Daily Archives

November 8, 2021

ସ୍ମାର୍ଟ ହେଲଥ୍ କାର୍ଡ ଯୋଜନାରେ ସାମିଲ ହେଲା ନୂଆପଡା: ୧ ଲକ୍ଷ ୭୩ ହଜାର ପାଇବେ ସ୍ମାର୍ଟ କାର୍ଡର ସୁବିଧା

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୧.୭୩ ଲକ୍ଷ ଲୋକ ଏହି ସୁବିଧା ପାଇବେ । ନୂଆପଡା ସହିତ ରାଜ୍ୟର ୧୦ଟି ଜିଲ୍ଲା ଏହି କାର୍ୟ୍ୟକ୍ରମରେ ସାମିଲ…

୨୬୫ ଟଙ୍କାରେ ଶିଶୁ ନେବେ କୋଭିଡ୍ ଟିକା । ଜାଇଡସ୍ କାଡିଲାକୁ ୧ କୋଟି ଟିକା ଅର୍ଡର ଦେଲେ କେନ୍ଦ୍ର ସରକାର

କନକ ବ୍ୟୁରୋ: ୨୬୫ ଟଙ୍କାରେ ଶିଶୁମାନେ ନେବେ ଜାଇଡସ କାଡିଲା ଟିକା । ଏହା ସହିତ ଶିଶୁମାନଙ୍କୁ ଏହି କୋଭିଡ୍ ଟିକା ବିନା ଛୁଞ୍ଚିରେ ଦିଆଯିବ । ଏନେଇ ଜାଇଡସ କାଡିଲା ପକ୍ଷରୁ ସୂଚନା ଦିଆଯାଇଛି । ଖାଲି ସେତିକି ନୁହେଁ, ସରକାରଙ୍କ ତରଫରୁ ଜାଇଡସ୍ କାଡିଲା ଏକ କୋଟି ଟିକାର ଅର୍ଡର ପାଇଛି ବୋଲି…

ବାହୁଡ଼ିଗଲେ ବ୍ୟଙ୍ଗାତ୍ମକ କାର୍ଟୁନର ବାଦଶାହା । ଏମିତି ଚଲାଉଥିଲେ କଲମର ତରବାରୀ, ଆଉ କେହି ହେବେନି ‘କଟାକ୍ଷ…

କନକ ବ୍ୟୁରୋ: ଆଉ ଚାଲିବନି କିଶୋରଙ୍କ କଲମ । କଟାକ୍ଷରେ ଦିଶିବନି ନିଆରା କାର୍ଟୁନ । ନିଜ ଯାଦୁଗରୀ ଶବ୍ଦ ଓ କାର୍ଟୁନରେ ଓଡିଆ ପାଠକଙ୍କୁ ବାନ୍ଧିଥିବା କିଶୋର ରଥ ସବୁଦିନ ପାଇଁ ବୁଜିଦେଇଛନ୍ତି ଆଖି । କିନ୍ତୁ ମୃତ୍ୟୁ ପୂର୍ବରୁ ବି ସେ ଭୂଲିନାହାନ୍ତି ନିଜ କର୍ତ୍ତବ୍ୟକୁ । ମୃତ୍ୟୁର କେଇ ଘଂଟା…

କୋହଲିଙ୍କ ପରେ ରୋହିତ ହିଁ ହେବେ ଟିମ୍ ଇଣ୍ଡିଆର ଟି-୨୦ କ୍ୟାପଟେନ୍ । ବିରାଟ କୋହଲି ଦେଲେ ବଡ ସଙ୍କେତ…

କନକ ବ୍ୟୁରୋ: କୋହଲିଙ୍କ ପରେ କିଏ ହେବ ଟିମ୍ ଇଣ୍ଡିଆର କ୍ୟାପଟେନ୍? ଟି-୨୦ରେ କିଏ ନେବ ଟିମ୍ ଇଣ୍ଡିଆର ନେତୃତ୍ୱ? ଏହି ପ୍ରଶ୍ନର ଉତ୍ତର ଏବେ ସବୁ କ୍ରିକେଟ୍ ପେମୀ ଖୋଜୁଛନ୍ତି । ଆଉ ଏହାରି ଭିତରେ ନାମିମ୍ବିଆ ବିପକ୍ଷ ମ୍ୟାଚରେ ବିରାଟ କୋହଲି ଏନେଇ ଦେଇଛନ୍ତି ବଡ ସଙ୍କେତ । ତାଙ୍କ ପରେ…

ବିକ୍ଷୋଭ ଭିତରେ ସରିଲା ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି କାର୍ଯ୍ୟକ୍ରମ । ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଇ ସଭାମଞ୍ଚରେ…

କନକ ବ୍ୟୁରୋ: ମମିତା ହତ୍ୟାକୁ ଯେଉଁ ଦିନ ମାସେ ପୁରିଛି, ଠିକ୍ ସେହି ଦିନ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯାଇ ବିଜୁ ସ୍ମାର୍ଟ କାର୍ଡ ଯୋଜନାରେ ଜିଲ୍ଲାକୁ ସାମିଲ କରାଇଛନ୍ତି । ବିରୋଧୀଙ୍କ ତମାମ ଧମକ, ଆନ୍ଦୋଳନର ଚେତାବନୀ, ବିକ୍ଷୋଭ ଓ ପ୍ରତିବାଦ ଭିତରେ ଆୟୋଜିତ ହୋଇଥିବା ଏହି…

ରାଜନୀତିର ପୁରୁଣା ଷ୍ଟାଇଲ । ନେତା, ମନ୍ତ୍ରୀଙ୍କ ଗାଡିକୁ ଜାରି ରହିଛି ଅଣ୍ଡାମାଡ଼, ପ୍ରତିବାଦ ପାଇଁ ପାଲଟିଛି ପ୍ରମୁଖ…

କନକ ବ୍ୟୁରୋ: ପ୍ରତିବାଦ ରାଜନୀତିରେ ଏବେ ଅଣ୍ଡା ମାଡ । ମମିତା ମେହେର ହତ୍ୟା ପ୍ରସଙ୍ଗରେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ଅଣ୍ଡାମାଡକୁ ମୁଖ୍ୟ ଅସ୍ତ୍ର କରିଛନ୍ତି । ପଂଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିକୁ ବେଶ ଉଷୁମ କରିବାରେ ଲାଗିଛି ଏହି ଅଣ୍ଡାମାଡ଼ ।…