Daily Archives

February 21, 2021

ରାଜ୍ୟରେ କରୋନା ନିୟମ କଡାକଡି ପାଇଁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର। ଜନଗହଳି ସ୍ଥାନରେ ଡାକବାଜି ଯନ୍ତ୍ର…

କନକ ବ୍ୟୁରୋ: ଗ୍ରାହକଙ୍କ ଭିଡ ଏବଂ ବଜାରର ଚଂଚଳତା ଭିତରେ ସାମୟିକ ଭାବେ ଲୋକେ ଯେମିତି ଭାବି ନେଇଥିଲେ ଯେ, କରୋନା ଚାଲିଯାଇଛି । ଭାବିବା ବି ସ୍ୱାଭାବିକ ଥିଲା କାରଣ, ହୁ-ହୁ ହୋଇ ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ କମିଯାଇଥିଲା । ଆଉ ପ୍ରାୟ ୯ ମାସ ଭିତରେ ବାନ୍ଧି ହୋଇ ରହିଥିବା ଲୋକମାନେ…

କାଲି ପୁଣି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୁଗୁଳି ଠାରେ କରିବେ ରାଲି , ଗୋଟିଏ ମାସରେ…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ସେମାନଙ୍କର ପ୍ରଚାର ଅଭିଯାନକୁ ଜୋରଦାର କରିବାରେ ଲାଗିଛନ୍ତି । ଗୋଟିଏ ପଟେ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ରାଲି ଓ ସଭା କରୁଥିବା ବେଳେ…

ମହାରାଷ୍ଟ୍ରରେ ପୁଣି କରୋନା ଭୟ । ଅମରାବତୀ ସହ କିଛି ଅଞ୍ଚଳରେ ୭ ଦିନିଆ ଲକଡାଉନ୍ ଘୋଷଣା । କେବଳ ୨୫ ଲୋକଙ୍କୁ ନେଇ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ କରୋନା ପ୍ରକୋପ ବଢୁଥିବା ଦେଖି ସେଠାକାର ସରକାର ଓ ଜିଲ୍ଲା ପ୍ରଶାସନ ଆଲର୍ଟ ମୋଡରେ ରହିଛି । କେତେକ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଲକଡାଉନ୍ ମଧ୍ୟ ଘୋଷଣା କରାଯାଇଛି । ଅମରାବତୀ ଡିଭିଜିନାଲ୍ ଜିଲ୍ଲାପାଳ ରବିବାର ଅମରାବତୀ, ଅକୋଲା, ବୁଲଢାନା, ଜବତମାଳ ଓ ବାଶିମରେ…

୨ ଦିନିଆ ମାଳଦ୍ୱୀପ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଂକର ।  ୫ କୋଟି ଡଲାର ପ୍ରତିରକ୍ଷା ଋଣ ଯୋଗାଇବା ନେଇ ଦୁଇଦେଶ…

କନକ ବ୍ୟୁରୋ : ମାଳଦ୍ୱୀପର ସର୍ବଦା ଏକ ଭରସାଯୋଗ୍ୟ ପ୍ରତିରକ୍ଷା ସହଯୋଗୀ ହୋଇ ଭାରତ ରହିବ ବୋଲି ଦୁଇ ଦିନିଆ ମାଳଦ୍ୱୀପ ଗସ୍ତରେ ଥିବା ପ୍ରତିରକ୍ଷାମନ୍ତ୍ରୀ ଏସ.ଜୟଶଂକର କହିଛନ୍ତି । ସେ ଆହୁରି କହିଛନ୍ତି କି ଭାରତ ମାଳଦ୍ୱୀପ ସହିତ ୫ କୋଟି ଡଲାରର ପ୍ରତିରକ୍ଷା ଋଣ ଯୋଗାଇବା ନେଇ ଉଭୟ ଦେଶ…

ଦେଶରେ ତେଲ ଦର ବଢୁଥିବାବେଳେ ପେଟ୍ରୋଲ-ଡିଜେଲ ଦାମ ୧ ଟଙ୍କା କମ କଲେ ପଶ୍ଚିମବଙ୍ଗ ସରକାର । ଆଜି ମଧ୍ୟରାତ୍ରିରୁ ଲାଗୁ…

କନକ ବ୍ୟୁରୋ: ସାରା ଦେଶରେ ପେଟ୍ରୋଲ ଆଉ ଡିଜେଲ ଦାମ ହୁ ହୁ ହୋଇ ବଢୁଥିବାବେଳେ ପଶ୍ଚିମବଙ୍ଗରେ ତେଲଦର ୧ ଟଙ୍କା କମ କରିଛି ମମତା ସରକାର । ଯାହାକୁ ମମତା ସରକାରର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ବୋଲି କୁହାଯାଉଛି । ତେଲଦର ୧ ଟଙ୍କା କମ ହେବା ପରେ ଏହି ନୂଆ ଦର ଆଜି ମଧ୍ୟରାତ୍ରିରୁ…

ପୁଣି ସୋନୁଙ୍କ ବଡପଣ : ଉତ୍ତରାଖଣ୍ଡ ଜଳପ୍ରଳୟରେ ପ୍ରାଣ ହରାଇ ଥିବା ଜଣେ ବ୍ୟକ୍ତିଙ୍କ ପରିବାରକୁ ସାହାରା ଦେଲେ , ୪…

କନକ ବ୍ୟୁରୋ : ୨୦୨୧ ଫେବୃଆରୀ ୭ ତାରିଖରେ ଉତ୍ତରାଖଣ୍ଡରେ ହୋଇଥିବା ଜଳପ୍ରଳୟ ତାଣ୍ଡବ ଏବେ ବି ଲୋକଙ୍କ ମନରୁ ଲିଭିନି । ଏହି ପ୍ରଳୟରେ ଅନେକ ଲୋକ ନିଜ ପ୍ରାଣ ହରାଇଛନ୍ତି ଆଉ ଅନେକ ପରିବାର ଅନାଥ ମଧ୍ୟ ହୋଇଛନ୍ତି । ଏବେ ବି କିଛି ଲୋକ ନିଖୋଜ ରହିଥିବାରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।…