Daily Archives

January 9, 2022

ମଝି ଆକାଶରେ ଅସୁସ୍ଥ ହୋଇପଡିଲେ ଯାତ୍ରୀ: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ବିମାନ 

କନକ ବ୍ୟୁରୋ: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆଜି ସନ୍ଧ୍ୟାରେ ଏକ ବିମାନ ‘ଏଆର ଏସିଆ’ ଜରୁରୀକାଳୀନ ଅବତରଣ କରିଛି। ବିମାନଟି ରାଞ୍ଚିରୁ ଚେନ୍ନାଇ ଯାଉଥିବା ବେଳେ ଏଥିରେ ବସିଥିବା ଜଣେ ଯାତ୍ରୀ ହଠାତ୍‌ ଅସୁସ୍ଥ ହୋଇଥିଲେ। ଏବାବଦରେ ପାଖରେ ବସିଥିବା ଯାତ୍ରୀମାନେ ବିମାନ…

କୂଅ ଭିତରେ ପଡିଲା ହାତୀ ଛୁଆ । ପଢନ୍ତୁ, ୧୨ ଘଣ୍ଟା ପରେ କେମିତି ହେଲା ଉଦ୍ଧାର…

କନକ ବ୍ୟୁରୋ: କେବଳ ମଣିଷ ନୁହଁନ୍ତି ପଶୁମାନଙ୍କ ଭିତରେ ବି ନିଜ ଛୁଆଁଙ୍କ ପ୍ରତି କେମିତି ଭଲ ପାଇବା ରହିଛି ତାହା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ହାତୀ ପଲରେ ଥିବା ଏକ ଛୁଆ ହାତୀ କୂଅ ଭିତରେ ଖସି ପଡିବା ପରେ ତାକୁ ଜଗି ରହିଥିଲେ ହାତୀ ପଲ । ଉଦ୍ଧାର କରିନପାରିବାରୁ ଗାଁ ଭିତରେ…

କରୋନା ସ୍ଥିତି ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ଟିକାକରଣ ଉପରେ ଦେଲେ ଗୁରୁତ୍ୱ

କନକ ବ୍ୟୁରୋ: କରୋନା ସ୍ଥିତି ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ଟିକାକରଣ ଉପରେ ଜୋର ଦେଲେ ପ୍ରଧାନମନ୍ତ୍ରୀ । କହିଲେ, ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉ । ପ୍ରଧାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାୟ ୩ ଘଣ୍ଟା ଚାଲିଲା ବୈଠକ । ଜିଲ୍ଲାସ୍ତରରେ…

ପୁଣି ଭିଜେଇବ ଅଦିନିଆ ବର୍ଷା । ୧୧ ରୁ ୧୪ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

କନକ ବ୍ୟୁରୋ: ୧୧ ତାରିଖରୁ ପୁଣି ଭିଜେଇବ ଅଦିନିଆ ବର୍ଷା । ୧୧ରୁ ୧୪ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦେଇ ସତର୍କ କରାଯିବା ସହ ଅମଳ ଫସଲକୁ ସୁରକ୍ଷିତ ସ୍ଥାନରେ…

‘ଖରାପ ମକା ମଞ୍ଜି ଦେଇ ଠକିଦେଲା ଓଡ଼ିଶା ଜୀବିକା ମିଶନ’ । ମକା ବଦଳରେ ଘାସ ଗଛ ହେଉଥିବା ଅଭିଯୋଗ

କନକ ବ୍ୟୁରୋ: ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି ମିଶନ ଶକ୍ତି । ମିଶନ ଶକ୍ତି ଓଡିଶା ଜୀବିକା ମିଶନ ଶକ୍ତି ଜରିଆରେ ରାଜ୍ୟର ହଜାର ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କୁ ବିଭିନ୍ନ ସ୍କିମ ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରୁଛି କିନ୍ତୁ…

ଅପରାଧ ରେକର୍ଡ ଥିବା ଲୋକଙ୍କୁ କାହିଁକି କରାଯାଉଛି ପ୍ରାର୍ଥୀ? ଦଳୀୟ ୱେବସାଇଟରେ ଜଣାଇବା ପାଇଁ ବାଧ୍ୟତାମୂଳକ କଲେ…

କନକ ବ୍ୟୁରୋ: ରାଜନୀତିକୁ ଅପରାଧ ମୁକ୍ତ କରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ଅପରାଧ ରେକର୍ଡ ଥିବା ଲୋକଙ୍କୁ ଦଳ କାହିଁକି ପ୍ରାର୍ଥୀ କରୁଛନ୍ତି । ଏନେଇ ନିଜ ଦଳୀୟ ୱେବସାଇଟରେ ଜଣାଇବାକୁ ବାଧ୍ୟତାମୂଳକ କରିଛନ୍ତି ନିର୍ବାଚନ କମିଶନ । ତେବେ ନିର୍ବାଚନ କମିଶନଙ୍କ…