Daily Archives

February 14, 2021

ଚାଷ କାମ ସହ ଲୋକଙ୍କ ଦୁଃଖସୁଖରେ ଯୋଡା ନମତାରା ପଂଚାୟତର ସରପଂଚ । ୧୬ ଏକର ଜମିରେ ଗହମଠୁ ପରିବା ଯାଏଁ କରୁଛନ୍ତି ଚାଷ…

କନକ ବ୍ୟୁରୋ : ନମତରା ପଞ୍ଚାୟତରସରଞ୍ଚ ସକାଳୁସକାଳୁ ପଞ୍ଚାୟତର ଲୋକମାନଙ୍କ ଭଲ ମନ୍ଦ ବୁଝିବା ପରେ ବାହାରି ଯାଆନ୍ତି ନିଜ ବିଲକୁ ୮ଏକର ବିଲରେ ଗହମ ଚାଷ ସହ କରିଛନ୍ତି ବିଭିନ୍ନ ପ୍ରକାରର ପନିପରିବା ଚାଷ । ୬ଲୋକଙ୍କୁ ଦେଇଛନ୍ତି ନିଯୁକ୍ତି । ବାର୍ଷିକ ଆୟକରୁଛନ୍ତି ୬ଲକ୍ଷ ଟଙ୍କା । ଆଜିର…

କାଲି ୭ ଘଣ୍ଟା ପାଇଁ ବନ୍ଦ ରହିବ ‘ମୋ ବସ’ ସେବା । କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ କ୍ରୁଟ ପକ୍ଷରୁ…

କନକ ବ୍ୟୁରୋ : ବସ ଯାତ୍ରୀଙ୍କ ପାଇଁ ବଡ ଖବର । କାଲି ୭ ଘଣ୍ଟା ପାଇଁ ବନ୍ଦ ରହିବ ମୋ ବସ ସେବା । କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ କ୍ରୁଟ ପକ୍ଷରୁ ସୂଚନା । କାଲି ସକାଳୁ ଦିନ ୨ଟା ଯାଏଁ ବନ୍ଦ ରହିବ ମୋ ବସ ସେବା । ଦିନ ୨ଟା ପରେ ସ୍ୱାଭାବିକ ହେବ ବସ ଚଳାଚଳ । ସେହିପରି ବନ୍ଦ ପାଳନ ଯୋଗୁଁ…

ଆଦିବାସୀ ଗାଁର ସଫଳ ଚାଷୀ । ଗୋଲାପ ଫୁଲ ବିକ୍ରି କରି ଦିନକୁ ୨ ହଜାର ଯାଏଁ କରୁଛନ୍ତି ରୋଜଗାର ।  

କନକ ବ୍ୟୁରୋ : ଗୋଲାପ ଦେଇଛି ରୋଜଗାର । ଗୋଲାପ ଫୁଲ ବିକ୍ରି କରି ସ୍ୱାବଲମ୍ବୀ ଏବେ ଆଦିବାସୀ ଅଂଚଳର ଚାଷୀ । ଦୈନିକ ୧ ହଜାରେରୁ ୨ ହଜାର ଟଙ୍କା ଯାଏଁ ଗୋଲାପ ଫୁଲ ବିକ୍ରି କରି ଆର୍ଥିକସ୍ତରରେ ବେଶ୍ ସ୍ୱଚ୍ଛଳ ହୋଇପାରିଛନ୍ତି ଆଦିବାସୀ ଗାଁ ର ସଫଳ ଗୋଲାପୀ ଚାଷୀ ସୁନୁ କୁମୁଡା । ପ୍ରଶାସନ…

କର୍ଲାପାଟ ଜଙ୍ଗଲରେ ହାତୀ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ । ୧୪ ଦିନ ଭିତରେ ଆଖିବୁଜିଲେଣି ମୋଟ ୬ଟି ହାତୀ ।

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ବନ ବିଭାଗର ଚିନ୍ତା ବଢାଇ ଦେଇଛି । କର୍ଲାପାଟ ଜଙ୍ଗଲରେ ଆଜି ଆଉ ଏକ ମାଇ ହାତୀର ମୃତ୍ୟୁ ହୋଇଛି । ଫଳରେ ଗତ ୧୪ ଦିନ ଭିତରେ ଆଖି ବୁଜିଲେଣି ମୋଟ ୬ଟି ହାତୀ । ତେବେ କାହିଁକି ଏଭଳି ହାତୀଙ୍କର ମୃତ୍ୟୁ ହେଉଛି ତାର କାରଣ…

କୋଟିଆରେ ଆନ୍ଧ୍ରର ନିର୍ବାଚନ ପରେ ଧର୍ମେନ୍ଦ୍ରଙ୍କ ଟ୍ୱିଟର କଟାକ୍ଷ । କହିଲେ ବେଳ ଥାଉଥାଉ ପଦକ୍ଷେପ ନିଅନ୍ତୁ ରାଜ୍ୟ…

କନକ ବ୍ୟୁରୋ: ସଂଘୀୟ ବ୍ୟବସ୍ଥାରେ ଥାଇ ଓଡିଶାର ସ୍ୱାଭିମାନ ଓ ଅସ୍ମିତାକୁ ଚ୍ୟାଲେଞ୍ଜ କରି କୋରାପୁଟ କୋଟିଆରେ ନିର୍ବାଚନ କରିଛି ଆନ୍ଧ୍ରପ୍ରଦେଶ । ହେଲେ, ହଠାତ ଆସି ଆନ୍ଧ୍ର ପ୍ରଶାସନ ଏହି ନିର୍ବାଚନ କରିନାହିଁ । ଏଥିପାଇଁ ଦୀର୍ଘଦିନ ହେବ ସେଠାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଜାରି…

ରାଜ୍ୟରେ ସେଂଚୁରୀ ମାରିବାକୁ ବସିଲାଣି ତେଲ ଦର ।  ପ୍ରତିଦିନ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦାମ ।

କନକ ବ୍ୟୁରୋ: ପ୍ରତିଦିନ ବଢ଼ୁଛି ପେଟ୍ରୋଲ ଓ ଡିଜେଲ ଦାମ୍ । ସକାଳୁ ଉଠୁ ଉଠୁ ବଢ଼ିଯାଉଛି ପେଟ୍ରୋଲ ଦର । ସବୁ ଦିନ ତେଲ ଦରରେ ହେଉଛି ନୂଆ ନୂଆ ରେକର୍ଡ । ମାଲକାନଗରିର କାଲିମେଳାରେ ସର୍ବାଧିକ ରହିଛି ତେଲ ଦର । ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୯୧ ପଇସା, ଡିଜେଲ୍ ଲିଟର ପିଛା ୯୧ ଟଙ୍କା ୩୯…