Daily Archives

February 11, 2022

ଗୋଟିଏ ଦିନରେ ଦୁଇଟି ହାଇପ୍ରୋଫାଇଲ ଆତ୍ମହତ୍ୟା । ଗୋଟିଏ ଭୁବନେଶ୍ୱରରୁ, ଅନ୍ୟଟି ଝାରସୁଗୁଡାରୁ । ପଢନ୍ତୁ, ପୂରା…

କନକ ବ୍ୟୁରୋ: ଗୋଟିଏ ଦିନରେ ଦୁଇଟି ହାଇପ୍ରୋଫାଇଲ ଆତ୍ମହତ୍ୟା  । ଗୋଟିଏ ଘଟଣା ଭୁବନେଶ୍ୱରର, ଅନ୍ୟଟି ଝାରସୁଗୁଡ଼ାର  । ଓୟୁଏଟି ମହିଳା ସହକାରୀ ପ୍ରଫେସର କାହିଁକି ଜୀବନ ହାରିଲେ, ତାର କାରଣ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ  । ସେହିଭଳି ଝାରସୁଗୁଡ଼ାର ଜଣେ ଜିଲ୍ଲା ସୂଚନା ଅଧିକାରୀଙ୍କ…

କେବେ ସ୍କୁଲ ଯିବେ ଛୋଟପିଲା? ଦ୍ୱନ୍ଦରେ ଘରୋଇ ଇଂରାଜୀ ମିଡିୟମ ସ୍କୁଲ

କନକ ବ୍ୟୁରୋ: ସ୍କୁଲ ଖୋଲିବା ନେଇ ବାରମ୍ବାର ବିଜ୍ଞପ୍ତି ଏବଂ ନିଷ୍ପତ୍ତିରେ ପରିବର୍ତ୍ତନ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ବଡ଼ ଦ୍ୱନ୍ଦ୍ୱରେ ପକାଇଛି । ପ୍ରଥମରୁ ସପ୍ତମ ଯାଏଁ ସ୍କୁଲ ଖୋଲିବା ବାବଦରେ ପୂର୍ବ ନିଷ୍ପତ୍ତିକୁ ବଦଳାଇ ୨୮ରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ଗଣଶିକ୍ଷା…

ଚିଠି ହଜିଗଲା କି ଦିଲ୍ଲୀରେ? ବିଧାନ ପରିଷଦକୁ ନେଇ ତେଜିଲା ବିବାଦ । ବାଚସ୍ପତି କହିଲେ କେନ୍ଦ୍ରର ୫ଟି ବିଭାଗକୁ…

କନକ ବ୍ୟୁରୋ: ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ କିଏ ସତ କହୁଛି ଓ କିଏ ମିଛ କହୁଛି ? ସଂସଦରେ କେନ୍ଦ୍ର ଆଇନ ମନ୍ତ୍ରୀ ରଖିଥିବା ଉତ୍ତରର ଭିନ୍ନ ଦିଗ ସାମ୍ନାକୁ ଆଣିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । କେନ୍ଦ୍ରମନ୍ତ୍ରୀ କହିଥିଲେ, ବିଧାନ ପରିଷଦ ନେଇ କୌଣସି ସଂକଳ୍ପ ଓଡ଼ିଶାରୁ ଆସି…

ରମେଶ ମାଝୀଙ୍କ ଗାଡିକୁ ପ୍ରତିବାଦର ଅଣ୍ଡାମାଡ । ଉଠିଲା ପ୍ରଶ୍ନ, ନିଜ ନିର୍ବାଚନ କ୍ଷେତ୍ରରେ କାହିଁକି ବାରମ୍ବାର…

କନକ ବ୍ୟୁରୋ: ଯେଉଁ ସ୍ଥାନରୁ ବିଧାୟକ ହୋଇ ମନ୍ତ୍ରୀ ହୋଇଥିଲେ, ଯେଉଁ ସ୍ଥାନରୁ ଜିତି ସଂସଦକୁ ଯାଇଛନ୍ତି, ସେଠାରେ ଜୋରଦାର ବିରୋଧର ସାମ୍ନା କରୁଛନ୍ତି ସାଂସଦ ରମେଶ ମାଝୀ । ନବରଙ୍ଗପୁରର ବଡ଼ ଚେହେରା ହିସାବରେ ଜିଲ୍ଲା ରାଜନୀତିରେ ଯେଉଁ ପତିଆରା ତାଙ୍କର ରହିବା କଥା, ଠିକ୍ ଓଲଟା ଦିଗ ଏବେ…

ହିଜାବ ବିବାଦକୁ ନେଇ ସୋନମ କପୁର କହିଲେ ଏଭଳି କଥା, ଜାଣନ୍ତୁ ଚଳଚ୍ଚିତ୍ର ଜଗତର କଣ ରହିଛି ମତ ?

କନକ ବ୍ୟୁରୋ : ଦେଶରେ ଏବେ ହିଜାବ ବିବାଦ ଉଗ୍ରରୂପ ନେବାରେ ଲାଗିଛି । କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ସାରା ଦେଶରେ ଅଶାନ୍ତିର ବାତବରଣ ସୃଷ୍ଟି କରିଛି । ଶିକ୍ଷାନୁଷ୍ଠାନର ଏହି ବିବାଦ ଏବେ ରାଜନୀତିର ରଙ୍ଗରେ ପୁରା ପ୍ରସ୍ପୁଟିତ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ…

ଟିମ ଇଣ୍ଡିଆକୁ ବଡ ଝଟକା: ଟି-୨୦ ସିରିଜରୁ ବାହାରିଲେ କେଏଲ ରାହୁଲ, ଅକ୍ଷର ପଟେଲ

କନକ ବ୍ୟୁରୋ: ଦିନିକିଆ ପରେ ଟି-୨୦ ସିରିଜ ଖେଳାଯିବ । ହେଲେ ଏହାପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା ଲାଗିଛି । ୧୬ ଫେବୃଆରୀରେ ହେବାକୁ ଥିବା ଏହି ମ୍ୟାଚରୁ ଉପ ଅଧିନାୟକ କେଏଲ ରାହୁଲ ଓ ଅକ୍ଷର ପଟେଲ ବାଦ ପଡିଛନ୍ତି । ଆହତ ସମସ୍ୟା ଯୋଗୁଁ ସେମାନେ ଟି-୨୦ ସିରିଜରୁ ବାହାରିଥିବା ସୂଚନା ଦେଇଛି…