Daily Archives

February 9, 2022

ମନ୍ତ୍ରୀଙ୍କୁ ଘେରିଲେ ମହିଳା । କହିଲେ, କାହିଁକି ପୂରଣ କଲନି ପୂର୍ବ ପ୍ରତିଶ୍ରୁତି? 

କନକ ବ୍ୟୁରୋ: ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ହେଭିୱେଟ୍ ନେତା ଓ ମନ୍ତ୍ରୀ ଓହ୍ଲାଇଥିବାବେଳେ ଗାଁ ଗାଁରେ ଜାରି ରହିଛି ବିରୋଧ । ନିମାପଡା ନିର୍ବାଚନ ମଣ୍ଡଳୀ ସାଇଁସ ପଞ୍ଚାୟତରେ ନିଜ ନିର୍ବାଚନ ମଣ୍ଡଳୀର ୧୮ ନମ୍ବର ଜିଲ୍ଲା ପରିଷଦ ଜୋନ୍ରେ ପ୍ରଚାର କରୁଥିବାବେଳେ ମନ୍ତ୍ରୀ ସମୀର ରଞ୍ଜନ…

ପ୍ରଚାର ମୈଦାନରେ ହେଭିୱେଟ । ବିଜେପି ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ପ୍ରଭାରୀ ପୁରନ୍ଦେଶ୍ୱର…

କନକ ବ୍ୟୁରୋ:ପୁରନ୍ଦେଶ୍ୱରୀ, ବିଶ୍ୱେଶ୍ୱର ଟୁଡୁ ଓ ଅଚ୍ୟୁତ ସାମନ୍ତ । ପଞ୍ଚାୟତ ନିର୍ବାଚନ ପାଇଁ ଆଉ ଗୋଟିଏ ସପ୍ତାହରୁ କମ ସମୟ ରହିଯାଇଛି । ଆଉ ନିଜ ଦଳ ପ୍ରାର୍ଥୀଙ୍କୁଲ ଜିତାଇବାକୁ ପୁରା ଦମରେ ଲାଗିପଡିଛନ୍ତି ହେଭିୱେଟ । ବିଜେପି ଟାର୍ଗେଟେର ତେଲୁଗୁ ଭୋଟର ପ୍ରଚାର ମୈଦାନରେ…

ମୋଦୀ କହିଲେ ୟୁପି କଥା: ‘ପୂର୍ବରୁ ୟୁପିରେ ଚାଲୁଥିଲା ମାଫିଆ ରାଜ୍, ଏବେ ଅପରାଧ କରିବାକୁ ଭୟ କରୁଛନ୍ତି ଅପରାଧୀ’ 

କନକ ବ୍ୟୁରୋ: ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସାକ୍ଷାତକାରରେ ମୋଦୀ ୟୁପି କଥା କହିଛନ୍ତି । ସେ କହିଛନ୍ତି, ୟୁପି ପାଇଁ ଯୋଗୀଙ୍କ ଯୋଜନା ପ୍ରଶଂସନୀୟ । ପୂର୍ବରୁ ୟୁପିରେ ମାଫିଆ ଇସାରାରେ ସରକାର ଚାଲୁଥିଲା । ଏବେ ୟୁପିର ଝିଅ…

୫ଟି ରାଜ୍ୟରେ ବିଜେପିକୁ ମିଳିବ ବିପୁଳ ବିଜୟ । ବିଜେପିକୁ ସେବାର ସୁଯୋଗ ଦେବେ ଜନତା ।

କନକ ବ୍ୟୁରୋ : ୫ଟି ରାଜ୍ୟରେ ବିଜେପିକୁ ମିଳିବ ବିପୁଳ ବିଜୟ । ବିଜେପିକୁ ସେବାର ସୁଯୋଗ ଦେବେ ଜନତା । ଖବର ସରବରାହ ସଂସ୍ଥା ଏଏନଆଇକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି ହାରି ହାରି ଜିତିବା ଶିଖିଛି ବିଜେପି ।…

ହାରି ହାରି ଜିତିବା ଶିଖିଛି, ବିଜୟ ଓ ପରାଜୟ ଉଭୟ ଦେଖିଛି ବିଜେପି: ନରେନ୍ଦ୍ର ମୋଦୀ

କନକ ବ୍ୟୁରୋ: ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି, ନିର୍ବାଚନ ତାରିଖ ଘୋଷଣା ପରେ କୌଣସି ରାଜ୍ୟ ଗସ୍ତ କରିନି । ନିର୍ବାଚନ କମିଶନଙ୍କ ନିୟମ ପାଳନ କରିଛି । ବିଜେପି ସରକାରରେ ରହୁ କି ବିରୋଧୀ ଲୋକଙ୍କ ସେବା ଆମର ଲକ୍ଷ୍ୟ…

ମୋଦିଙ୍କ ‘ଡବଲ ଇଞ୍ଜିନ ସରକାର’ କଥା । କହିଲେ, ଡବଲ ଇଞ୍ଜିନ ସରକାର ହେଲେ ଗରିବଙ୍କୁ ମିଳେ ଲାଭ ।

କନକ ବ୍ୟୁରୋ : ଖବର ସରବରାହ ସଂସ୍ଥା ଏଏନଆଇକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ‘ଡବଲ ଇଞ୍ଜିନ ସରକାର’ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ଲୋକଙ୍କ ଉନ୍ନତି ପାଇଁ ମିଶିକି କାମ କରିବାକୁ ପଡ଼ିବ । କିଛି ରାଜ୍ୟ ଆୟୁଷ୍ମାନ ଭାରତ ଯୋଜନା ସହ ଯୋଡ଼ିହେବାକୁ ଚାହୁଁନାହାନ୍ତି…