Daily Archives

February 8, 2021

ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ…

କନକ ବ୍ୟୁରୋ : ଓଡ଼ିଶାର ଚାପରେ ମୁଣ୍ଡ ନୁଆଁଇଲା କେନ୍ଦ୍ର । ଓଡିଶାର ତୀବ୍ର ପ୍ରତିବାଦ ପରେ ପୁରୀ ଶ୍ରୀମନ୍ଦିରକୁ ନେଇ କେନ୍ଦ୍ର ତାର ପ୍ରସ୍ତାବରୁ ଓହରିଯାଇଛି । ଜାତୀୟ କୀର୍ତିରାଜି କର୍ତୃପକ୍ଷ ଜାରି କରିଥିବା ବିଜ୍ଞପ୍ତି ପ୍ରତ୍ୟାହୃତ ହୋଇଥିବା ନେଇ ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ର…

ମୃତ୍ୟୁ ପୂର୍ବରୁ ଚାଞ୍ଚଲ୍ୟକର ତଥ୍ୟ ଛାଡିଗଲେ ପ୍ରଫୁଲ୍ଲ ବିଶ୍ୱାଳ । ମାହାଙ୍ଗା ଡବଲ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତର…

କନକ ବ୍ୟୁରୋ: ‘ନନା ମୁଁ କାବୁଆ କହୁଛି, ମୋର ଏବଂ ମୋର ସାନ ଭାଇର ପିଲାମାନେ ତୁମକୁ ଲାଗିଲେ । ଜଗନ୍ନାଥଙ୍କ ରାଣ ଖାଇ କହୁଛି, ଜଣେ ପ୍ରଭାବଶାଳୀ ବ୍ୟକ୍ତି ଆମକୁ ଫସେଇ ଦେଲା । ତାହାରି ପାଇଁ ଆମେ ତିନୋଟି ହତ୍ୟାକାଣ୍ଡରେ ସାମିଲ ହେଲୁ ।’ ମାତ୍ର ଗୋଟିଏ ମିନିଟ୍ ୪୦ ସେକେଣ୍ଡର କଥାବାର୍ତା ପରେ…

ଉତ୍ତରାଖଣ୍ଡରେ ଏବେ ବି ଚାଲିଛି ଉଦ୍ଧାର କାମ । ୨୦୦ରୁ ଅଧିକ ଲୋକଙ୍କ ମିଳୁନି ପତ୍ତା । ୨୦ ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ଗୋଟିଏ ପରେ ଗୋଟିଏ ମୃତଦେହ ମିଳିବାରେ ଲାଗିଛି । ଦ୍ୱିତୀୟ ଦିନରେ ତପୋବନ ଟନେଲରେ ଆଗେଇ ଚାଲିଛି ଉଦ୍ଧାର କାମ । ନିର୍ମାଣାଧୀନ ଦ୍ୱିତୀୟ ଟନେଲ ଭିତରେ ଉଦ୍ଧାର କାମକୁ ତ୍ୱରାନ୍ୱିତ କରିଛନ୍ତି ଆଇଟିବିପି ଜବାନ । ନିଜେ ଆଇଟିବିପି ଡିଜି ପହଁଚି…

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୧୭୮ରେ ଇଂଲଣ୍ଡ ଅଲଆଉଟ । ବିଜୟ ପାଇଁ ଭାରତକୁ ଦରକାର ୩୮୧…

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟର ଚତୁର୍ଥ ଦିନ ଖେଳ ସୁଦ୍ଧା ଇଂଲଣ୍ଡ ୧୭୮ ରନରେ ଅଲଆଉଟ ହୋଇଥିବା ବେଳେ ଭାରତ ୧ ୱିକେଟ ହରାଇ ୩୯ ରନ କରିଛି । ଏହାସହ ମ୍ୟାଚର ୫ମ ଦିନରେ ଭାରତ ବିଜୟ ପାଇଁ ଆଉ ୩୮୧ ରନ ଆବଶ୍ୟକ କରୁଥିବାବେଳେ ହାତରେ ୯ଟି ଓ୍ବିକେଟ ଅଛି । ଭାରତ-ଇଂଲଣ୍ଡ ଟେଷ୍ଟ…

ଧର୍ମୀୟ ଭାବନାକୁ ଆଘାତ କରି ବିକ୍ରି ହେଉଛି ଗୋବର୍ଦ୍ଧନ ପର୍ବତର ଶିଳା । ବିଜ୍ଞାପନ ଦେଇ ବିକ୍ରି କରୁଛି ଅନଲାଇନ୍ ସପିଂ…

କନକ ବ୍ୟୁରୋ : କୋଟି କୋଟି ହିନ୍ଦୂୁଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଉତ୍ତର ପ୍ରଦେଶ ମଥୁରା ଜିଲ୍ଲାରେ ଥିବା ଗୋବର୍ଦ୍ଧନ ପର୍ବତର ଶିଳାକୁ ବିକ୍ରି କରୁଛି ଅନଲାଇନ୍ ସପିଂ କମ୍ପାନୀ । ଏହି  ସପିଂ କମ୍ପାନୀ ଇଣ୍ଡିଆ ମାର୍ଟରେ ମଧ୍ୟ ବିଜ୍ଞାପନ ଦେଇଛି । ବିଜ୍ଞାପନରେ ଶିଳାର ଦାମ ୫ ହଜାର ଟଙ୍କା…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ ତାରିଖରୁ ଆରମ୍ଭ ହେବ ପରୀକ୍ଷା । ଜାଣନ୍ତୁ କେବେ ଅଛି କେଉଁ ପରୀକ୍ଷା?

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଖବର । ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ ତାରିଖରୁ ୧୫ ତାରିଖ ଯାଏଁ ଚାଲିବ ପରୀକ୍ଷା । ପ୍ରଥମ ଦିନ ମେ ୩ରେ ହେବ ମାତୃଭାଷା ଓଡିଆ ପରୀକ୍ଷା । ସକାଳ ୮ରୁ ୧୦ଟା ଯାଏଁ ପରୀକ୍ଷା ଚାଲିବ । ମେ ୩ (ସୋମବାର) ଦିନ…