Daily Archives

July 8, 2024

ବର୍ଷାରେ ଉବୁଟୁବୁ ମାୟାନଗରୀ । ନିର୍ଧୂମ ବର୍ଷାରେ ଅଧାବୁଡିଗଲା ମୁମ୍ବାଇ ସହର । ଭାସିଲା କାର୍… ବୁଡିଲା…

କନକ ବ୍ୟୁରୋ: ମୌସୁମୀର ପ୍ରଥମ ମାଡ଼ରେ ବେହାଲ ମୁମ୍ବାଇ । ଦେଶର ବାଣିଜ୍ୟ ନଗରୀରେ ବର୍ଷାର ତାଣ୍ଡବ। ରାତି ଗୋଟାଏ ସମୟରେ ଆରମ୍ଭ ହୋଇଥିବା ବର୍ଷା ସକାଳ ୭ରେ ଛାଡିଥିଲା । ଆଉ ତା ପରର ଦୃଶ୍ୟ ଭୟଙ୍କର । ମାତ୍ର ୬ ଘଣ୍ଟାରେ ୩୦୦ ମିଲିମିଟର ରେକର୍ଡ ବର୍ଷା ହୋଇଥିଲା ମୁମ୍ବାଇରେ । ଯାହା ଫଳରେ…

ସୁନ୍ଦରଗଡ଼ କୋଲ୍ ୱାସେରୀ ଗ୍ୟାଙ୍ଗୱାର ପରେ ଉଠିଲା ପ୍ରଶ୍ନ । କୋର୍ଟ ଚାଲାଣ ପରେ ଅଭିଯୁକ୍ତଙ୍କୁ କେମିତି ତୁରନ୍ତ…

କନକ ବ୍ୟୁରୋ: ସୁନ୍ଦରଗଡ଼ କୋଲ ୱାସେରୀରେ ଗୁଳି ଓ ବୋମାମାଡ଼ ଘଟଣାରେ ପୁଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ । ତୁରନ୍ତ କୋର୍ଟରେ ଅଭିଯୁକ୍ତଙ୍କୁ କେମିତି ମିଳିଗଲା ଜାମିନ, ସନ୍ଦେହ ଘେରକୁ ଆସିଲା ପୁଲିସ । କୋର୍ଟରେ ପ୍ରମାଣ ଦେଇପାରିନଥିବା ଅଭିଯୋଗ । ଘଟଣାରେ ୬ ଗୁରୁତରଙ୍କର ଚାଲିଛି ଚିକିତ୍ସା…

ଦୁଇ ଦିନିଆ ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ‘ଈର୍ଷା’ କରୁଛି ୟୁରୋପ ?

କନକ ବ୍ୟୁରୋ: ୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରୁଷ ଗସ୍ତରେ। ୟୁରୋପ ସମେତ ଆମେରିକା ରୁଷିଆ ଉପରେ ଅନେକ କଠୋର କଟକଣା ଲଗାଇଥିବା ବେଳେ ମୋଦୀଙ୍କ ଗସ୍ତ ଉପରେ ସାରା ବିଶ୍ୱ ନଜର ରଖିଛି। ଏହି କଟକଣାର କାରଣ ୟୁକ୍ରେନ ଉପରେ ଆକ୍ରମଣ ବୋଲି କୁହାଯାଉଛି। ଅନ୍ତିମ ଥର ମୋଦୀ…

ବାଣୀକଣ୍ଠକୁ ପରିହାସ କରି ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନା । ଦୁହିଁଙ୍କ ବିରୋଧରେ କ୍ୟାପିଟାଲ…

କନକ ବ୍ୟୁରୋ: ପୁଣି ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ହ୍ୟୁମାନ ସାଗର ଓ ରୁକୁ ସୁନା ଶ୍ରୀଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଥାନାରେ ପହଞ୍ଚିଛି ମାମଲା । ଗୀତ ଗାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଉଠିଲା ଦାବି। ବିବାଦ ତେଜିବା…

ସଂଗଠନକୁ ଆହୁରି ଶକ୍ତିଶାଳୀ କରିବ ବିଜେପି । ଆସନ୍ତା ୧୯ ଓ ୨୦ରେ ପୁରୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ହେବା ନେଇ…

କନକ ବ୍ୟୁରୋ: ସଂଗଠନ ଉପରେ ଅଧିକ ଗୁରୁତ୍ୱ ଦେଉଛି ବିଜେପି। ରାଜ୍ୟରେ ସରକାର ଗଠନ କରିବା ପରେ ବିଜେପି ପ୍ରଥମ କାର୍ଯ୍ୟକାରିଣୀ ବୈଠକ କରିବାକୁ ଯାଉଛି । ପୁରୀରେ ଆସନ୍ତା ୧୯ ଓ ୨୦ ତାରିଖରେ କାର୍ଯ୍ୟକାରିଣୀ ହେବା ନେଇ ସୂଚନା ମିଳିଛି । ଏଥିରେ ରାଜ୍ୟ ବିଜେପିର ପଦାଧିକାରୀମାନେ ସାମିଲ ହେବେ ।…

୨୦୨୯ ନିର୍ବାଚନ ପାଇଁ ୨୦୨୪ରୁ ଯୋଜନା । ମନମୋହନ କହିଲେ, ୫୦ ବର୍ଷ ଶାସନ ପାଇଁ ରୋଡମ୍ୟାପ୍ ।

କନକ ବ୍ୟୁରୋ: ଦୀର୍ଘ ୨୫ ବର୍ଷ ପରେ ରାଜ୍ୟରୁ ବିଜେଡି ସରକାର କ୍ଷମତାରୁ ଯାଇଛି । ବିଜେପି ପ୍ରଥମ ଥର ପାଇଁ ସରକାର ଗଢ଼ିଛି । ଆଉ ସରକାର ଗଢ଼ିବା ପରେ କେମିତି ଲମ୍ବା ସମୟ ଧରି ରାଜ୍ୟରେ କ୍ଷମତାରେ ରହିବ, ସେଥିପାଇଁ ବିଜେପି ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।…