Daily Archives

January 18, 2022

ବାଲେଶ୍ୱର ବାଜିରେ କାହାର ହେବ ବାଜିମାତ୍ ? ପତିଆରାର ଲଢେଇରେ କେଉଁ ନେତା ରହିବେ ଆଗରେ ?

କନକ ବ୍ୟୁରୋ : ବାଲେଶ୍ୱର ରାଜନୀତିରେ କିଏ ବାଜି ମାରିବ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଜିଲ୍ଲା ବିଜେଡି ସଭାପତି ରବିନ୍ଦ୍ର ଜେନାଙ୍କ ମଧ୍ୟରେ ପତିଆରାର ସିଧାସଳଖ ଲଢେଇ । କେନ୍ଦ୍ର ଓ ରାଜ୍ୟର ଯୋଜନାକୁ ଧରି ଉଭୟ ନେତା ଲୋକଙ୍କ ପାଖକୁ ଯିବାକୁ ପ୍ରସ୍ତୁତି କରୁଥିବା ବେଳେ…

ସଂକ୍ରମଣରେ ଲାଗୁନି ବ୍ରେକ୍ । ସଂଖ୍ୟା ବଢ଼ୁଛି, ହେଲେ ହସ୍ପିଟାଲରେ କମ୍ ରହିଛି ରୋଗୀଙ୍କ ସଂଖ୍ୟା ।

କନକ ବ୍ୟୁରୋ : ରାଜ୍ୟରେ ଗତ କିଛି ଦିନ ଧରି ସଂକ୍ରମଣ ସ୍ଥିର ରହିଛି । ହେଲେ ଏହାକୁ ସାମାନ୍ୟ ଭାବେ ଗ୍ରହଣ କରି ମାସ୍କ ପିନ୍ଧୁନଥିବା ଓ ସାମାଜିକ ଦୂରତା ବଜାୟ ରଖୁନଥିବା ଲୋକଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି ସ୍ୱାସ୍ଥ୍ୟ ବିଭାଗ । କହିଛି କିଛି ଅମାନିଆଙ୍କ ପାଇଁ ପୁଣି ଥରେ ସଂକ୍ରମଣ ବ୍ୟାପି…

ସରପଞ୍ଚ ପଦ ନିଲାମ ନେଇ ତନାଘନା । ସାମନାକୁ ଆସିଲା ରୋଚକ ତଥ୍ୟ । ୨୧ ଲକ୍ଷରୁ ଆରମ୍ଭ ହୋଇଥିଲା ନିଲାମ ଡାକ

କନକ ବ୍ୟୁରୋ: ଗଣତନ୍ତ୍ରର ଧଜିଆ ଉଡାଇ ବଲାଙ୍ଗୀରରେ ସରପଞ୍ଚ ପଦ ନିଲାମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହେବା ପରେ ତନାଘନା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ବିଲେଇସର୍ଡା ଗାଁକୁ ଯାଇ ନିଲାମ ପଛର ସତ କଣ ତାହା ଖୋଜିବା ଆରମ୍ଭ କରିଛନ୍ତି ।…

ହାଇଟେକ୍ ପ୍ଲାଜା ପାଲଟିଲା ମରଣଯନ୍ତା । କାମ କଲାନି ଲିଫ୍ଟର ସେନ୍ସର, ଚାଲିଗଲା ବୃଦ୍ଧଙ୍କ ଜୀବନ ।

କନକ ବ୍ୟୁରୋ : ଲିଫ୍ଟ ନେଇଗଲା ଜୀବନ । ଲିଫ୍ଟରେ ଦ୍ୱିତୀୟ ମହଲାରୁ ତଳକୁ ଯିବା ପାଇଁ ଚାହୁଁଥିବା ବୃଦ୍ଧଙ୍କ ଜୀବନ କିଛି ଏଭଳି ଢଙ୍ଗରେ ଚାଲିଯାଇଛି । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରାଜଧାନୀରେ ଘଟିଥିବା ଏହି ଘଟଣା, ଆପାର୍ଟମେଣ୍ଟ ସୋସାଇଟିର ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି…

ଆଚରଣ ବିଧି ଲାଗୁ ପରେ ବି ଅନେକ ସ୍ଥାନରେ ହଟିନି ସରକାରଙ୍କ ପ୍ରଚାର ହୋର୍ଡିଂ । ନବୀନଙ୍କ ଫଟୋ ଥିବା ପୋଷ୍ଟର ଘୋଡ଼ା…

କନକ ବ୍ୟୁରୋ: ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ସରକାରଙ୍କ ପୋଷ୍ଟର ଓ ହୋଡିଂ ହଟାକୁ ନେଇ ତେଜିଛି ରାଜନୀତି । କେଉଁଠି କାହାର ପୋଷ୍ଟର ହଟିଛି, କାହା ପୋଷ୍ଟର ରହିଛି... ତାକୁ ନେଇ ବିଭିନ୍ନ ଜିଲ୍ଲାରୁ ଆସିଛି ଭିନ୍ନ ଭିନ୍ନ ଚିତ୍ର । ତେବେ କେନ୍ଦୁଝରରୁ ଆସିଥିବା ଦୃଶ୍ୟ ରାଜନୀତିକୁ…

ବିନା ଡ୍ରାଇଭରରେ ଗଡିବ ଏହି ଇଲେକ୍ଟ୍ରିକ ଟ୍ରକ୍, ସିଙ୍ଗଲ ଚାର୍ଜରେ ଦେବ ଏତେ ମାଇଲେଜ

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ଇନ୍ଧନର ଦାମ ବଢୁଥିବାରୁ ବିଦ୍ୟୁତ୍ ଚାଳିତ ଯାନର ଚାହିଦା ବଢିବାରେ ଲାଗିଛି । ଏହି କ୍ରମରେ ଆଜି ଦିଲ୍ଲୀ ସରକାର ରାଜ୍ୟରେ ୧୦୦ ଇଲେକ୍ଟ୍ରିକ ବସ ଚଳାଇବାକୁ ଯୋଜନା କରୁଥିବା ବେଳେ ଆନନ୍ଦ ମହିନ୍ଦ୍ରାଙ୍କ ମହିନ୍ଦ୍ରା ଗ୍ରୁପ ଖୁବଶୀଘ୍ର ବଜାରକୁ ଇଲେକ୍ଟ୍ରି…