Daily Archives

July 7, 2024

ମହିଳା ଅଫିସରଙ୍କୁ ଅଶାଳୀନ ବ୍ୟବହାର: ଥାନାରେ ମାମଲା, ବନ୍ଧା ହେଲେ ବାର ମାଲିକ

କନକ ବ୍ୟୁରୋ: ରାଜଧାନୀରେ ନିୟମକୁ ମାନୁ ନାହାନ୍ତି ବାର, ପବ ମାଲିକ । ୱେଆଇନ ଭାବେ ବିଳମ୍ୱିତ ରାତିଯାଏଁ ବାର ଖୋଲୁଛନ୍ତି । ଏଭଳି ସୂଚନା ପାଇ କଟକ ରୋଡର ଏକ କ୍ଲବ ଉପରେ ଚଢାଉ କରିଥିଲା ଅବକାରୀ ବିଭାଗର ଟିମ୍ । ହେଲେ ଚଢାଉ ସମୟରେ ନିୟମ ଭାଙ୍ଗିଥିବା ବାର ମାଲିକ ତାଉ ଦେଖାଇଛନ୍ତି । କଥା…

ସମ୍ବିତ ରାଉତରାୟଙ୍କ ମୂଷା ଉପାଖ୍ୟାନ: କହିଲେ, ନବୀନ ପଟ୍ଟନାୟକଙ୍କୁ ହରାଇଦେଲେ କିଛି ବିଜେଡି ନେତା

କନକ ବ୍ୟୁରୋ: ବିଜେଡି ପରାଜିତ ହେବାକୁ ଏହା ଭିତରେ ମାସେ ବିତିଲାଣି। କିନ୍ତୁ ପରାଜୟର କାରଣ କଣ ତାହା ଏଯାଏ ସ୍ପଟ ହୋଇନି। ଅନ୍ୟପଟେ ପରାଜୟକୁ ନେତାଙ୍କ ଭିତରେ ଥିବା ଅସନ୍ତୋଷ ଧିରେ ଧିରେ ସାମନାକୁ ଆସିବାରେ ଲାଗିଛି। ଜଣଙ୍କ ପରେ ଜଣେ ନେତା ପରାଜୟ ପାଇଁ ଅସ୍ତୋଷ ଝାଡିବା ସହ ସିଧାସଳଖ ସଳଖ…

ସରକାର ଦେବେ ଲକ୍ଷେ ଚାକିରି! ସରଳ ହେବ ନିଯୁକ୍ତି ପ୍ରକ୍ରିୟା, ପରୀକ୍ଷା ପଦ୍ଧତିରେ ଆସିବ ବ୍ୟାପକ ସଂସ୍କାର

କନକ ବ୍ୟୁରୋ: ଶପଥ ନେବାର ମାସକ ଭିତରେ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୋହନ ସରକାର । ତେବେ ପରୀକ୍ଷା ପଦ୍ଧତିରେ ସଂସ୍କାର ଆଣିବାକୁ ନିଷ୍ପତ୍ତି ନିଆଯାଇଛି । ଏସଂପର୍କରେ ବିଭାଗୀୟ ମୁଖ୍ୟମାନଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି ମଧ୍ୟ…

ରାଜା ହେଉ କି ସେବକ: ଚକା ଆଖିକୁ ଦେଖିବା ପାଇଁ ସମସ୍ତେ ହୋଇଗଲେ ଏକାକାର

କନକ ବ୍ୟୁରୋ: ସେ ରାଜା ହେଉ କି ସେବକ । ଉଚ୍ଚପଦସ୍ଥ ଅଧିକାରୀ ହୁଅନ୍ତୁ କି କ୍ଷମତାରେ ଥିବା ମନ୍ତ୍ରୀ । କାଳିଆର ଦୁଆରେ ସମସ୍ତେ ଏକକାର ହୋଇଯାଇଛନ୍ତି । ଭକ୍ତ ଓ ଭଗବାନଙ୍କ ଏହି ମିଳନ ପର୍ବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି…

ଜନ୍ମବେଦୀ ଅଭିମୁଖେ ବାହାରିଲେ ଚତୁର୍ଦ୍ଧାମୂର୍ତ୍ତି: ପହଣ୍ଡି, ଛେରା ପହଁରା ଓ ରଥଟଣାର ବିରଳ ଦୃଶ୍ୟକୁ ଅପଳକ ନୟନରେ…

କନକ ବ୍ୟୁରୋ: କେତେବେଳେ ବଡଦାଣ୍ଡକୁ ଆସିବେ ଚତୁର୍ଦ୍ଧାମୂର୍ତି, ଆଉ ରଥରେ ବିଜେ ହେବେ । ଆଉ ଘର୍ଘର ନାଦରେ ବଡ଼ ଦାଣ୍ଡରେ ଗଡ଼ିବ ତିନି ରଥ। ସେହି ଅଲୌକିକ ମୁହୂର୍ତ୍ତ, ଯାହାର ସାକ୍ଷୀ ବନିବାକୁ ଅପେକ୍ଷା କରି ରହିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ସୁଦର୍ଶନଙ୍କ ସହ ଧାଡ଼ି ପହଣ୍ଡିରେ ତିନିଠାକୁର…

ବଡ଼ ଠାକୁରଙ୍କ ମାନବୀୟ ଲୀଳା ଦେଖିବାକୁ କୋଣ ଅନୁକୋଣରୁ ଛୁଟି ଆସିଲେ ଶ୍ରଦ୍ଧାଳୁ: ବିଭିନ୍ନ ବେଶରେ ସଜାଇ ହୋଇ ନୃତ୍ୟ କଲେ…

କନକ ବ୍ୟୁରୋ: ମହାପ୍ରଭୁ କଳା ଠାକୁରଙ୍କ ଆଗମନକୁ ନେଇ ଲୋକରଣ୍ୟ ହୋଇପଡିଛି ପୁରୀ ବଡ଼ଦାଣ୍ଡ । କଳାଠାକୁରଙ୍କୁ ଗୋଟିଏ ଝଲକ ପାଇବା ପାଇଁ ଦୂରଦୂରାନ୍ତରୁ ଛୁଟିଆସିଛନ୍ତି ଶ୍ରଦ୍ଧାଳୁ। କାଳିଆ ଭକ୍ତିର ବିଭୋର ମାନସିକଧାରୀ ବଡ଼ଦାଣ୍ଡରେ ନାଚି ନାଚି ଶ୍ରୀଜିଉଙ୍କୁ ଅର୍ପଣ କରିଛନ୍ତି ଭକ୍ତି ନୈବେଦ୍ୟ ।…