Daily Archives

February 27, 2021

ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍ ଆଣିଲେ ରାଜ୍ୟ ସରକାର । ଅନଲାଇନରେ ନବମ, ଏକାଦଶ ଶ୍ରେଣୀର ପରୀକ୍ଷା କରିବାକୁ ପରାମର୍ଶ ।

କନକ ବ୍ୟୁରୋ: ପଡୋଶୀ ରାଜ୍ୟମାନଙ୍କରେ କୋଭିଡ୍ ସ୍ଥିତି ବଦଳୁଥିବା ଭିତରେ ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ ରାଜ୍ୟ ସରକାର ସ୍କୁଲ ପାଇଁ ଅନେକ ନିୟମ ଆଣିଛନ୍ତି । ବର୍ତ୍ତମାନ ନବମରୁ ଦ୍ୱାଦଶ ଶ୍ରେଣୀର କ୍ଲାସ୍ ଆରମ୍ଭ ହୋଇଛି । ହେଲେ ବର୍ତ୍ତମାନ…

ବିବାହ ଉତ୍ସବରେ ମାସ୍କ ଦେବେ ଆୟୋଜକ । ବିବାହ ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫ ଶହ ଲୋକଙ୍କୁ ଅନୁମତି ।

କନକ ବ୍ୟୁରୋ : ମାର୍ଚ୍ଚ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ବିବାହ ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫ଶହ ଲୋକଙ୍କୁ ମିଳିଲା ଅନୁମତି । ସେପଟେ ବିବାହ ଓ ଅନ୍ତିମ ସଂସ୍କାର ବେଳେ ମାସ୍କ ଦେବେ ଆୟୋଜକ । ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି ।…

ମାର୍ଚ୍ଚ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଯାତ୍ରାକୁ ନେଇ କୋହଳ କଲେ ନିୟମ, ୨ ହଜାର ଲୋକଙ୍କୁ ନେଇ…

କନକ ବ୍ୟୁରୋ : ମାର୍ଚ୍ଚ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ସେପଟେ ଯାତ୍ରା, ମକ୍ତାକାଶ ଥିଏଟର ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ । ସର୍ବାଧିକ ୨ ହଜାର ଲୋକଙ୍କୁ ନେଇ କରିପାରିବ ଯାତ୍ରା ।…

କୃଷକ ଆନ୍ଦୋଳନକୁ ନେଇ ମୁହିଁ ଖୋଲିଲେ ବାବା ରାମଦେବ୍  । କହିଲେ ଆନ୍ଦୋଳନ ରୋକିବାକୁ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ…

କନକ ବ୍ୟୁରୋ : ନୂତନ କୃଷି ଆଇନ୍‌କୁ ବିରୋଧ କରି କୃଷକମାନେ ଚଳାଇଥିବା ଆନ୍ଦୋଳନକୁ ଇତି ମଧ୍ୟରେ ଅନେକ ଦିନ ହୋଇଗଲାଣି। ଏହାକୁ ଦୃଷ୍ଟିରେ ରଖି ଶନିବାର ଯୋଗ ଗୁରୁ ବାବା ରାମଦେବ କେନ୍ଦ୍ର ସରକାରଙ୍କୁ ଏକ ନିବେଦନ କରିଛନ୍ତି। ଦେଶର ଶାନ୍ତି ପାଇଁ ଏହି ନୂତନ କୃଷି ଆଇନ୍‌କୁ ମାତ୍ର ୩ ବର୍ଷ…

ପୁରୀ ଜିଲ୍ଲା ବାଲିକନ୍ଦଳ ଦଳିତ ସାହିରେ ଅପପୁଷ୍ଟି ରୋଗର ଶିକାର ହେଉଛନ୍ତି ଶିଶୁ । ଏବେ ବି ପଡିନି ପ୍ରଶାସନର ନଜର । 

କନକ ବ୍ୟୁରୋ: ଓଡିଶାର ଆଉ ଏକ ନଗଡା । ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି ଲୋକେ । ବଣ ଜଙ୍ଗଲ ଘେରା ପାହାଡି ଅଂଚଳ କି ଆଦିବାସୀ ଅଧୁଷିତ ଜିଲ୍ଲା କଥା ଆମେ କହୁନାହୁଁ, ଆମେ କହୁଛୁ ଉପକୂଳ ଓଡିଶାର କଥା । ରାଜଧାନୀ ଭୁବନେଶ୍ୱର ଠାରୁ ମାତ୍ର ୪୫ କିଲୋମିଟର ଦୂରରେ ଥିବା ପୁରୀ ଜିଲ୍ଲା…

ଅସ୍ୱାଭାବିକ ଭାବେ ବଢୁଛି ଝିଅର ମୁଣ୍ଡ,ବଙ୍କା ହେଇଯାଉଛି ଶରୀର । ବାଲେଶ୍ୱରରୁ ଆସିଲା କୁନି ଝିଅ ଗାୟତ୍ରୀର ଦୁଃଖଭରା…

କନକ ବ୍ୟୁରୋ: ଯେଉଁ ବୟସରେ ବ୍ୟାଗ୍ ଧରି ସ୍କୁଲ ଯାଇଥାନ୍ତା ଓ ସାଙ୍ଗସାଥି ମେଳରେ ଖେଳିଥାଆନ୍ତା ସେଇ ବୟସରେ ଠିକ ସେ ଚାଲିବାକୁ କି ନିଜ ହାତରେ ଖାଇବାକୁ ଅସମର୍ଥ ୭ ବର୍ଷର କୁନି ଝିଅ ଗାୟତ୍ରୀ। ଅସ୍ବାଭାବିକଭାବେ ମୁଣ୍ଡ ବଢୁଛି, ଶୋଇଲେ ବି ଆଖିର ପଲକ ପଡୁନି । ଶରୀର କ୍ଷୀଣ ହେଇଯାଉଛି ।…