Daily Archives

February 9, 2022

ଚର୍ଚ୍ଚାରେ ଜାଗ୍ରତି ଶୁକ୍ଳାଙ୍କ ଫେସବୁକ ପୋଷ୍ଟ । ନାଁ ନ’ନେଇ ବର୍ଷାଙ୍କୁ କଲେ କି ଟାର୍ଗେଟ?

କନକ ବ୍ୟୁରୋ: ମାମଲାକୁ ପଶିବା ଆଗରୁ ଦିଲ୍ଲୀ ସାମ୍ବାଦିକ ଜାଗ୍ରତି ଶୁକ୍ଳା କଣ ପୋଷ୍ଟ କରିଛନ୍ତି ନଜର ପକାଇ ନିଅନ୍ତୁ । ଜାଗ୍ରତି ଲେଖିଛନ୍ତି, ମୁଁ ଜାଣିବାକୁ ପାଇଲି ଜଣେ ସାଂସଦଙ୍କ ପତ୍ନୀ ବାହାଘର ସାର୍ଟିଫିକେଟ, ପାସପୋର୍ଟ, ପ୍ୟାନକାର୍ଡ, ବ୍ୟାଙ୍କ ଆକାଉଣ୍ଟ, ଆୟକର ଦାଖଲ ଭଳି ସମସ୍ତ…

ଉତ୍ତରାଖଣ୍ଡରେ ନିର୍ବାଚନୀ ଇସ୍ତାହାର ଜାରି କଲା ବିଜେପି: ପ୍ରତିବର୍ଷ ୫୦ ହଜାର ସରକାରୀ ଚାକିରୀ ଦେବାକୁ ଦେଲା…

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ନିର୍ବାଚନୀ ଇସ୍ତାହାର ଜାରି କଲା ବିଜେପି । ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେପି ନିବାଚନୀ ଇସ୍ତାହାର ଜାରି କରିଛି ବିଜେପି । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି ଏହା ଜନତାଙ୍କୁ ସର୍ମପିତ କରିଛନ୍ତି । ପ୍ରତିବର୍ଷ ୫୦ ହଜାର ସରକାରୀ ଚାକିରୀ…

ତାଇୱାନର ବାୟୁସୀମାରେ ଅନୁପ୍ରବେଶ କରୁଛି ଲଢୁଆ ବିମାନ: ତାଇୱାନକୁ ବଳପୂର୍ବ ଅକ୍ତିଆର କରିବ କି ଚୀନ?

କନକ ବ୍ୟୁରୋ: ପୂର୍ବ ଏସିଆର କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ତାଇୱାନକୁ ଚୀନ ବଳପୂର୍ବ ଅକ୍ତିଆର କରିପାରେ । ଦିନକୁ ଦିନ ଏହି ଆଶଙ୍କା ବଢି ଚାଲିଛି । ବାରମ୍ବାର ଚୀନର ଲଢୁଆ ବିମାନ ତାଇୱାନର ବାୟୁସୀମାର ଅନୁପ୍ରବେଶ କରି ଚାଲିଛି । ଏଣୁ ତାଇୱାନକୁ ସୁରକ୍ଷା ଦେବା ପାଇଁ ଆମେରିକା ଶକ୍ତିଶାଳ…

ଲଞ୍ଚ ହେଲା କରୋନାର ଆଉ ଏକ ଔଷଧ ନାଜାଲ ସ୍ପ୍ରେ: ଜାଣନ୍ତୁ, କେଉଁମାନେ ଏହାକୁ ବ୍ୟବହାର କରିପାରିବେ?

କନକ ବ୍ୟୁରୋ: ଲଂଚ ହେଲା କରୋନାର ଆଉ ଏକ ଓøଷଧ ନାଜାଲ ସ୍ପ୍ରେ । ଓøଷଧ ନାଜାଲ ସ୍ପ୍ରେ ବା ଫେବି ସ୍ରେ’କୁ ପ୍ରାପ୍ତ ବୟସ୍କ କରୋନା ଆକ୍ରାନ୍ତ ରୋଗୀ ମାନେ ବ୍ୟବହାର କରିପାରିବେ । କରୋନରେ ଅଧିକ ଗୁରୁତର ରୋଗୀଙ୍କୁ ପାଇଁ ଏହା ବେଶ ସହାୟକ ବୋଲି କୁହାଯାଉଛି । ଏହି ସ୍ପ୍ରେ ୨୪ ଘଂଟାରେ ୯୪…

ନିର୍ବାଚନ ସମୟରେ କୋଟିଆରେ ପଶିଥିଲେ ଆନ୍ଧ୍ର ସରକାରୀ କର୍ମଚାରୀ । ତାଗିଦ ପରେ ଫେରିଲେ ଆନ୍ଧ୍ର କର୍ମଚାରୀ

କନକ ବ୍ୟୁରୋ: ଆସନ୍ତା ୧୮ତାରିଖରେ କୋଟିଆରେ ପଡିବ ଭୋଟ୍ । ପଞ୍ଚାୟତ ସ୍ତରୀୟ ପ୍ରତିନିଧି ବାଛିବେ କୋଟିଆବାସୀ । ହେଲେ ନିର୍ବାଚନ ପୂର୍ବରୁ ଭୋଟକୁ ଭଣ୍ଡୁର କରିବାକୁ ବାଟ ଖୋଜୁଛି ପଡୋଶୀ ଆନ୍ଧ୍ର । ବାରମ୍ବାର ବିରୋଧ ସତ୍ତ୍ୱେ ବିଭିନ୍ନ ବାହାନା କରି ଓଡିଶା ମାଟିକୁ ଆସୁଛନ୍ତି ଆନ୍ଧ୍ର ସରକାରୀ…

ଆଜ୍ଞାମାଳ ଛୁଆଁଇ ଭୋଟରଙ୍କୁ ଶପଥ କରାଉଥିଲେ ରବି ନାରାୟଣ ନନ୍ଦ । ଭିଡିଓ ଜାରି କଲା କଂଗ୍ରେସ । ସଫେଇ ଦେଇ ରବି ନନ୍ଦ…

କନକ ବ୍ୟୁରୋ: ଭୋଟ୍ ହାତେଇବାକୁ ଜଗନ୍ନାଥଙ୍କ ଆଜ୍ଞାମାଳକୁ ଧରି ଶପଥ ପାଠ କରାଇଛନ୍ତି ପୂର୍ବତନ ମନ୍ତ୍ରୀ ରବି ନନ୍ଦ । ଏ ଅଭିଯୋଗ ଆଣି ଆଜି ରବି ନନ୍ଦଙ୍କ ବହିଷ୍କାର ଦାବି କରିଛି କଂଗ୍ରେସ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଧର୍ମନିରପେକ୍ଷତାର ନିର୍ମଳ…