Daily Archives

January 18, 2022

ଟିକେଟ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଛି ଟଣା ଓଟରା, କାହାକୁ ଟିକେଟ ଦେବ ତାକୁ ନେଇ ଅଡୁଆରେ ଦଳ

କନକ ବ୍ୟୁରୋ :ପଦ ପଦବୀ ଆଗରେ ସଂପର୍କରେ କେତେ ତୁଚ୍ଛ ତାହା ଆପଣ ଏହି ଘଟଣାରୁ ଅନୁମାନ କରିପାରିବେ । ସ୍ତ୍ରୀ ମନ୍ତ୍ରୀ ଓ ସ୍ୱାମୀ ସେହି ରାଜନୈତିକ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ । ଉଭୟ ଗୋଟିଏ ଆସନରୁ ବିଧାନସଭା ଟିକେଟ ପାଇଁ ଚଳାଇଛନ୍ତି ଲବି । ସୂଚନା ମୁତାବକ ଉତ୍ତର ପ୍ରଦେଶ ଲକ୍ଷ୍ନୌର…

ଭାରତୀୟ ଟେଷ୍ଟ ଟିମର କିଏ ହେବ ଆଗାମୀ କ୍ୟାପଟେନ ? କୋହଲିଙ୍କ ପଦ ଛାଡିବା ପରେ ଚର୍ଚ୍ଚାରେ ୩ ନାମ ।

କନକ ବ୍ୟୁରୋ : ଭାରତୀୟ ଟେଷ୍ଟ ଦଳର କିିଏ ହେବ ପରବର୍ତ୍ତୀ କ୍ୟାପଟେନ୍ ? ବିରାଟ କୋହଲି କ୍ୟାପଟେନ୍ ପଦ ହଠାତ୍ ଛାଡିବା ପରେ ଏମିତି ଚର୍ଚ୍ଚା ଜୋର ଧରିଛି । ରୋହିତ ଶର୍ମା, ଲୋକେଶ ରାହୁଲ ଏବଂ ଋଷଭ ପନ୍ତଙ୍କ ନାଁ ଏହି ଦୌଡରେ ଅଛି । ଭାରତୀୟ ବୋର୍ଡ କାହା ନାମରେ ମୋହର ମାରୁଛି ଏବେ ତାକୁ ହିଁ…

ପଞ୍ଜାବରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାଁ ଘୋଷଣା । ଭଗୱନ୍ତ ମାନଙ୍କ ନାଁରେ ବାଜିଲା ମୋହର ।

କନକ ବ୍ୟୁରୋ : ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆପ ନିଜର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି । ୨୪ଲକ୍ଷ ଲୋକଙ୍କ ମତାମତ ଆଧାରରେ ଆପ୍ ଭଗବନ୍ତ ମାନଙ୍କ ନାଁରେ ମୋହର ମାରିଛି । ଚଣ୍ଡିଗଡରେ ଆୟୋଜିତ ଆପର ବିଶାଳ କାର୍ଯ୍ୟକ୍ରମରେ ଭଗବନ୍ତ ମାନଙ୍କ ନାଁ ଘୋଷଣା କରାଯାଇଛି । ଗତ ୧୦ବର୍ଷ ହେବ…

ସରପଞ୍ଚ ପାଇଁ ଲଢ଼ୁଛନ୍ତି ବିଟେକ୍ ଡିଗ୍ରୀଧାରୀ । ଜିଲ୍ଲା ପରିଷଦ ସଦସ୍ୟ ହେବା ପାଇଁ ଆଶା ରଖିଛନ୍ତି କୁଞ୍ଜ ଅପା । ସେପଟେ…

କନକ ବ୍ୟୁରୋ: ତ୍ରିିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି । ଆଉ ନାମାଙ୍କନ ଦାଖଲ କରିବା ପରେ କେତେଜଣ ପ୍ରାର୍ଥୀ ଚର୍ଚ୍ଚାକୁ ଆସିଛନ୍ତି । ଆସନ୍ତୁ ସେହିଭଳି କେତେଜଣ ପ୍ରାର୍ଥୀଙ୍କ ବିଷୟରେ ଜାଣିବା ଯେଉଁମାନେ ଚର୍ଚ୍ଚାରେ ରହିଛନ୍ତି ।ବିଟେକ୍ ପାଠ…

କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଜନସାଧାରଣଙ୍କୁ ଭୟଭୀତ ନ ହେବାକୁ ଦେଲେ ପରାମର୍ଶ । ସାମ୍ବାଦିକଙ୍କୁ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ-୧୯ ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି । ଆଉ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି, ତେଣୁ ଭୟଭୀତ ନ ହୋଇ କୋଭିଡର ସମସ୍ତ ନିୟମାବଳୀକୁ ପାଳନ କରନ୍ତୁ । ତା ସହିତ…

ଆଇନ ବୁଝିଲାନି ସ୍ନେହ, ମମତା ! ମଣିଷ-ପକ୍ଷୀ ସମ୍ପର୍କରେ ସାଜିଲା ବାଧକ । ସସ୍ମିତାଙ୍କ କୋଳରୁ ଶୁଆ ନେଇଗଲା ବନବିଭାଗ । 

କନକ ବ୍ୟୁରୋ : ୧୨ ଦିନର ନିଖୋଜ ପରେ ମିଳିଲା, କିନ୍ତୁ ବଦଳି ଗଲା ଶୁଆ ‘କୋକୋ’ର ଠିକଣା । ମାଲିକ ନୁହେଁ ବରଂ ନନ୍ଦନକାନନ ଚିଡିଆଖାନାରେ ରହିବ କୋକୋ । ଆଇନର କଥା କହି ‘କୋକୋ’କୁ ନେଇଯାଇଛି ବନ ବିଭାଗ । ଅନିଚ୍ଛା ସତ୍ୱେ ଶୁଆକୁ ଖୁଆଇ ପିଆଇ ନିଜ ପାଖରୁ ବିଦାୟ ଦେଇଛନ୍ତି ପ୍ରଫେସର ସସ୍ମିତା…