ଶେଷ ହେଲା ଆଇପିଏଲ୍ ନିଲାମ ପ୍ରକ୍ରିୟା । ଜାଣନ୍ତୁ, କେଉଁ ଖେଳାଳିଙ୍କୁ କିଣିଲା କେଉଁ ଦଳ?

7,513

କନକ ବ୍ୟୁରୋ: ଆଇପିଏଲ୍ ଆଗାମୀ ସିଜିନ୍ ପାଇଁ ଶେଷ ହୋଇଛି ନିଲାମ ପ୍ରକ୍ରିୟା । ଯେଉଁଥିରେ ଫ୍ରାଞ୍ଚାଇଜମାନେ ନିଜ ମନ ପସନ୍ଦର ଖେଳାଳିମାନଙ୍କୁ କିଣିସାରିଛନ୍ତି । ଚଳିତ ଥର ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ୍ ମୋରିସ ରେକର୍ଡ ସଂଖ୍ୟକ ୧୬.୨୫ କୋଟିରେ ବିକ୍ରି ହୋଇଥିବାବେଳେ ଆହୁରି ଅନେକ ଖେଳାଳି ଚଢା ଦାମରେ ବିଭିନ୍ନ ଦଳରେ ସାମିଲ ହୋଇଛନ୍ତି ।

ଏବେ ନଜର ପକାନ୍ତୁ, ନିଲାମ ପ୍ରକ୍ରିୟାରେ କେଉଁ ଦଳ କେଉଁ ଖେଳାଳିଙ୍କୁ କେତେ ଟଙ୍କାରେ କିଣିଛନ୍ତି…

ଚେନ୍ନାଇ ସୁପର କିଙ୍ଗସ୍

  • କ୍ରିଷ୍ଣାପା ଗୌତମ – ୯.୨୫ କୋଟି
  • ମୋଇନ୍ ଅଲ୍ଲୀ –  ୭ କୋଟି
  • ଚିତେଶ୍ୱର ପୂଜାରା –  ୫୦ ଲକ୍ଷ
  • କେ ଭଗତ ବର୍ମା – ୨୦ ଲକ୍ଷ
  • ସି ହରି ନିଶାଥ – ୨୦ ଲକ୍ଷ
  • ହରିଶଙ୍କର ରେଡ୍ଡି – ୨୦ ଲକ୍ଷ

ଦିଲ୍ଲୀ କ୍ୟାପିଟାଲ୍ସ

  • ଟମ୍ କରନ – ୫.୨୫ କୋଟି
  • ଷ୍ଟିଭ୍ ସ୍ମିଥ୍ –  ୨.୨୦ କୋଟି
  • ସାମ ବିଲିଙ୍ଗସ୍ –  ୨ କୋଟି
  • ଉମେଶ ଯାଦବ –  ୧ କୋଟି
  • ରିପଲ ପଟେଲ୍ –  ୨୦ ଲକ୍ଷ
  • ବିଷ୍ଣୁ ବିନୋଦ –  ୨୦ ଲକ୍ଷ
  • ଲୁକମନ ହୁସେନ୍ –  ୨୦ ଲକ୍ଷ
  • ଏମ୍ ସିଦ୍ଧାର୍ଥ – ୨୦ ଲକ୍ଷ

କୋଲକାତା ନାଇଟ୍ ରାଇଡର୍ସ

  • ସକିବ ଅଲ ହାସନ –  ୩.୨୦ କୋଟି
  • ହରଭଜନ ସିଂହ –  ୨ କୋଟି
  • ବେନ୍ କଟିଙ୍ଗ୍ –  ୭୫ ଲକ୍ଷ
  • କରୁଣ ନାୟାର – ୫୦ ଲକ୍ଷ
  • ପବନ ନେଗି –  ୫୦ ଲକ୍ଷ
  • ଭେଙ୍କଟେଶ ଆୟାର –  ୨୦ ଲକ୍ଷ
  • ସେଲଡନ ଜ୍ୟାକସନ –  ୨୦ ଲକ୍ଷ
  • ବୈଭବ ଅରୋରା – ୨୦ ଲକ୍ଷ

