Daily Archives

January 30, 2022

ଗୋଟିଏ ଗୋଡ, ଖଣ୍ଡିଏ ବାଡି… ଖରାତରାକୁ ଖାତିର ନକରି ଗାଁଗାଁ ବୁଲୁଛନ୍ତି, ନିଜ ପାଇଁ ନିଜେ ପ୍ରଚାର କରୁଛନ୍ତି…

କନକ ବ୍ୟୁରୋ: ଖଣ୍ଡିଏ ବାଡି, ଗୋଟିଏ ଗୋଡ... ଏତେ ବଡ ଯୁଦ୍ଧ ଜିତିବାକୁ ବାସ୍ ଏତିକି ହିଁ ଯଥେଷ୍ଟ ତାଙ୍କ ପାଇଁ । ଆଶାବାଡିକୁ ଆଶ୍ରା କରି ସେ ବନିଛନ୍ତି ପ୍ରାର୍ଥୀ ଆଉ ଲୋକଙ୍କ ଉପରେ ରଖିଛନ୍ତି ଆଶା । ବିଶ୍ୱାସ ଅଛି ଲୋକେ ତାଙ୍କୁ ନିରାଶ କରିବେନି । କଥା ଦେଇ ଭୁଲିଯିବେନି । ସେ ଜିତିବେ…

ତ୍ରିକୋଣୀୟ ପ୍ରେମରେ ମଣିଷଖିଆ ବାଘ । ପ୍ରେମରେ ବାଧା ସାଜିଛି ନିୟମ କାନୁନ

କନକ ବ୍ୟୁରୋ: ନନ୍ଦନକାନନରେ ଥିବା ମଣିଷ ଖିଆ କଲରାପତରିଆ ବାଘ ପ୍ରେମରେ ପଡିଯାଇଛି । ବାଘ ରହୁଥିବା ଖୁଆଡକୁ ଲାଗି ରହିଛି ଦୁଇ ବାଘୁଣୀଙ୍କ ଖୁଆଡ । ଏବେ ବାଘଙ୍କ ମିଳନ ରୁତୁ ଚାଲିଥିବାରୁ ଦୁଇ ବାଘୁଣୀ ଅନୀତା ଓ ମଞ୍ଜୁଙ୍କ ନିକଟତର ହେବାକୁ ବାଘ ଚେଷ୍ଟା କରୁଛି । ହେଲେ ଏହି ବାଘ-ବାଘୁଣୀଙ୍କ…

ନୂଆ ଭାଇରସ ନିଓ-କୋଭକୁ ନେଇ ବିଶେଷଜ୍ଞଙ୍କ ମତ । କହିଲେ, ମ୍ୟୁଟେସନ ନହେଲେ ମଣିଷ ଶରୀରରେ କରିପାରିବନି ପ୍ରବେଶ

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାର ବାଦୁଡ଼ିଙ୍କ ଠାରେ ଦେଖାଯାଇଥିବା ନିଓ-କୋଭ ଭାଇରସକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଦେଶର କୋଭିଡ ଟାସ୍କ ଫୋର୍ସ ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀ କହିଛନ୍ତି ବର୍ତ୍ତମାନ ଅବସ୍ଥାରେ ଏହି ଭୂତାଣୁ ମଣିଷ ଦେହକୁ ସଂକ୍ରମିତ କରିପାରିବ ନାହିଁ…

କୋଟିଆରେ ଦେଖିବାକୁ ମିଳିଲା ନିଆରା ପୋଷ୍ଟର । ଗୋଟିଏ ପୋଷ୍ଟରରେ ବିଜେଡି, ବିଜେପି ଓ କଂଗ୍ରେସ ନେତାଙ୍କ ଚିତ୍ର

କନକ ବ୍ୟୁରୋ: ଆଗ ମାଟି ପରେ ପାର୍ଟି । କୋଟିଆରେ ସର୍ବଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ଏକଜୁଟ ହୋଇଛନ୍ତି । କୋଟିଆରେ ନିଦ୍ୱର୍ନ୍ଦ୍ୱରେ ପ୍ରାର୍ଥୀ ବିଜୟ ପାଇଁ ଉଦ୍ୟମ ଫେଲ ମାରିବା ପରେ ଏବେ ସର୍ବଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ସବୁଦଳର ନେତାଙ୍କ ଉଦ୍ୟମ…

ଗ୍ଲାମର ଦୁନିଆରୁ ଗାଁ ରାଜନୀତି । ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ବଲାଙ୍ଗୀରର ପ୍ରିୟଙ୍କା ନନ୍ଦ । ବିଭିନ୍ନ ନାମୀଦାମୀ…

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ଗାଁ-ଗଣ୍ଡାରେ ଜମୁଛି ପ୍ରଚାର । ପ୍ରାର୍ଥୀ ଘର ଘର ବୁଲି ନିଜ ଚିହ୍ନରେ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କରୁଛନ୍ତି । ଚଳିତ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଉଚ୍ଚଶିକ୍ଷିତ, ଡାକ୍ତର, ଶିଳ୍ପପତି ସମେତ ଗ୍ଲାମର୍ସ ଦୁନିଆର ପରିଚିତ ଚେହେରା ।…

ଖୋଲିବାରେ ଲାଗିଛି ଜାମତାରା ଗ୍ୟାଙ୍ଗର ଗୁମର । ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସଂଗ୍ରହ ପରେ କରୁଥିଲେ ଫୋନ୍, ଲୁଟୁଥିଲେ ଟଙ୍କା

କନକ ବ୍ୟୁରୋ: ଭୁବନେଶ୍ୱରରୁ ଜାମତରା ଗ୍ୟାଙ୍ଗର ତିନି ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି ପଚରା ଉଚରା କରୁଛି । ତେବେ ଜମତାରା ଗ୍ୟାଙ୍ଗର ଏହି ତିନି ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ, କିପରି ସେମାନେ ଠକୁଥିଲେ, କିପରି ଲୋକଙ୍କୁ ଲୁଟୁଥିଲେ, ତାହା ଏବେ ସାମ୍ନାକୁ ଆସିଛି ।…