Daily Archives

February 27, 2021

କରୋନା ଟିକାର ଦାମ ନେଇ ସୂଚନା ଦେଲେ କେନ୍ଦ୍ର ସରକାର । ଘରୋଇ ହସ୍ପିଟାଲରେ ୨୫୦ଟଙ୍କାରେ ମିଳିବ ଟିକାର ଗୋଟିଏ ଡୋଜ ।

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀ ବିରୋଧରେ ଜାନୁଆରୀ ୧୬ ତାରିଖରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏହାର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନାଯୋଦ୍ଧାଙ୍କୁ ଏହି ଟିକା ପ୍ରଦାନ କରାଯାଉଛି । ମାର୍ଚ୍ଚ ୧ ତାରିଖରୁ ଦେଶରେ କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ…

ସୀମାନ୍ତ ଅଞ୍ଚଳର ଲୋକେ ଏବେ ଆନ୍ଧ୍ର ମୁହାଁ। ଗାଁ’ରେ ମୌଳିକ ସୁବିଧା ନଥିବାରୁ ଆନ୍ଧ୍ରକୁ ପସନ୍ଦ କରୁଛନ୍ତି ଲୋକ।

କନକ ବ୍ୟୁରୋ: ରାୟଗଡା ଜିଲ୍ଳାର ଆନ୍ଧ୍ର-ଓଡିଶା ସୀମାନ୍ତ ଗ୍ରାମ ଗୁଡିକରେ ଏବେ ଆନ୍ଧ୍ରର ରାଜୁତି ଚାଲୁଛି । ସୀମାନ୍ତ ଗ୍ରାମ ଗୁଡିକରେ ଓଡିଶା ସରକାରଙ୍କ ଲୋକଙ୍କୁ ଅଣଦେଖା କରିବା ସାଙ୍ଗକୁ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ମିଳୁନଥିବାରୁ ଲୋକେ ଏବେ ଆନ୍ଧ୍ର ମୁହାଁ ହେବାରେ ଲାଗିଛନ୍ତି।…

ସର୍ବହରା କରିଦେଲା ଇନ୍ଦ୍ରାବତୀ ପ୍ରକଳ୍ପ । ୧୭୫ ଏକର ଜମି ମାଲିକ ଏବେ ମୁଲିଆ ସାଜି କରୁଛନ୍ତି କାମ।

କନକ ବ୍ୟୁରୋ: ସର୍ବହରା କରିଦେଲା ଇନ୍ଦ୍ରାବତୀ ପ୍ରକଳ୍ପ । ୧୭୫ ଏକରରୁ ଅଧିକ ଜମିର ମାଲିକ ଏବେ ମୂଲିଆ। ଦିନେ ଯାହା ଘରେ ଶହ ଶହ ଶ୍ରମିକ କାମ କରୁଥିଲେ ବର୍ତ୍ତମାନ ସେ ନିଜେ ଅନ୍ୟ ଘରେ ମୂଲିଆ । ଏ ହେଉଛି ନବରଙ୍ଗପୁର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍କ ଦୁଃଖ । ଏଭଳି ଜଣେ ବିସ୍ଥାପିତ…

ଗାନ୍ଧୀ ଗ୍ଲୋବାଲ ଫ୍ୟାମିଲି ବୈଠକରେ କପିଲ ଶିବଲଙ୍କ ବୟାନ ‘ଦେଶରେ ଦୁର୍ବଳ ହୋଇଯାଇଛି କଂଗ୍ରେସ’

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦଙ୍କ ଅଧ୍ୟକ୍ଷତାରେ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଗାନ୍ଧୀ ଗ୍ଲୋବାଲ ଫ୍ୟାମିଲି ବୈଠକ କୁହାଯାଉଥିବା ବେଳେ ଏହି ବୈଠକରେ କଂଗ୍ରେସର…

ପୁରୀ, ଲିଙ୍ଗରାଜ ଭଳି ବିରଜା ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ । ପ୍ରାଥମିକ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୬ କୋଟି ୫୦ ଲକ୍ଷ…

କନକ ବ୍ୟୁରୋ: ପୁରୀ ଓ ଲିଙ୍ଗରାଜ ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠର ହେବ ଉନ୍ନତିକରଣ । ମନ୍ଦିର ପରିସରର ନବକଳେବର ହେବା ସହିତ ଏହାର ରୂପରେଖ ବଦଳିଯିବ । ଦୋଳ ମଣ୍ଡପ, ମୁକ୍ତି ମଣ୍ଡପ, ଭୋଗ ଦୋକାନ, ପ୍ରଶାସନିକ ଦପ୍ତର, ୫୪ ଓ ୪୨ ମହାଦେବଙ୍କ ମନ୍ଦିର ନିର୍ମାଣ ସହ…

ଆଜି ବି ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ସେଲସିୟସ୍ ରେକର୍ଡ ।

ଭୁବନେଶ୍ୱର: ଆଜି ବି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପରିଗଣିତ ହୋଇଛି। ଆଜି ଏଠାକାର ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଅପରପକ୍ଷରେ ଫୁଲବାଣୀରେ ତାପମାତ୍ରା ସବୁଠାରୁ କମ୍ ରହିଛି। ଏଠାରେ ତାପମାତ୍ରା ୧୩ ଡିଗ୍ରି ସେଲସିୟସ୍ ରହିଛି।…