ମୁମ୍ବାଇ ଇଣ୍ଡିଆନ୍ସ

  • ନାଥନ କୁଲଟର ନାଇଲ୍ –  ୫ କୋଟି
  • ଆଦାମ ମିଲନେ –  ୩.୨୦ କୋଟି
  • ପିୟୁଷ ଚାୱଲା –  ୨.୪୦ କୋଟି
  • ଜିମ୍ସ ନିଶମ – ୫୦ ଲକ୍ଷ
  • ଯୁଜିଭିର୍ ଚରକ – ୨୦ ଲକ୍ଷ
  • ମାର୍କୋ ଜେନସେନ୍ –  ୨୦ ଲକ୍ଷ
  • ଅର୍ଜୁନ ତେନ୍ଦୁଲକର – ୨୦ ଲକ୍ଷ

ପଞ୍ଜାବ କିଙ୍ଗସ୍

  • ରିଚାର୍ଡସନ – ୧୪ କୋଟି
  • ରିଲେ ମେରେଡିଥ୍ – ୮ କୋଟି
  • ଶାହାରୁଖ ଖାନ – ୫.୨୫ କୋଟି
  • ମୋଜିକ୍ସ ହେନେରିକ୍ସ –  ୪.୨୦ କୋଟି
  • ଡେଭିଡ୍ ମଲାନ –  ୧.୫୦ କୋଟି
  • ଫାବିଆନ୍ ଆଲେନ୍ –  ୭୫ ଲକ୍ଷ
  • ଜଲଜ ସାକ୍ସେନା – ୩୦ ଲକ୍ଷ
  • ସୌରଭ କୁମାର – ୨୦ ଲକ୍ଷ
  • ଉତ୍କର୍ଶ ସିଂହ –  ୨୦ ଲକ୍ଷ

ରାଜସ୍ଥାନ ରୟାଲ୍ସ

  • କ୍ରିସ୍ ମୋରିସ୍ – ୧୬.୨୫ କୋଟି
  • ଶିଭମ ଦୁବେ –  ୪.୪୦ କୋଟି
  • ଚେତନ ସକରିଆ –  ୧.୨୦ କୋଟି
  • ମୁସ୍ତାଫିଜୁର ରେହମାନ –  ୧ କୋଟି
  • ଲିଆମ୍ ଲିଭିଙ୍ଗଷ୍ଟୋନ୍ –  ୭୫ ଲକ୍ଷ
  • କେ ସି କାରିଆପ୍ପା –  ୨୦ ଲକ୍ଷ
  • ଆକାଶ ସିଂହ –  ୨୦ ଲକ୍ଷ
  • କୁଲଦୀପ ଯାଦବ –  ୨୦ ଲକ୍ଷ

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର

  • କେଲ ଜିମିସନ – ୧୫ କୋଟି
  • ଗ୍ଲେନ୍ ମାକ୍ସୱେଲ –  ୧୪.୨୫ କୋଟି
  • ଡାନିଏଲ୍ କ୍ରିଷ୍ଟିଆନ୍ –  ୪.୮୦ କୋଟି
  • ସଚିନ ବେବି –  ୨୦ ଲକ୍ଷ
  • ରଜତ ପଟିଦାର –  ୨୦ ଲକ୍ଷ
  • ମହମ୍ମଦ ଆଝାରୁଦ୍ଦିନ –  ୨୦ ଲକ୍ଷ
  • ସୁୟାଶ ପ୍ରଭୁଦେଶାଇ – ୨୦ ଲକ୍ଷ
  • କୋନା ଶ୍ରୀକାର ଭାରତ –  ୨୦ ଲକ୍ଷ

ସନରାଇଜର୍ସ ହାଇଦ୍ରାବାଦ

  • କେଦାର ଯାଦବ –  ୨ କୋଟି
  • ମୁଜିବ ଜରଦାନ – ୧.୫୦ କୋଟି
  • ଜେ ସୁଚିତ – ୩୦ ଲକ୍ଷ