Daily Archives

February 1, 2021

ଫେବୃଆରୀ ୬ରୁ ଆରମ୍ଭ ହେଉଛି +୨ ଫର୍ମ ପୂରଣ । ପ୍ରଥମେ ଏକ୍ସ-ରେଗୁଲାର ଓ ପରେ ରେଗୁଲାର ଛାତ୍ର କରିବେ ଫର୍ମ ଫିଲଅପ୍

କନକ ବ୍ୟୁରୋ: ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ । ପ୍ରଥମେ ଏକ୍ସ-ରେଗୁଲାର, ଏହାପରେ ରେଗୁଲାର ଓ ଶେଷରେ ପତ୍ର ବିନିମୟ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ । ଏନେଇ ସୋମବାର ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା…

ଦିବ୍ୟାଙ୍ଗଙ୍କୁ ଯୌନ ନିର୍ଯାତନା ମାମଲା । ଆସିଲା ଯୌନ ଶୋଷଣର ସାଂଘାତିକ ଅଭିଯୋଗ । ସୁରେଶ ଫେରାର, ବନ୍ଧା ହେଲେ…

କନକ ବ୍ୟୁରୋ: ଏୟାରପୋର୍ଟ ଥାନାରୁ ମହିଳା ଅଭିଯୁକ୍ତକୁ ଘୋଷାଡି ଘୋଷାଡି ନେଲା ପୋଲିସ । ମହିଳା ଜଣକ ଏଭଳି କିଛି କାମ କରିଛନ୍ତି ଯେଉଁଥିପାଇଁ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମହିଳା ଜଣଙ୍କ ହେଉଛନ୍ତି ନିଖିଳ ଉକ୍ରଳ ଶାରିରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ଫେରାର ସମ୍ପାଦକ…

ବଲାଙ୍ଗିର ହାତୀଶାଲପଡାରେ ବାରିକେଡିଂ ବ୍ୟବସ୍ଥାରେ ଦୁର୍ନୀତି । ତଦନ୍ତ ଦାବି କଲେ ସ୍ଥାନୀୟ ଲୋକେ

କନକ ବ୍ୟୁରୋ: ବଲାଙ୍ଗିର ସହରର ହାତୀଶାଲପଡାରେ ହୋଇଥିବା ବାରିକେଡିଂ ବ୍ୟବସ୍ଥା, କୋଭିଡ ପରିଚାଳନାକୁ ନେଇ ସବୁଠାରୁ ବଡ ପ୍ରଶ୍ନ ଛିଡା କରିଛି । ଗତବର୍ଷ ଏପ୍ରିଲ ମାସରେ କନଟେନମେଣ୍ଟ ଜୋନ କରିବା ପାଇଁ ୮ଟି ବାଉଁଶ ବ୍ୟବହାର କରାଯାଇଥିଲା । ଏଥିପାଇଁ ବିଲ ହୋଇଥିଲା ୨ଲକ୍ଷ ୪୨ ହଜାର ଟଙ୍କା ।…

ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ : ଜାଣନ୍ତୁ, କଣ ଶସ୍ତା ଆଉ କଣ ମହଙ୍ଗା

କନକ ବ୍ୟୁରୋ: ସାରାଦେଶ ମହାମାରୀ କରୋନା ଭୁତାଣୁ ସହ ଲଢ଼େଇ କରିବା ଭିତରେ ସୋମବାର ଲୋକସଭାରେ ୨୦୨୧-୨୨ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ଭୂତାଣୁ ଯୋଗୁଁ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏହି ବଜେଟ ଉପରେ ସମସ୍ତଙ୍କର…

ପେଟ୍ରୋଲ ଓ ଡିଜେଲ୍ ଉପରେ ଲାଗିଲା କୃଷି ସେସ୍ । ଏକ ଲିଟର ପେଟ୍ରୋଲରେ ୨ ଟଙ୍କା ୫୦ ପଇସା ଏବଂ ଏକ ଲିଟର ଡିଜେଲରେ…

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ୍ ଉପରେ ଲାଗିଛି କୃଷି ସେସ୍ । ଏକ ଲିଟର ପେଟ୍ରୋଲରେ ୨ଟଙ୍କା ୫୦ ପଇସା ଏବଂ ଏକ ଲିଟର ଡିଜେଲରେ କୃଷି ସେସ୍ ବାବଦରେ ଲଗାଯାଇଛି ୪ଟଙ୍କା । ସେସ୍ ହେଉଛି ଟିକସ ଉପରେ ଟିକସ, ଯାହାକୁ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ଖର୍ଚ୍ଚ କରିବା ପାଇଁ କେନ୍ଦ୍ର ସରକାର ଆଦାୟ…

ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି  । ଫେବୃଆରୀ ୮ରୁ ଖୋଲିବ ନବମ ଓ ଏକାଦଶ କ୍ଲାସ୍ 

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ବଡ ଘୋଷଣା । ଦଶମ ପରେ ଏବେ ଫେବୃଆରୀ ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀର କ୍ଲାସ୍ ଖୋଲିବ । କୋଭିଡ୍ କଟକଣା ଭିତରେ ପିଲାମାନେ ସ୍କୁଲ ଆସି ପାଠ ପଢିବେ । ଫେବୃଆରୀ ୮ ତାରିଖରେ କ୍ଲାସ୍ ଆରମ୍ଭ ହେବା ପରେ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ କ୍ଲାସ୍ ଚାଲିବା…