Daily Archives

February 23, 2021

ଖଣ୍ଡଗିରିର କାଳିଗୁମ୍ଫାରେ କନକ ନ୍ୟୁଜ୍ । କ୍ୟାମେରାରେ କଏଦ ହେଲା ଗୁମ୍ଫା ଭିତରର ଭୟାନକ ଚିତ୍ର ।

କନକ ବ୍ୟୁରୋ: ଲୋକକଥା ଅନୁସାରେ, ଖଣ୍ଡଗିରିରେ ରହିଛି ୭ଶହରୁ ଅଧିକ ଗୁମ୍ଫା । ପ୍ରତ୍ୟେକ ଗୁମ୍ଫାର ମହାତ୍ମ୍ୟ ରହିଛି । ଏଥିପାଇଁ ଆଜି ବି ସେହି ଗୁମ୍ଫାଗୁଡିକରେ ସାଧୁସନ୍ଥ ପୂଜାର୍ଚ୍ଚନା କରୁଛନ୍ତି । ପ୍ରତ୍ୟେକ ବର୍ଷ ମାଘ ମେଳାରେ ଏଠାକୁ ଅନେକ ସାଧୁସନ୍ଥ ଆସି ତପସ୍ୟା କରନ୍ତି । ତେବେ…

କେମିତି ଧରାପଡିଥିଲା ବାରଙ୍ଗ କିଙ୍ଗ ବିବନ୍? ଚୌଦାର ଜେଲରୁ ପଡିଥିଲା ମୂଳଦୁଆ । ପଢନ୍ତୁ, ପୂରା ଘଟଣା…

କନକ ବ୍ୟୁରୋ: ବିବନ୍ ବିଶ୍ୱାଳକୁ ଧରିବା ପାଇଁ ପ୍ରାୟ ୩ ମାସ ତଳେ କଟକ ଚୌଦ୍ୱାର ଜେଲରୁ ହିଁ ପଡ଼ିଥିଲା ମୂଳଦୁଆ । ଏକ ବ୍ୟାଙ୍କ୍ ଡକାୟତିର ଚେର ଖୋଜୁ ଖୋଜୁ ଜେଲରେ ପହଂଚିଥିଲେ ପୁଲିସ୍ କମିଶନର ସୁଧାଂଶ ଷଡ଼ଙ୍ଗୀ । ସେହି ସମୟରେ ପୁଲିସ କମିଶନରଙ୍କୁ ଜଣେ ଅପରାଧୀଙ୍କ ସହ ପରିଚୟ କରିଥିଲେ ଜେଲ୍…

ବିବନ ବିଶ୍ୱାଳ ଗିରଫ ପରେ ପୁଲିସ କମିଶନରଙ୍କୁ ଭେଟିଲେ ସିବିଆଇ ଟିମ । ମାମଲା ଆଗକୁ ବଢାଇବା ପାଇଁ ମାଗିଲେ ସହାୟତା ।…

କନକ ବ୍ୟୁରୋ: ୨୨ ବର୍ଷ ପୂର୍ବରୁ ଘଟିଥିବା ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣାରେ, ତଦନ୍ତକାରୀ ଟିମ୍ ହାତରୁ ଖସିଯାଇଥିବା ବିବନ୍ ବିଶ୍ୱାଳ ଗିରଫ ହୋଇଛି । ଏହାପରେ  ସିବିଆଇର ଦୁଇ ଜଣିଆ ଟିମ୍ ପୁଲିସ୍ କମିଶନରଙ୍କୁ ଭେଟି ଆଲୋଚନା କରିବା ଘଟଣାର ଗୁରୁତ୍ୱ ବଢ଼ାଇ ଦେଇଛି । କାରଣ ଏହି ମାମଲାର…

ପେଟ୍ରୋଲ ଦରବୃଦ୍ଧିକୁ ନେଇ ରାଜନୀତିରେ ନିଆଁ । ସାଇକେଲରେ ବିଧାନସଭା ଗଲେ କଂଗ୍ରେସ ବିଧାୟକ । ଦରବୃଦ୍ଧି ନେଇ ବିରୋଧୀଦଳ…

କନକ ବ୍ୟୁରୋ: ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସର ଜୋରଦାର ପ୍ରତିବାଦ । ବିଧାନସଭାକୁ କଂଗ୍ରେସ ବିଧାୟକମାନେ ସାଇକେଲରେ ଆସି ଗୃହ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ମୁଲତବୀ ଆଲୋଚନା ବେଳେ ଦର ପ୍ରତ୍ୟାହାର ଦାବି କରିଥିଲା କଂଗ୍ରେସ । ଜବାବରେ ଅର୍ଥମନ୍ତ୍ରୀ ନିରଂଜନ…

କରୋନା ପାଇଁ ବଢୁଛି କଟକଣା । ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ମାସ୍କ ଚେକିଂ । ଯାଜପୁରର ବ୍ୟାସ ସରୋବର ମେଳାକୁ…

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରକୁ ନେଇ ବଢୁଛି ଭୟ  । କେମିତି ଲୋକେ ସାମାଜିକ ଦୂରତା ବଜାୟ ରଖିବେ, କେମିତି ଘରୁ ବାହାରିବା ମାତ୍ରେ ମାସ୍କ ପରିଧାନ କରିବେ ସେନେଇ ଲୋକଙ୍କୁ ସଚେତନ କରିଛି ମହାନଗର ନିଗମ । କରୋନା ଆରମ୍ଭରୁ ଯେମିତି ଲୋକେ ଘରୁ ମାସ୍କ ପିନ୍ଧି ବାହାରୁଥିଲେ ସେମିତି ମାସ୍କ…

ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ । ଡିଜାଇନକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ । ଡିଜାଇନକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ ବିଦ୍ୟାଳୟ ଢାଞ୍ଚାରେ ଓଡିଆ ବିଶ୍ୱବିଦ୍ୟାଳୟ ଡିଜାଇନ ପ୍ରସ୍ତୁତ । ଶାନ୍ତ, ମୁକ୍ତ ପରିବେଶରେ ଉତ୍ତମ ଶୈକ୍ଷିକ ଅନୁଭବ ପ୍ରଦାନ ଲକ୍ଷ୍ୟରେ ଏହି ଡିଜାଇନ…