Daily Archives

February 24, 2021

ରାଜ୍ୟରେ ୯ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ । ୩୮ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର । 

କନକ ବ୍ୟୁରୋ : ରାଜ୍ୟରେ ୯ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ । ୩୮ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର । ଅନ୍ୟ ଜିଲ୍ଲା ଗୁଡିକ ହେଲା ବାରିପଦା ୩୬.୮, କଟକ ୩୬.୬, ନୟାଗଡ ୩୬.୫, ବଲାଙ୍ଗିର ୩୬.୪, ଅନୁଗୁଳ ୩୫.୭, ତାଳଚେର ୩୫.୫, ଭବାନୀପାଟଣା ୩୫.୫, ଓ ସମ୍ବଲପୁର ୩୫.୩ ଡିଗ୍ରୀ…

ସରକାରଙ୍କୁ ଚାଷୀ ନେତା ରାକେଶ ଟିକାୟତଙ୍କ ଚେତାବନୀ । ଆଇନ ପ୍ରତ୍ୟାହାର ନହେଲେ , ସଂସଦ ପରିସରରେ ଚାଷୀ କରିବେ ହଳ…

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଏହାରି ଭିତରେ ଆନ୍ଦୋଳନକୁ ନୂଆ ଦିଗ ଦେବାକୁ ଘୋଷଣା କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଏବେ କେନ୍ଦ୍ର ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ନକଲେ, ଆରମ୍ଭ ହେବ ହଳ…

ଦେଶରେ ବଢୁଛି କରୋନା ସଂକ୍ରମଣ । ଚିନ୍ତା ବଢାଇଲେଣି ୧୦ ରାଜ୍ୟ । ୫ ରାଜ୍ୟରୁ ଦିଲ୍ଲୀ ଆସୁଥିଲେ ନେଗେଟିଭ୍ ରିପୋର୍ଟ…

କନକ ବ୍ୟୁରୋ: ଦେଶରେ ଚିନ୍ତା ବଢାଇଲାଣି କରୋନାର ଦ୍ୱିତୀୟ ଲହର । ପ୍ରାୟ ୧୬ଟି ରାଜ୍ୟରେ କରୋନାର ଏହି ଲହର ଦେଖାଦେଇଥିବା ବେଳେ, ୫ ରାଜ୍ୟରେ ସବୁଠାରୁ ଅଧିକ ହୋଇଛି ସଂକ୍ରମଣ । ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ ଓ ପଂଜାବରେ ସଂକ୍ରମଣ ହାର ସବୁଠାରୁ ଦ୍ରୁତ ରହିଛି । ଏପରି…

ମାର୍ଚ୍ଚ ପହିଲାରୁ ହେବ ଯୁକ୍ତ ୩ ପ୍ରଥମ ବର୍ଷ କ୍ଲାସ । ଅଲନାଇନରେ ପଢିବେ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ : ଆସନ୍ତା ମାର୍ଚ୍ଚ ୧ ତାରିଖଠାରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହେବ। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ବିଶ୍ୱବିଦ୍ୟାଳୟ କୁଳପତି ଓ ସରକାରୀ ଏବଂ ଘରୋଇ ମହାବିଦ୍ୟାଳୟର ଅଧକ୍ଷମାନଙ୍କୁ ଚିଠି…

ଆଇଆଇଏମର ୭୪ତମ ବାର୍ଷିକ ବୈଷୟିକ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ । କହିଲେ, ଇସ୍ପାତ୍ ଉତ୍ପାଦନରେ ପିଏଲ୍ଆଇ…

କନକ ବ୍ୟୁରୋ: ଆଇଆଇଏମର ୭୪ତମ ବାର୍ଷିକ ବୈଷୟିକ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଉଦବୋଧନ ମଧ୍ୟ ଦେଇଥିଲେ । ବିଶେଷ ଭାବରେ ଇସ୍ପାତ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିିକ ପ୍ରୋତ୍ସାହନ ଯୋଜନା(ପିଏଲଆଇ) ଭାରତ ସରକାରଙ୍କ ଦ୍ୱାରା ଘୋଷଣା…

କୋଟିଆ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିଲେ ବିରୋଧୀ । କହିଲେ, ଦିନକୁ ଦିନ ସଙ୍କୁଚିତ ହେଉଛି ଓଡିଶା ସୀମା ।

କନକ ବ୍ୟୁରୋ: କୋରାପୁଟ କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । କିନ୍ତୁ ଏହା ଭିତରେ ପୂର୍ବ ଯୋଜନା ମୁତାବକ କୋଟିଆରେ ନିର୍ବାଚନ ଶେଷ କରିଛି ଆନ୍ଧ୍ର । ଏହାକୁ ନେଇ ଆଜି ବିଧାନସଭାରେ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ଏହି ପ୍ରସଙ୍ଗକୁ ନେଇ…