Daily Archives

January 6, 2022

କଟକରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ପାଇବେ ୭ଲକ୍ଷ ବାସିନ୍ଦା

କନକ ବ୍ୟୁରୋ : କଟକରେ ମିସନ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଉଦଘାଟିତ ହୋଇଛି । ଭର୍ଚୁଆଲ ଯୋଗେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ପାନୀୟ ଜଳ କାର୍ଯ୍ୟକ୍ରମ ଦ୍ବାରା କଟକ ସହରର ସବୁ ପରିବାର ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା…

ସରକାର ଭାଙ୍ଗିଦେଲା ତୈଳଦର ବୃଦ୍ଧି । ଦେଶରେ ଜରୁରୀକାଳିନ ସ୍ଥିତି

କଜାକିସ୍ତାନ ସରକାରଙ୍କ ପାଇଁ ମହଙ୍ଗା ପଡିଲା ତୈଳଦର ବୃଦ୍ଧି । ଦେଶରେ ସରକାର ତୈଳ ଦର ବୃଦ୍ଧି କରିବା ଫଳରେ ସାରା ଦେଶବାସୀ ଏହାକୁ ବିରୋଧ କରିଛନ୍ତି । ବିରୋଧରେ ଏତେ ଲୋକ ଯୋଗ ଦେଇଥିଲେ ଯେ, ପୁଲିସ ବାଧ୍ୟ ହୋଇ ସେମାନଙ୍କ ଉପରେ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ବି ପ୍ରୟୋଗ କରିଛି ।…

ମୋଦୀଙ୍କ ରାସ୍ତା ଅବରୋଧ କରିଥିଲେ ଆମ କାର୍ଯ୍ୟକର୍ତ୍ତା, ପ୍ରଧାନମନ୍ତ୍ରୀଙ୍କ ରୁଟ୍ ପ୍ଲାନ ବାବଦରେ ପଞ୍ଜାବ ପୋଲିସ ଠାରୁ…

କନକ ବ୍ୟୁରୋ : ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟିକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଥିବା ବେଳେ ଭାରତୀୟ କିଷାନ ସଂଘର ନେତା ସୁରଜିତ୍ ସିଂ ଫୁଲଙ୍କର ବଡ ବୟାନ ସାମ୍ନାକୁ…

୨୦୨୫ ସୁଦ୍ଧା ତିଆରି ହେବ ରୋବଟିକ୍ ସହର । ଉଡିବ କାର, ସୁରକ୍ଷା ଦେବେ ରୋବର୍ଟ

କନକ ବ୍ୟୁରୋ : ରାସ୍ତାରେ ରୋବର୍ଟ ବୁଲିବେ, ଉପରେ କାର ଉଡିବ । ଏଠାରେ କୌଣସି ଫିଲ୍ମର କଥା କୁହାଯାଉନାହିଁ । ଆସନ୍ତା ଦିନରେ ବାସ୍ତବରେ ଏପରି ଘଟିବାକୁ ଯାଉଛି । ହଲିଉଡ୍ ଫିଲ୍ମରେ ଯେପରି ରୋବର୍ଟ ଆଉ କାର ଆକାଶରେ ଉଡନ୍ତି, ଠିକ୍ ସେହିପରି ଏହି ଦେଶରେ ରୋବର୍ଟ ବୁଲିବେ ଆଉ କାର୍ ଉପରେ ଉଡିବ ।…

କରୋନା ଭୟ ଭିତରେ କିପରି ହେବ ନିର୍ବାଚନ ? ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

କନକ ବ୍ୟୁରୋ : ଦେଶରେ କରୋନାର ଭୟ ଭିତରେ କିପରି ହେବ ନିର୍ବାଚନ ? ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଦେଶରେ ବର୍ତମାନର କରୋନା ସ୍ଥିତି ନେଇ ନିର୍ବାଚନ କମିଶନକୁ ଅବଗତ କରାଉଛନ୍ତି । କରୋନା ସ୍ଥିତି ନେଇ ଦ୍ୱିତୀୟ ଥର ନିର୍ବାଚନ କମିଶନକୁ ଅବଗତ…

ଭୁବନେଶ୍ୱରରେ ସଂକ୍ରମଣ ଉପରମୁହାଁ : ପୁଣି ୪ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ ଘୋଷଣା

କନକ ବ୍ୟୁରୋ : ଭୁବନେଶ୍ୱରରେ ପୁଣି ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମସି । ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏଁ ଏବଂ ଶ୍ରୀକ୍ଷେତ୍ର ବିହାରରେ ୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଗୋଟିଏ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ…