Daily Archives

January 23, 2022

ବାଟ ମଝିରେ ମିଳେଇଗଲା ବାହାଘରର ଖୁସି । ମାଉସୀ ଝିଅ ବାହାଘର ପାଇଁ ଯାଇ ପହଞ୍ଚିପାରିଲାନି କୁନିଝିଅ । ଦୁର୍ଘଟଣାରେ…

କନକ ବ୍ୟୁରୋ: ବାହାଘର ପାଇଁ ଖୁସିଥିଲେ ସମସ୍ତେ । ମାଉସୀ ଝିଅ ବାହାଘର ପାଇଁ ଖୁସି ବି ଥିଲା ୧୦ ବର୍ଷର ଝିଅ ବିଜୟଲକ୍ଷ୍ମୀ । ମାମୁଘରେ ପହଞ୍ଚି, ମାଉସୀ ଘରକୁ ଯାଇଥାନ୍ତେ ଆଉ ସେଠି ଭଉଣୀ ବାହାଘରରେ ଧୂମ ମଜାମସ୍ତି କରିଥାନ୍ତା । ଏଇ ଖୁସି ନେଇ ମାଆ ଓ ବଡ ଭଉଣୀ ଭାଗ୍ୟଲକ୍ଷ୍ମୀ ସହ ମାମୁଘର…

ଓଡ଼ିଶାରେ ହରିୟାଣା ପୋଲିସର ଦବଙ୍ଗଗିରି: ତଦନ୍ତ ବେଳେ ଫଟୋ ଉଠାଇବାରୁ ସାମ୍ବାଦିକଙ୍କ ମୁଣ୍ଡରେ ଲଗାଇଲେ ବନ୍ଧୁକ

କନକ ବ୍ୟୁରୋ: ଏକ ଚୋରି ଘଟଣାର ତଦନ୍ତ କରିବାକୁ ଓଡିଶା ଆସିଥିବା ହରିଆଣା ପୋଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ । ଅଭିଯୁକ୍ତ ସମେତ ପରିବାରର ସମସ୍ତଙ୍କ ଉଠାଇ ନେଇଥିବା ପୋଲିସକୁ ଛାଡିଦେବାକୁ ଗ୍ରାମବାସୀ ନେହୁରା ହେବାରୁ ବନ୍ଧୁକ ଦେଖାଇ ଡରାଇଛି ହରିୟାଣା ପୋଲିସ । ଖବର…

ପଂଚାୟତ ନିର୍ବାଚନରେ ପରିବାର ରାଜନୀତି: ପୁଣି ଚର୍ଚ୍ଚାକୁ ଆସିଲା ମାଲକାନଗିରିର ବାକା ପରିବାର

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ପରେ ପୁଣି ପଂଚାୟତ ନିର୍ବାଚନରେ ଚର୍ଚାରେ ମାଲକାନଗିରିର ବାକା ପରିବାର । ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ଉଭୟ ଦାଦା-ଝିଆରୀ ପ୍ରାର୍ଥୀ ହୋଇଥିଲେ, ଏବେ ଗୋଟିଏ ପରିବାରର ୩ ଭାଇ ପ୍ରାର୍ଥୀ ହୋଇ ଗାଁ ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି କରିଛନ୍ତି । ୩…

ସତ୍ୟବାଦୀରେ ଗାଏବ ହୋଇଗଲା କଂଗ୍ରେସ । ଜିଲ୍ଲା ପରିଷଦ ପାଇଁ ଜଣେ ବି ଦଳୀୟ ପ୍ରାର୍ଥୀ କଲେ ନାହିଁ ନାମାଙ୍କନ

କନକ ବ୍ୟୁରୋ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଚର୍ଚ୍ଚାରେ ପୁରୀର ସତ୍ୟବାଦୀ । ଦିନେ କଂଗ୍ରେସର ଗଡ କୁହାଯାଉଥିବା ସତ୍ୟବାଦୀରେ କଂଗ୍ରେସ ଜିଲ୍ଲାପରିଷଦ ପ୍ରାର୍ଥୀ ନ ଦେବା ଅନେକ ଚର୍ଚ୍ଚା ସୃଷ୍ଟି କରିଛି । ତେବେ କେବଳ ଗୋଟିଏ ଜୋନରେ ଯିଏ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ତାହା ମଧ୍ୟ…

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗବେଷକ ସଂସ୍ଥା କହିଲା, ଦେଶରେ ଗୋଷ୍ଠୀ ସଂକ୍ରମଣ କରୁଛି ଓମିକ୍ରନ: ମେଟ୍ରୋ ସହରରେ ଅଧିକ ବେଗରେ…

କନକ ବ୍ୟୁରୋ: ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାର୍ସ କୋଭିଡ୍ ଜେନୋମିକ୍ସ କନ୍ସୋର୍ଟିୟମ ବା ଇନ୍ସାକଗ୍ର ତଥ୍ୟ ଅନୁସାରେ ଆଉ ବିଦେଶ ଫେରନ୍ତାଙ୍କ ଠାରୁ ସଂକ୍ରମଣ ବ୍ୟାପୁନାହିଁ, ମେଟ୍ରୋ-ସିଟି ବା ବଡ଼ ବଡ଼ ସହରରେ କମ୍ୟୁନିଟି ଟ୍ରାନ୍ସମିସନ୍ ବା ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଁଚିଛି ଓମିକ୍ରନ ।…

ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ଇଚ୍ଛାପତ୍ରକୁ ନେଇ ଚର୍ଚ୍ଚା: ଲେଖିଲେ, ଶେଷ ସମୟରେ ଲଗାନଯାଉ ଲାଇଫ୍…

କନକ ବ୍ୟୁରୋ: ଜଗନ୍ନାଥ ପ୍ରସାଦ ଦାସ । ଓଡିଆ ସାହିତ୍ୟ କ୍ଷେତ୍ରରେ ଏହି ପ୍ରବୀଣ ସାହିତ୍ୟକଙ୍କ ଇଛାପତ୍ର ଏବେ ଚର୍ଚ୍ଚାକୁ ଆସିଛି । ୮୪ ବର୍ଷ ବୟସ୍କ ଏହି ପୂର୍ବତନ ଆଇଏଏସ ଅଫିସରଙ୍କ ଜୀବନୀ ପୁସ୍ତକରୁ ଏକ ରୋଚକ ଓ ପ୍ରେରଣାଦାୟୀ କଥା ସାମ୍ନାକୁ ଆସିଛି । ଜଗନ୍ନାଥ ପ୍ରସାଦ ଦାସଙ୍କ ଏହି ଜୀବନୀ…