Daily Archives

June 24, 2024

ଗୋଠପାଟଣାରେ ଘୋଟାଲା: ଖୋଳ କରିଦେଲେ ଜଙ୍ଗଲୀ ଦଲାଲ, ମାଟି ନେଇଗଲେ ମାଫିଆ

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ବଡ ଘୋଟାଲା । ବର୍ଷ ବର୍ଷ ଧରି ଜଙ୍ଗଲ ଜମିରୁ ଗଛ କାଟି କୋଟି କୋଟି ଟଙ୍କା ହଡପ କରିବା ସହ ମୋରମ୍ ପଥର ଭଳି ମୂଲ୍ୟବାନ ପଦାର୍ଥ ଲୁଟ୍ ଅଭିଯୋଗ ହୋଇଛି । ଗାଁ ଲୋକେ ଏନେଇ ଚୋରାଚାଲାଣ ହେଉଥିବା ୧୧ଟି ହାଇୱା ଗାଡିକୁ ଅଟକ ରଖିବାରୁ ହାଇୱା ଚଢାଇ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ମିଳିଲାନି ଆଶ୍ୱସ୍ତି: ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କରିବାକୁ…

କନକ ବ୍ୟୁରୋ: ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି । ଜେଲ୍‌ରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ୱାଲଙ୍କ ଅନ୍ତରୀଣ ଜାମିନ ଉପରେ ଦିଲ୍ଲୀ ହାଇକୋର୍ଟ ଲଗାଇଥିବା ରୋକ୍‌କୁ ହଟାଇବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।…

ଶିଖାଙ୍କ ତୁଳୀରେ ସୁନ୍ଦର ଦିଶୁଛନ୍ତି କଳା ସାଆନ୍ତେ । ଜଗନ୍ନାଥଙ୍କ ପ୍ରତି ସମର୍ପିତ ଯୁବତୀ ମହାପ୍ରଭୁଙ୍କ ଚିତ୍ର ଆଙ୍କି…

କନକ ବ୍ୟୁରୋ: ଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ମନରେ ଦୃଢ ବିଶ୍ୱାସ ଯୁବତୀଙ୍କୁ ଦେଇଛି ଏକ ନୂଆ ପରିଚୟ। ନାନା ପ୍ରକାର ରଙ୍ଗକୁ ନେଇ ତିଆରି କରୁଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କର ମନଲୋଭା ଛବି । ବୌଦ୍ଧର ଶିଖା ମିଶ୍ର । ଶିଖାଙ୍କ ବାପା ଜଣେ ଫୁଲ ବେପାରୀ। ଛୋଟ ବେଳେ ବାପାଙ୍କ ସହ ମିଶି ପ୍ରଭୁ…

ଓ୍ୱାୟନାଡ ଆସନ ଛାଡ଼ିବା ପରେ ଭାବବିହ୍ୱଳ ହେଲେ ରାହୁଲ: ଓ୍ୱାୟନାଡବାସୀଙ୍କୁ ଲେଖିଲେ ଆବେଗଭରା ଚିଠି

କନକ ବ୍ୟୁରୋ: ୱାୟନାଡ ଆସନ ଛାଡ଼ିବା ପରେ ଭାବୁକ ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଆସନ ଛାଡିବା ପରେ ୱାୟନାଡବାସିନ୍ଦାଙ୍କ ପାଇଁ ଲେଖିଛନ୍ତି ସ୍ବତନ୍ତ୍ର ଚିଠି। ଯାହାକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି । ନିଜର କଠିନ ସମୟରେ ୱାୟନାଡବାସୀ ଦେଇଥିବା ଭଲ ପାଇବା ଓ ସମର୍ଥନ ପାଇଁ…

ନିଟ୍ ପ୍ରଶ୍ନପତ୍ର ମାମଲାରେ ସିବିଆଇର ତଦନ୍ତ: ୬ ଅଭିଯୁକ୍ତଙ୍କୁ ଗିରଫ କରି ଜେରା, ସେପଟେ ବିଭିନ୍ନ ସ୍ଥାନରେ ବିକ୍ଷୋଭ,…

କନକ ବ୍ୟୁରୋ: ନିଟ୍ ପେପର ଲିକ୍ ମାମଲା ସିବିଆଇକୁ ହସ୍ତାନ୍ତର ହେବା ପରେ ଆକ୍ସନ୍ ମୋଡରେ ଜାତୀୟ ତଦନ୍ତକାରୀ ସଂସ୍ଥା। ସୋମବାର ସକାଳୁ ସକାଳୁ ଇଓୟୁ ଅଫିସରେ ପହଞ୍ଚି ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚର ତଥ୍ୟ ସଂଗ୍ରହ କରିଛି। ଏହି ମାମଲାରେ ଇଓୟୁ ଟିମ୍ ଏକ ବଡ ନେଟଓ୍ୱର୍କର ଖୁଲାସା…

ଜଗନ୍ନାଥଙ୍କ ପରି ୟାଙ୍କର ବି ନାହିଁ ହାତ । ତଥାପି ଚଳାଇଛନ୍ତି ସଂସାର ରଥ । ଦିବ୍ୟାଙ୍ଗ ହୋଇ ବି କରିଛନ୍ତି ଦୋକାନ ।

କନକ ବ୍ୟୁରୋ: ବଡ଼ ଦେଉଳରେ ଅଛନ୍ତି ଅଧାଗଢା ଜଗନ୍ନାଥ। ନିଜର ହାତ ପାଦ ନାହିଁ ସିନା କିନ୍ତୁ ସେ ବିଶ୍ବନିୟନ୍ତା । ସାରା ଜଗତକୁ ଉଦ୍ଧାର କରୁଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କୁ କାରିଗର ଅଧା ଗଢିଥିବା ବେଳେ, ଖୋର୍ଦ୍ଧା ବାଘମାରିର ଜାଗାଙ୍କୁ ଅଧା ଗଢିଛନ୍ତି ଭଗବାନ । ତାଙ୍କର ଗୋଡ଼ ଅଛି ହେଲେ…