Daily Archives

February 10, 2021

ଓଡ଼ିଶାରେ ଆନ୍ଧ୍ର କରୁଛି ମାମଲତି । ଆନ୍ଧ୍ର ଭୋଟରେ ଭାଗ ନେବା ପାଇଁ ଓଡ଼ିଶା ଲୋକଙ୍କୁ ବୁଝାଉଛନ୍ତି ଆନ୍ଧ୍ର ଅଫିସର,…

କନକ ବ୍ୟୁରୋ : ଆସନ୍ତା ୧୩ ତାରିଖରେ କୋଟିଆରେ ଆନ୍ଧ୍ର ସରକାର କରୁଛନ୍ତି ପଞ୍ଚାୟତ ନିର୍ବାଚନ । ନିର୍ବାଚନକୁ ଦୃଷ୍ଟିରେ ରଖି ଆନ୍ଧ୍ରର ପ୍ରଶାସନିକ ଅଧିକାରୀମାନେ ଏବେ କୋଟିଆରେ ଡେରା ପକାଇଛନ୍ତି । ଭୋଟରମାନଙ୍କୁ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ବୁଝାଇବା ସହିତ ମତଦାନ କିପରି ସୁରୁଖୁରୁରେ…

ରାଜଧାନୀରୁ ମହିଳାଙ୍କ ମୁଣ୍ଡ ବିହୀନ ଶବ ମିଳିବା ଘଟଣା । ଚିହ୍ନଟ ପାଇଁ ହାତର ଫିଙ୍ଗର ପ୍ରିଂଟ ସଂଗ୍ରହ କଲା କମିଶନରେଟ…

କନକ ବ୍ୟୁରୋ : ମୁଣ୍ଡ ବିହିନ ମୃତ ମହିଳାଙ୍କ ଫିଙ୍ଗର ପ୍ରିଂଟ ସଂଗ୍ରହ କଲା ପୋଲିସ । ଭୁବନେଶ୍ୱର ଚନ୍ଦକା ଦାସପୁର ରାସ୍ତାକଡରୁ ମହିଳାଙ୍କ ମୂୁଣ୍ଡ ବିହୀନ ମୃତଦେହ ମିଳିଥିଲା । କଟାମୁଣ୍ଡ ଏଯାଏଁ ମିଳିନଥିବା ବେଳେ ମୃତ ମହିଳାଙ୍କ ପରିଚୟ ବି ମିଳିନାହିଁ । ମହିଳାଙ୍କ ପରିଚୟ ଖୋଜୁଥିବା…

ଓଡ଼ିଶାରେ ଆସିବ ନୂଆ କୃଷି ଆଇନ । ରାଜ୍ୟ ଭିତରେ ଯେଉଁଠି ଚାହିଁବ ଫସଲ ବିକ୍ରି କରି ପାରିବ ଚାଷୀ, ଖୁବଶୀଘ୍ର ଅଧ୍ୟାଦେଶ…

କନକ ବ୍ୟୁରୋ : ଓଡିଶାରେ ଆସିବ ନୂଆ କୃଷି ଆଇନ୍ । ନୂଆ ଆଇନ୍ ଅନୁସାରେ ଚାଷୀ ରାଜ୍ୟ ଭିତରେ ଯେଉଁଠି ଚାହିଁବ, ନିଜ ଧାନ ବିକ୍ରି କରିପାରିବ । ଏନେଇ ଖୁବ୍ ଶୀଘ୍ର ଅଧ୍ୟାଦେଶ ଆଣିବାକୁ ଯାଉଛନ୍ତି ସରକାର । ସେପଟେ ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇଗୁଣା କରିବା ସହ ସ୍ୱାମୀନାଥନ କମିଟି…

ଏଥର ସପ୍ତାହକ ୭ ଦିନ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା । ଶ୍ରୀମନ୍ଦିର ଭିରତରେ ତମାଖୁ ସେବନ କଲେ ହଜାରେ ଓ ପଲିଥିନ ନେଲେ…

କନକ ବ୍ୟୁରୋ : ଏଥର ସପ୍ତାହକ ୭ ଦିନ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା । ସକାଳ ୭ଟାରୁ ହେବ ସର୍ବସାଧାରଣ ଦର୍ଶନ । ଶ୍ରୀମନ୍ଦିର ବାହାରେ ଓ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଶ୍ରୀମନ୍ଦିର ଭିତରେ ନିର୍ଦ୍ଧାରିତ ସ୍ଥାନରେ ଭକ୍ତ ଜାଳିପାରିବେ ଦୀପ । ଏଣିକି ଆନନ୍ଦ ବଜାର ଭିତରେ ମଧ୍ୟ…

ପୁରୀ ପାଇଁ ଗୋଟେ ନିୟମ… ଏକାମ୍ରକ୍ଷେତ୍ର ପାଇଁ ଆଉ ଗୋଟେ?

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଓଡିଶାର ସାଂସଦମାନେ ଭେଟିବା ପରେ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ’କୁ ପ୍ରତ୍ୟାହାର କରାଯାଇଛି । ହେଲେ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’କୁ ହଟାଇ ନିଆଯାଇଥିବାବେଳେ, ଏକାମ୍ର କ୍ଷେତ୍ରର…

ଟୀକାକରଣରେ ସନ୍ତୁଷ୍ଟ ୯୭% ଲୋକ : କେନ୍ଦ୍ର

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଯଥେଷ୍ଟ କମିବା ସହ ମୃତ୍ୟୁ ସଂଖ୍ୟା କମିଛି । ଏହାରି ଭିତରେ କରୋନା ଟୀକାକରଣକୁ ନେଇ ଆସିଛି ଭଲ ଖବର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଟୀକାକରଣ ପ୍ରକ୍ରିୟାରେ ୯୭ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ସମଗ୍ର ରାଜ୍ୟ ଓ…