Daily Archives

November 14, 2021

ଟାଙ୍ଗୀ ରେଞ୍ଜରେ ହାତୀ ଆତଙ୍କ: ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୋଡ଼ାଇଲା ହାତୀ

କନକ ବ୍ୟୁରୋ: ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୋଡ଼ାଇଲା ଦନ୍ତାହାତୀ । କିଛି ଦିନ ହେଲା ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଂଜରେ ଆତଙ୍କ ଖେଳାଇଛନ୍ତି ୩୨ଟି ଜଙ୍ଗଲୀ ହାତୀ । ଉଗ୍ରତାରା ଜଙ୍ଗଲରେ ୧୬ଟି ଜଙ୍ଗଲୀ ହାତୀ ଦିନକୁ ଦିନ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି । ହାତୀ ଉତ୍ପାତକୁ ନେଇ ଚାଷୀ…

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସୂଚନା, ଭିଭିଏସ ଲକ୍ଷ୍ମଣ ହେବେ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ପ୍ରମୁଖ

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ଭିଭିଏସ୍ ଲକ୍ଷ୍ମଣ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ପ୍ରମୁଖ ପଦରେ ନିଯୁକ୍ତ ହେବେ । ରବିବାର ଦିନ ଏନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । କହିରଖୁ କି କିଛିଦିନ ପୂର୍ବରୁ ସୌରଭ ଗାଙ୍ଗୁଲି ଲକ୍ଷ୍ମଣଙ୍କୁ…

ପତିଆରା ଜାହିର ପାଇଁ ଭିଡିଓ ଭାଇରାଲ କରୁଥିଲେ କେବିଏନ ଗ୍ରୁପ୍: ଗ୍ୟାଙ୍ଗର ପରିଚୟ ଦେଇ ଲୋକଙ୍କୁ କରୁଥିଲେ ଭୟଭୀତ

କନକ ବ୍ୟୁରୋ: କେବିଏନ ଗ୍ରୁପର ଭାଇରାଲ ଭିଡ଼ିଓ ଘଟଣା । ପତିଆରା ଜାହିର କରିବାକୁ ଭିଡ଼ିଓ ଭାଇରାଲ କରୁଥିଲେ ଏହି ଟିମ୍ । ଲୋକଙ୍କୁ ଗ୍ୟାଙ୍ଗର ପରିଚୟ ଦେଇ ଭୟ ସୃଷ୍ଟି କରୁଥିଲେ ଏହି ଗ୍ରୁପ୍ । ରିମାଣ୍ଡର ଦ୍ୱିତୀୟ ଦିନରେ କେବିଏନ ଗ୍ରୁପ୍ର ୫ଜଣ ସଦସ୍ୟଙ୍କୁ ଜେରା ବେଳେ ପୋଲିସକୁ ଏହି ତଥ୍ୟ…

ମମିତା ମାମଲା, ପୁଣି ବିଜେଡ଼ିକୁ ଘେରିଲା ବିଜେପି: ଲେଖାଶ୍ରୀ କହିଲେ, ବିଜେଡିର ମୁଖପାତ୍ର ସାଜିଛନ୍ତି ଡିଆଇଜି

କନକ ବ୍ୟୁରୋ: ସୋସିଆଲ ମିଡ଼ିଆରେ ମମିତା ମେହେରଙ୍କ ବାପାଙ୍କ ବୟାନ ଭାଇରାଲ ଓ ଉତରାଂଚଳ ଡ଼ିଆଜି ଦୀପକ କୁମାରଙ୍କ ପ୍ରେସମିଟକୁ ନେଇ ବିଜେପିର ପ୍ରେସମିଟ । ସେହିପରି ବିଜେପି କହିଛି ମମିତା ଘଟଣାରେ ପୋଲିସ ସଠିକ ଉତର ରଖିନାହିଁ । ଅନେକ ପ୍ରଶ୍ନ ପ୍ରଶ୍ନ ହୋଇ ରହିଯାଇଛି । ମମିତା ପରିବାର ଏତଲା…

ମହାରାଷ୍ଟ୍ରରେ ମାଓ ଦମନ ତ ବିହାରରେ ମାଓବାଦୀଙ୍କ ଜନତା ଦମନ, ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା

କନକ ବ୍ୟୁରୋ : ମହାରାଷ୍ଟ୍ରରେ ପୋଲିସର ମାଓଦମନ ନୀତିର ପ୍ରତିଶୋଧ ବିହାରରେ ନକ୍ସଲମାନେ ନେଇଛନ୍ତି । ବିହାରର ଗୟା ଜିଲ୍ଲାର ଆସିଥିବା ଖବର ପରେ ମାଓବାଦ ଏକ ଆଦର୍ଶ ବୋଲି ଭାବୁଥିବା ଲୋକମାନେ ଏହାକୁ ଭୁଲ ବୋଲି ମାନିବାକୁ ବାଧ୍ୟ ହେବେ । ନକ୍ସଲମାନେ ଗୟା ଜିଲ୍ଲାର ଗୋଟିଏ ପରିବାରର ୪ ଜଣଙ୍କୁ…

ଇକ୍ୱାଡୋର ଜେଲରେ ହିଂସା । ୬୮ କଏଦୀ ମୃତ ।

କନକ ବ୍ୟୁରୋ: ଇକ୍ୱାଡୋରର ସବୁଠୁ ବଡ ଜେଲରେ ବନ୍ଦୀ ଥିବା ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ହିଂସା ଘଟି ୬୮ କଏଦୀଙ୍କର ମୃତ୍ୟୁ ହୋଇଛି । ଏଠିକାର ସବୁଠୁ ବଡ ଜେଲ ଲିଟୋରାଲ୍ ପେନେଟାନଶେରୀରେ ଶନିବାର କଏଦୀ ମାନଙ୍କ ମଧ୍ୟରେ ହିଂସା ହେବାରୁ ୬୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ଜଣ ଗୁରୁତର ଆହତ…