Daily Archives

January 22, 2022

ଭୟଙ୍କର ଦୁର୍ଘଟଣା: ମୁହାଁମୁହିଁ ଧକ୍କା ହେଲେ ବସ-ଟ୍ରକ, ଜଣେ ଶିଶୁ ସମେତ ଚାଲିଗଲା ୫ ଜଣଙ୍କ ଜୀବନ

କନକ ବ୍ୟୁରୋ: ବାଲେଶ୍ୱର ସୋର ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ ଓ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ୫ ଜଣଙ୍କ ମୃତ୍ୟୁ ଘଟିିଛି । ଏନଏଚ ବିଦୁ ଛକ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ୧୦ରୁ ଅଧିକ…

ନାମାଙ୍କନ ପତ୍ର ଦାଖଲ : କେଉଁ ଜିଲ୍ଲାରୁ କେତେ?

କନକ ବ୍ୟୁରୋ : ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା, ଆସିଲା ତାଲିକା । ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପାଇଁ କେଉଁ ଜିଲ୍ଲାରୁ କେତେ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ତାହାର ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଛି । ୱାର୍ଡମେମ୍ବର ପାଇଁ…

ସୀମା ପାରି କରୁଥିଲେ । ବରଫ ପାଲଟିଗଲେ ୪ ଭାରତୀୟ

କନକ ବ୍ୟୁରୋ: ୟୁରୋପୀୟ ଦେଶ ମାନଙ୍କରେ ଏବେ କିପରି ବରଫପାତ ହେଉଛି ତାହା ଊଣାଅଧିକେ ସମସ୍ତଙ୍କୁ ଜଣା । ହେଲେ ଏତେ ବରଫପାତ ଓ ଥଣ୍ଡା ଲହରୀ ଚାଲିଛି ଯେ, ଆମେରିକା ଓ କାନାଡା ସୀମାରେ ୪ଜଣଙ୍କର ଦୟନୀୟ ମୃତ୍ୟୁ ହୋଇଛି । ମୃତକମାନେ ଭାରତୀୟ ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ଜଣ ମଧ୍ୟବୟସ୍କ…

ୟୁପି ବିଧାନସଭା ନିର୍ବାଚନରେ କରହଲ ଆସନରୁ ଲଢିବେ ଅଖିଳେଶ: ଜାଣନ୍ତୁ କାହିଁକି ବାଛିଲେ ଏହି ଆସନ…

କନକ ବ୍ୟୁରୋ: ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ମେନପୁରୀର ବିଧାନସଭା ଆସନ କରହଲରୁ ନିର୍ବାଚନ ଲଢିବେ । ପ୍ରଥମ ଥର ପାଇଁ ଅଖିଳେଶ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ବାପା ମୁଲାୟମ ସିଂ ଯାଦବଙ୍କ କର୍ମଭୂମିରୁ ସେ ନିର୍ବାଚନ ଲଢିବା ନେଇ ଘୋଷଣା କରିିଛନ୍ତି । ୩ ଦଶନ୍ଧୀ ଧରି…

ବଢିଲା କରୋନା ସଂକ୍ରମଣ । ଏହି ରାଜ୍ୟରେ ଜାନୁଆରୀ ୩୦ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବଢୁଥିବା ଭିତରେ ଶିକ୍ଷାନୁଷ୍ଠାନ୍ ଗୁଡିକର ଛୁଟି ବଢାଇ ଦିଆଯାଇଛି । ଆସନ୍ତା ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ସ୍କୁଲ-କଲେଜ ଛୁଟି ରହିବ ବୋଲି ଆଦେଶ ଜାରି କରାଯାଇଛି । ତେବେ ରାଜ୍ୟରେ ଜାନୁଆରୀ ପହିଲାରୁ ସଂକ୍ରମଣର ଗ୍ରାଫ୍…

ଗୋଆ ବିଜେପିକୁ ବଡ ଝଟକା, ଦଳରୁ ଇସ୍ତଫା ଦେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପାର୍ସେକର

କନକ ବ୍ୟୁରୋ : ଆସନ୍ତା ମାସରେ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ବିଜେପିକୁ ବଡ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପାର୍ସେକର ଦଳୀୟ ଟିକେଟ ନପାଇବା ହେତୁ ସନ୍ଧ୍ୟା ସୁଦ୍ଧା ଦଳରୁ ଇସ୍ତଫା ଦେବେ ବୋଲି ଗଣମାଧ୍ୟମ…