାଷ୍ଟ୍ରପତି…

କନକ ବ୍ୟୁରୋ : ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ବିପୁଳ ସମର୍ଥନ ମିଳିଛି । ଜଣେ କମେଡିଆନରୁ ରାଜନେତା ପାଲଟିଥିବା ଭଗୱନ୍ତମାନଙ୍କ ନେତୃତ୍ୱରେ ଆପ ଏବେ ପଞ୍ଜାବରେ ସରକାର ଗଠନ କରିବାକୁ ଯାଉଛି । ହେଲେ ଆଜି ଭୋଟ ଗଣତି ଆରମ୍ଭରୁ ଯେତେବେଳେ ପଞ୍ଜାବରେ ଆପ୍ ପ୍ରାର୍ଥୀମାନେ…