Daily Archives

October 27, 2020

ଓଟିଭି ସାରୁଅ ଜମି ଦୁର୍ନୀତି ମାମଲା : ସାରୁଅ ମହିଳା ସମିତିର ସଭାପତିଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କ ଇସ୍ତଫା ,…

କନକ ବ୍ୟୁରୋ : ଖୋର୍ଦ୍ଧା ସାରୁଅରେ ଓଟିଭିର ଜମି କେଳେଙ୍କାରୀ ମାମଲାରେ ବଢିଲା ଏମଡି ଜାଗି ମଙ୍ଗତପଣ୍ଡାଙ୍କ ଅଡୁଆ । ବିବାଦୀୟ ସ୍ଥାନରେ ଥିବା ମହିଳା ସମିତିର କର୍ମକର୍ତ୍ତା ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ମହିଳା ସମିତିର ସଭାପତି, କୋଷାଧ୍ୟକ୍ଷ, ଉପସଭାପତି,…

ଅନୁଗୁଳରେ ମଦ ମୃତ୍ୟୁ ଅଭିଯୋଗ : ପଥରଗଡରେ ବିଷାକ୍ତ ମଦ ପିଅ ତିନି ଜଣଙ୍କ ମୃତ୍ୟୁ ସନ୍ଦେହ; ଘର ଛାତ ପକାଇବା ପରେ…

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାରେ ବିଷାକ୍ତ ମଦ ପିଇ ଦୁଇ ଦିନରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପୁରୁଣାକୋଟ ଥାନା ପଥରଗଡ ଗାଁରେ ତିନି ଜଣ ଯୁବକ ମହୁଲି ମଦ ପିଇ ଅସୁସ୍ଥ ହୋଇପଡିଥିଲେ । ଗତକାଲି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଚିକିତ୍ସାଧିନ ଅବସ୍ଥାରେ ଜଣକର ମୃତ୍ୟୁ…

ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରସରକାରଙ୍କ ବଡ ନିଷ୍ପତ୍ତି । ମହିଳାଙ୍କ ଭଳି ପୁରୁଷ କର୍ମଚାରୀ ମାନେ ବି…

କନକ ବ୍ୟୁରୋ : କେନ୍ଦ୍ର ଅଭିଯୋଗ ଓ ପେନସନ ବିଭାଗର ମନ୍ତ୍ରୀ ଜିତେନ୍ଦ୍ର ସିଂ ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଏହି ଘୋଷଣା ମୁତାବକ ସମସ୍ତ ସରକାରୀ ପୁରୁଷ କର୍ମଚାରୀ ବି ସେମାନଙ୍କ ଶିଶୁର ଯତ୍ନ ପାଇଁ ଏଣିକି ଛୁଟି ନେଇପାରିବେ । ସେ କହିଛନ୍ତି କି ଏହି ଛୁଟି…

ରାଜ୍ୟରେ ୧୫ଶହରୁ ତଳକୁ ଖସିଲା କରୋନା ଆକ୍ରାନ୍ତ ସଂଖ୍ୟା : ୨୪ ଘଂଟାରେ ୧୨ଶହ ୪୭ ନୂଆ ପଜିଟିଭ, ୧୩ ମୃତ

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ତଳମୁହାଁ ହୋଇଛି । ଗତ ୨୪ ଘଂଟାରେ ରାଜ୍ୟର ୨୯ଟି ଜିଲ୍ଲାରୁ ୧୨ଶହ ୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୦୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି…

କାଶ୍ମୀରରେ ଅବନ୍ତିପୁରାରେ ଏନକାଉଣ୍ଟର : ଜଣେ ହିଜବୁଲ ଆତଙ୍କବାଦୀ ନିହତ, ଅନ୍ୟଜଣେ ଆତ୍ମସମର୍ପଣ କରୁଥିବା ଦୃଶ୍ୟ…

କନକ ବ୍ୟୁରୋ : ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୁରାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ନୁରପୁରା ଅଂଚଳରେ ସୋମବାର ହୋଇଥିବା ଏନକାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନର ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି । ଆତଙ୍କବାଦୀ…

ଦରବୃଦ୍ଧି ବେଳେ ସାମ୍ନାକୁ ଆସିଲା ପିଆଜ ଚୋରିର ଚିତ୍ର : ପୁଣେରେ ଅଢେଇ ଲକ୍ଷ ଟଙ୍କାର ପିଆଜ ଚୋରି କରି ୪ ଗିରଫ; ତାଲା…

କନକ ବ୍ୟୁରୋ : ଚାରିଆଡେ ଏବେ ଗ୍ରାହକଙ୍କ ମୁଣ୍ଡରେ ପଡିଛି ଚଡକ । ବଜାରରେ କିଲୋପ୍ରତି ଏବେ ଦର ୮୦ ଉପରେ ପଂହଚିଛି । ଗ୍ରାହକଙ୍କ ମେନ୍ୟୁରୁ ହଜିଯାଇଛି ପିଆଜ । ଏଭଳି ସ୍ଥିତିରେ ମହାରାଷ୍ଟ୍ରରୁ ଆସିଛି ପିଆଜି ଚୋରିର ଖବର । ପୁନେର ଗ୍ରାମାଂଚଳ ପୁଲିସ ପିଆଜ ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ…