Daily Archives

February 11, 2022

‘ହିପ୍ପୋକ୍ରାଟିକ୍’ ଶପଥ ବଦଳରେ ‘ଚରକ’ ଶପଥ । ଭାରତରେ ‘ଚରକ’ ଶପଥ ନେବେ ମେଡିକାଲ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ଏମବିବିଏସ୍ ଶିକ୍ଷାବର୍ଷ ଆରମ୍ଭରେ ସେବା ଓ ଚିକିତ୍ସା ପାଇଁ ଶପଥ ନେଇଥାନ୍ତି ମେଡିକାଲ ଛାତ୍ରଛାତ୍ରୀ । ଫାଦର ଅଫ୍ ମେଡିସିନ୍ ହିପ୍ପୋକ୍ରାଟଙ୍କ ନାଁ ଅନୁସାରେ ଏହାକୁ ହିପ୍ପୋକ୍ରାଟିକ୍ ଶପଥ କୁହାଯାଏ । ତେବେ ଭାରତରେ ବର୍ଷ ବର୍ଷର ଏହି ପରମ୍ପରା ବଦଳିବ । ହିପ୍ପୋକ୍ରାଟିକ୍ ଶପଥ…

ଉଗ୍ର ହେବାରେ ଲାଗିଛି ହିଜାବ ବିବାଦ: ମୁମ୍ବାଇ ମାଲେଗାଓଁରେ ହିଜାବ ପିନ୍ଧି ପ୍ରତିବାଦକୁ ଓହ୍ଲାଇଲେ ହଜାର ହଜାର…

କନକ ବ୍ୟୁରୋ: ହିଜାବ ବିବାଦ ଭିତରେ କର୍ଣ୍ଣାଟକ ହାଇକୋର୍ଟ ଶୁଣାଣି କରିଛନ୍ତି । ମୁଖ୍ୟ ବିଚାରପତ ରିତୁ ରାଜ ଅୱସ୍ତୀଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ଚୂଡାନ୍ତ ନିଷ୍ପତି ନଆସିବା ଯାଏ କଲେଜ ଛାତ୍ରଛାତ୍ରୀ କୌଣସି ଧାର୍ମିକ ପୋଷାକ ପିନ୍ଧିପାରିବେ ନାହିଁ । ସ୍କୁଲ, କଲେଜ ଶୀଘ୍ର ଖୋଲିବା…

ରାଜନୀତିରେ ବିଧାୟକ ବନାମ ପୂର୍ବତନ ବିଧାୟକ । ସୋରର ପୂର୍ବତନ ବିଧାୟକ ଓ ବର୍ତ୍ତମାନର ବିଧାୟକଙ୍କ ଭିତରେ ଠେଲାପେଲା । 

କନକ ବ୍ୟୁରୋ: ରାଜନୀତିରେ ବିଧାୟକ ବନାମ ପୂର୍ବତନ ବିଧାୟକ  । କିଏ ନିଜର ଅସ୍ତିତ୍ୱ ପାଇଁ ଲଢ଼ୁଛି, କିଏ ନିଜର କ୍ଷମତାକୁ ଜାହିର କରିବା ପାଇଁ  । ସୋରର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକଙ୍କୁ ଯେଉଁଭଳି ଭାବେ ରାସ୍ତା ଉପରେ ବର୍ତ୍ତମାନର ବିଧାୟକ ଠେଲାପେଲା କଲେ, ତାହା ଦର୍ଶାଉଛି ଜଣେ…

କେବେ ଶେଷ ହେବ କରୋନା ମହାମାରୀ? ହୁ’ର ମୁଖ୍ୟ ବିଶେଷଜ୍ଞ କହିଲେ, ମହାମାରୀ ସହ ଆହୁରି ଲମ୍ବାବାଟ ଚାଲିବାକୁ ବାକି ଅଛି 

କନକ ବ୍ୟୁରୋ: କେବେ ଶେଷ ହେବ କରୋନା ମହାମାରୀ । ପ୍ରତିକ୍ରିଆ ରଖିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବରିଷ୍ଠ ବିଶେଷଜ୍ଞ ସୌମ୍ୟା ସ୍ୱାମିନାଥନ୍ । ବ୍ଲୁମବର୍ଗକୁ ଦେଇଥିବା ଏକ ସାକ୍ଷାତ୍କାରବେଳେ ସେ କହିଛନ୍ତି ମହାମାରୀ ସହ ଆମକୁ ଆହୁରି ଲମ୍ବା ରାସ୍ତା ଚାଲିବାକୁ ପଡିବ । ବଡ ଦୁଃଖର କଥା…

ଶନିବାର, ରବିବାର କ୍ରିକେଟ ମହାନିଲାମି: ଆଇପିଏଲ ୨୦୨୨ ପାଇଁ କାଲି ନିଲାମ ହେବେ ୧୬୧ ଖେଳାଳି

କନକ ବ୍ୟୁରୋ: ଶନିବାର, ରବିବାର କ୍ରିକେଟ ମହା ନିଲାମି । ନିଲାମ ହେବେ ୫୯୦ଜଣ କ୍ରିକେଟର । ଚଳିତବର୍ଷ ନିଲାମରେ ଅଂଶଗ୍ରହଣ କରିବେ ବହୁ ନାମିଦାମି କ୍ରିକେଟର । ଏଥର ୨ ଓଡିଆ ଖେଳାଳିଙ୍କ ଉପରେ ନଜର ରହିଛି । ଶନିବାର ଦିନ ୧୧ଟାରୁ ଆରମ୍ଭ ହେବ ନିଲାମ ପ୍ରକ୍ରିୟା । ଏଥର ଆଇପିଏଲରେ ଯୋଡି…

୨୦ ପ୍ରତିଶତରୁ ଅଧିକ ମହଙ୍ଗା ହେବ ଘର ତିଆରି । ୩ ମାସରେ ୨ ଥର ବଢିଲାଣି ସିମେଣ୍ଟ ଓ ଲୁହାଛଡ ଦାମ୍

କନକ ବ୍ୟୁରୋ: ଘର ତିଆରି କରିବା ଏଣିକି ମହଙ୍ଗା ହେବ କାରଣ ମାସକରେ ସିମେଣ୍ଟ ଓ ରଡ୍ ଦର ବଢ଼ିବାରେ ଲାଗିଛି । ତିନି ମାସରେ ଦୁଇ ଦୁଇ ଥର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇଛି । ଅନୁମାନ କରାଯାଉଛି, ଘର ତିଆରି ଏଣିକି ୨୦ରୁ ୩୦ ପ୍ରତିଶତ ମହଙ୍ଗା ହୋଇପାରେ । ଦର ନିୟନ୍ତ୍ରଣ କରିବା ପାଇଁ…