Daily Archives

June 3, 2021

ପୁଅର ଜୀବନ ବଞ୍ଚାଇବାକୁ ଗରିବ ଦିନ ମଜୁରିଆ ବାପାର ସଂଘର୍ଷ । ଔଷଧ ପାଇଁ ଖାଲି ପାଦରେ ୩୦୦ କିଲୋମିଟର ସାଇକେଲ୍ ଚଳାଇଲେ…

କନକ ବ୍ୟୁରୋ : ଏ କାହାଣୀ ଜଣେ ଗରିବ ଦିନ ମଜୁରିଆ ବାପାର । ଏ କାହାଣୀ ସରକାରୀ ଅବ୍ୟବସ୍ଥାର । ପୁଅର ଜୀବନ ବଂଚାଇବା ପାଇଁ କେମିତି ଜଣେ ଗରିବ ଶ୍ରମିକ ବାପାଟିଏ ସଂଘର୍ଷ କରିଛି, ସେ କାହାଣୀ ଜାଣିଲେ, ଆପଣଙ୍କ ଆଖି ବି ଓଦା ହୋଇଯିବ, ଛାତି ଭାରି ଭାରି ଲାଗିବ । ଏହି ଭଙ୍ଗା ସାଇକେଲକୁ ଭରସି…

ବିଶ୍ୱ ପାଇଁ ଗୋଟିଏ ପରେ ଗୋଟିଏ ବିପଦ ଆଣୁଛି ଚୀନ୍ । କରୋନା ପରେ ଏବେ ଚୀନରେ ମଣିଷଙ୍କୁ ସଂକ୍ରମଣ କଲାଣି ବାର୍ଡ ଫ୍ଲୁ,…

କନକ ବ୍ୟୁରୋ : କୁକୁଡାଙ୍କଠୁ ମଣିଷ...ମାଡ଼ିଆସିଲା ବାର୍ଡ ଫ୍ଲୁ ବିପଦ । ମଣିଷଙ୍କ ଦେହରେ ମିଳିଲା ବାର୍ଡ ଫ୍ଲୁ ଷ୍ଟ୍ରେନ୍ । ପ୍ରଥମେ କରୋନା ଆଉ ଏବେ ବାର୍ଡ ଫ୍ଲୁ । ବିଶ୍ୱ ପାଇଁ ଗୋଟିଏ ପରେ ଗୋଟିଏ ବିପଦ ଆମୁଛି ଚୀନ୍ । କରୋନା ଭୂତାଣୁର ଭୟ ଥମିନଥିବା ବେଳେ ଏବେ ଚୀନରୁ ସାମ୍ନାକୁ ଆସିଛି ଏକ…

ନୀତି ଆୟୋଗର ୨୦୨୦-୨୦୨୧ ବିକାଶ ସୂଚକାଙ୍କ ରିପୋର୍ଟ : ୨୮ ରାଜ୍ୟ ତାଲିକାରେ କେରଳ ପ୍ରଥମ ସ୍ଥାନରେ, ୧୯ ତମ ସ୍ଥାନରେ…

କନକ ବ୍ୟୁରୋ : ଆସିଛି ନୀତି ଆୟୋଗର ୨୦୨୦-୨୦୨୧ ବିକାଶ ସୂଚକାଙ୍କ ରିପୋର୍ଟ । ୨୮ ରାଜ୍ୟ ତାଲିକାରେ କେରଳ ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ  ହିମାଚଳ ପ୍ରଦେଶ ରହିଥିବାବେଳେ ତୃତୀୟ ସ୍ଥାନରେ ତାମିଲନାଡୁ ରହିଛି । ସୂଚକାଙ୍କରେ ୧୯ ତମ ସ୍ଥାନରେ ରହିଛି  ଓଡିଶା । ଏଥରର ରିପୋର୍ଟରେ…

ଦେଶୀ ମଦ ବିକ୍ରି ସନ୍ଦେହରେ ଅବକାରୀ ବିଭାଗର ଚଢାଉ : ଉତ୍ୟକ୍ତ ଲୋକଙ୍କ ମାଡରେ ଜଣେ ମହିଳା କର୍ମଚାରୀଙ୍କ ସମେତ ୫…

କନକ ବ୍ୟୁରୋ : ଭୁବନେଶ୍ବର ଉପକଣ୍ଠ ଭରତପୁର ଅଞ୍ଚଳରେ ଅବକାରୀ କର୍ମଚାରୀଙ୍କୁ ମାଡ଼ ମରାଯ଼ାଇଥିବା ସୂଚନା ମିଳିଛି । ମଦ କାରବାର ଉପରେ ଚଢ଼ାଉ ପାଇଁ ଅବକାରୀ କର୍ମଚାରୀମାନେ ଯାଇଥିବା ବେଳେ ସେମାନଙ୍କୁ ସଂଘବଦ୍ଧ ହୋଇ ଆକ୍ରମଣ କରାଯ଼ାଇଥିଲା । ଏହି ସଂଘବଦ୍ଧ ଆକ୍ରମଣରେ ମହିଳା କର୍ମଚାରୀଙ୍କ ସହ…

୨ ଦିନ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ : ରାଜ୍ୟର ଉପକୂଳ ଅଚଂଳରେ ପ୍ରବଳ ବର୍ଷା

କନକ ବ୍ୟୁରୋ : କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।  କେରଳର ଦକ୍ଷିଣ ପଶ୍ଚିମ ଅଂଚଳକୁ ମୌସୁମୀ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା । ୨ ଦିନ ବିଳମ୍ବରେ ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରିଥିଲା ଆଇଏମଡି । ହେଲେ ବର୍ଷା ଅଧିକ ହେବା ନେଇ ଆକଳନ କରାଯାଇଛି । ପାଣିପାଗ…

ବାତ୍ୟା ପରେ ବନ୍ୟା ଆଣିଲା ଦୁଃଖ : କେନ୍ଦୁଝର ହାଟଡ଼ିହି ବ୍ଲକରେ ଚାଷୀଙ୍କ ବ୍ୟାପକ ପରିବା ନଷ୍ଟ

କନକ ବ୍ୟୁରୋ : ବାତ୍ୟା ୟାସ ପରେ ବନ୍ୟା ଦୁଃଖ । କେନ୍ଦୁଝର ଜିଲ୍ଲାରେ ବନ୍ୟା ପ୍ରଭାବରେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି । ବୈତରଣୀ ନଦୀ କୂଳରେ ଚାଷ କରିଥିବା ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ ହୋଇଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।…