Daily Archives

February 12, 2021

ସରକାରୀ ଚାକିରିଆ ଓ ଜନପ୍ରତିନିଧି ଦେବେ ବାର୍ଷିକ ଆୟ ବିବରଣୀ । ପବ୍ଲିକ ଡୋମେନରେ ରହିବ ସମସ୍ତ ତଥ୍ୟ । ବିଜ୍ଞପ୍ତି…

କନକ ବ୍ୟୁରୋ: ଓଡିଶାରେ ସରକାରୀ ଚାକିରିଆ ଓ ଜନପ୍ରତିନିଧି ଦେବେ ବାର୍ଷିକ ଆୟ ବିବରଣୀ । ପ୍ରଶାସନକୁ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ କରିବାକୁ ଯାଇ ଏଭଳି ନିଷ୍ପତ୍ତି ନେଇଛି  ସାଧାରଣ ପ୍ରଶାସନ ବିଭାଗ । ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଏଣିକି ସମସ୍ତ…

ସେଂଚୁରିଆନ୍ ୟୁନିଭର୍ସିଟିରେ ଆର୍ଥିକ ଅନିୟମିତତା ଅଭିଯୋଗ । ଲକ୍ଷ ଲକ୍ଷ ଟଙ୍କା ଠକେଇ ନେଇ ଥାନାରେ ଏତଲା ।

କନକ ବ୍ୟୁରୋ: ସେଂଚୁରିଆନ୍ ୟୁନିଭର୍ସିଟିରେ ଆର୍ଥିକ ଅନିୟମିତତା ଅଭିଯୋଗ । ଲକ୍ଷ ଲକ୍ଷ ଟଙ୍କା ଠକେଇ ନେଇ ଥାନାରେ ଏତଲା ପରେ ଚର୍ଚ୍ଚାକୁ ଆସିଛି ସେଂଚୁରିଆନ୍ ୟୁନିଭର୍ସିଟି । ଜଟଣୀ ପୋଲିସ ଷ୍ଟେସନରେ ଏତଲା ଅନୁସାରେ ତାଲାବନ୍ଦ ସମୟରେ ଅନଲାଇନ ବ୍ୟାଙ୍କିଂ ମାଧ୍ୟମରେ କରାଯାଉଥିଲା ସମସ୍ତ…

ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ପଛରେ କିଏ? ଜାଣନ୍ତୁ, ଥାନାରେ କଣ ଅଭିଯୋଗ କରିଛନ୍ତି ଶୁଭମ ହୀରା ନାମକ ଯୁବକ ।

କନକ ବ୍ୟୁରୋ: ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନିଖୋଜ ପୋଷ୍ଟର ଲଗାଇବା ପଛରେ ରହିଛି କିଏ? ଏହା ସ୍ପଷ୍ଟ ହୋଇନାହିଁ । ହେଲେ ରାଜଧାନୀରେ ପୋଷ୍ଟର ମାରିବା ଘଟଣାକୁ ନେଇ ଗଣ୍ଡଗୋଳ ଘଟଣାରେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ବେହେରାଙ୍କୁ ଗିରଫ କରିଛି ପୁଲିସ । ଥାନାରେ ହୋଇଥିବା ଅଭିଯୋଗ…

ପୁଷ୍ପଲତାଙ୍କ ସହ ସମ୍ପର୍କରେ ଥିବା ସଂଜୟ କାହିଁକି ତାଙ୍କୁ ନିର୍ମମ ଭାବେ ହତ୍ୟା କଲା । କାହିଁକି ପ୍ରେମିକରୁ ସେ ସୈତାନ…

କନକ ବ୍ୟୁରୋ: ପ୍ରେମ, ପ୍ରତିହିଂସା, ପ୍ରତାରଣା ଓ ଶେଷରେ ହତ୍ୟା । ରାଜଧାନୀରେ ମୁଣ୍ଡକାଟି ହତ୍ୟା କରାଯାଇଥିବା ମହିଳା ପୁଷ୍ପଲତାଙ୍କ କାହାଣୀ ଥିଲା କିଛି ଏହିପରି... ସ୍ୱାମୀଙ୍କ ମୃତ୍ୟୁ ପରେ ସଂଜୟ ଓରଫ ଅଙ୍ଗଦକୁ ଏକ ପ୍ରକାର ଜୀବନସାଥୀ ଭାବେ ଗ୍ରହଣ କରିନେଇଥିଲେ ପୁଷ୍ପଲତା । କିନ୍ତୁ…

ସୁପ୍ରିମକୋର୍ଟରେ ଓଡିଶା ସୀମାବର୍ତ୍ତୀ ଗାଁକୁ ନିଜ ଅଂଚଳ କହିଲା ଆନ୍ଧ୍ର । ତଥ୍ୟ ଓ ପ୍ରମାଣ ଥିବା ଖଣ୍ଡପୀଠ ଆଗରେ…

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମ ପଂଚାୟତର ୨୧ଟି ଗାଁରେ ନିର୍ବାଚନ କରୁଛି ଆନ୍ଧ୍ର । ଏହି ନିର୍ବାଚନ ଉପରେ ରୋକ ଲଗାଇବା ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବା ପରେ ଆଜି ମାମଲାର ଶୁଣାଣି ହୋଇଛି । ତେବେ ଶୁଣାଣି ସମୟରେ ଆନ୍ଧ୍ର ସରକାରଙ୍କ ଓକିଲ, କହିଛନ୍ତି…

ଜାତୀୟ ସ୍ମାରକ କର୍ତ୍ତୃପକ୍ଷଙ୍କ ବାଇ-ଲ’କୁ ଭୁବନେଶ୍ୱର ବାସିନ୍ଦାଙ୍କ ବିରୋଧ । ଲିଙ୍ଗରାଜ ମନ୍ଦିର ଆଗରେ ଜଳିଲା ହଜାର…

କନକ ବ୍ୟୁରୋ: ଜାତୀୟ ସ୍ମାରକ କର୍ତ୍ତୃପକ୍ଷଙ୍କ ବାଇ-ଲ’କୁ ଭୁବନେଶ୍ୱର ବାସିନ୍ଦାଙ୍କ କଡା ବିରୋଧ । ଆଜି ଲିଙ୍ଗରାଜ ମନ୍ଦିର ଆଗରେ ପ୍ରାୟ ୫ ମାଇଲ ଦୂରତା ଯାଏଁ ସାମୂହିକ ଦୀପ ଦାନ କରି ବିରୋଧ କରିଛନ୍ତି ହଜାର ହଜାର ଲୋକ । ପ୍ରାୟ ୧୦ହଜାର ରାଜଧାନୀ ବାସିନ୍ଦା ଦୀପ ଦାନ କରି ତୁରନ୍ତ…