Daily Archives

October 18, 2021

ଟିମ ଇଣ୍ଡିଆ ସହ ଧୋନୀ: ମ୍ୟାଚ ପୂର୍ବରୁ ଖେଳାଳିଙ୍କୁ ମେଣ୍ଟର ଦେଉଛନ୍ତି ଟିପ୍ସ

କନକ ବ୍ୟୁରୋ: ଟି-୨୦ ବିଶ୍ୱ କପ ପାଇଁ ଟିମ ଇଣ୍ଡିଆର ଜୋରଦାର ପ୍ରସ୍ତୁତି । ଆଜି ୱାର୍ମ ଅଫ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ସହ ଦେଖିବାକୁ ମିଳିଥିଲା ମହେନ୍ଦ୍ର ସିଂ ଧୋନୀଙ୍କୁ । ଏଥିରେ ଦେଖିବାକୁ ମିଳିଛି ଧୋନୀ ଭାରତୀୟ ଖେଳାଳିଙ୍କୁ ଟିପ୍ସ ଦେଉଛନ୍ତି । ବହୁଦିନ ପରେ ଟିମ ଇଣ୍ଡିଆର ଖେଳାଳିଙ୍କ…

ଲଖୀମପୁର ହିଂସାକାଣ୍ଡ: ସୁମିତ ଜୟସବାଲ ଗିରଫ, ସାମ୍ନାକୁ ଆସିପାରେ ଅନେକ ତଥ୍ୟା…

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲଖୀମପୁର ହିଂସାକାଣ୍ଡକୁ ନେଇ ଆସିଛି ଏକ ବଡ ଖବର । ଏହି ଘଟଣାରେ ଏବେ ପୋଲିସ ସୁମିତ ଜାୟସବାଲକୁ ଗିରଫ କରିନେଇଛି । ସୂଚନା ଅନୁସାରେ, ଏସଆଇଟି ସୁମିତଙ୍କ ସହିତ ତାଙ୍କ ସାଙ୍ଗ ନନ୍ଦନ, ଶିଶୁପାଳ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିନେଇଛି । କୁହାଯାଉଛି ଏହି…

ଭାରତ-ଇଂଲଣ୍ଡ ୱାର୍ମ ଅପ୍ ମ୍ୟାଚ୍: ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବୋଲିଂ

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ୍ ୱାର୍ମ ଅପ୍ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଓ ଇଂଲଣ୍ଡ । ଯେଉଁଥିରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଇଂଲଣ୍ଡ ଦଳ । ଦୁଇ ଦଳକୁ ଲକ୍ଷ୍ୟ କଲେ , ଦୁଇ…

ଆରୟନ ଖାନ୍ ଡ୍ରଗ୍ସ ଘଟଣାକୁ ନେଇ ମୁହଁ ଖୋଲିଲେ ଓ୍ୱବୈସୀ । ପଢନ୍ତୁ, କଣ କହିଲେ…

କନକ  ବ୍ୟୁରୋ: ଡ୍ରଗ୍ସ କେସରେ ଫସିଥିବା ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ନେଇ ଏବେ ପ୍ରତିକିୟା ରଖିଛନ୍ତି ଏଆଇଏମଆଇଏମର ନେତା ଅସଉଦ୍ଦିନ ଓ୍ୱବୈସୀ । ସେ କହିଛନ୍ତି, ମୁଁ ଗରିବ ମୁସଲମାନଙ୍କ ପାଇଁ ଚିନ୍ତିତ, ମୁଁ ସେମାନଙ୍କ ପାଇଁ ସ୍ୱର ଉଠାଇବି , ଯେଉଁ ମୁସଲମାନମାନେ ଜେଲରେ ବନ୍ଦୀ ହୋଇ…

ଗାଡି ପିଟିଦେଲେ ପୋଲିସ ବାବୁ, ୧୦ ଫୁଟ ବାହାରେ ଛିଟିକି ପଡିଲେ ଯୁବତୀ । ଭିଡ଼ିଓ ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ ।

କନକ ବ୍ୟୁରୋ : ପଞ୍ଜାବର ଜଳନ୍ଧରରେ ସୋମବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ହୋଇଛି । ରାସ୍ତା ପାର ହେବାକୁ ଥିବା ଦୁଇ ଯୁବତୀଙ୍କୁ ଏକ ଦ୍ରୁତଗାମୀ କାର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଯାହାଙ୍କୁ ସଙ୍ଗେ ସଙ୍ଗେ…

ଜାମ୍ମୁରେ ଆତଙ୍କୀ ଆକ୍ରମଣକୁ ନେଇ ସତ୍ୟପାଲ ମଲ୍ଲିକଙ୍କ ପ୍ରତିକ୍ରିୟା: କହିଲେ, ମୋ ସମୟରେ ଶ୍ରୀନଗରରେ ପଶିପାରୁନଥିଲେ…

କନକ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ଆତଙ୍କୀ ଆକ୍ରମଣ ଦିନକୁ ଦିନ ବଢିବାକୁ ଲାଗିଛି । ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ଏହାରି ମଧ୍ୟରେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ବର୍ତ୍ତମାନ ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଆତଙ୍କବାଦୀ ଆକ୍ରମଣକୁ ନେଇ ବଡ ବୟାନ…