Daily Archives

September 26, 2020

ସୁଧୁରିବ ସ୍ୱାଭିମାନ ଅଂଚଳର ସ୍ୱାସ୍ଥ୍ୟ ସେବା । ୪ ଜଣ ଡାକ୍ତରଙ୍କୁ ନିଯୁକ୍ତ କଲା ମାଲକାନଗିରି ଜିଲ୍ଲା ପ୍ରଶାସନ, ଶିଶୁ…

କନକ ବ୍ୟୁରୋ: ବର୍ଷ ବର୍ଷ ଦାବି ଓ ଦୀର୍ଘଦିନର ବ୍ୟବଧାନ ପରେ ସ୍ୱାଭିମାନ ଅଂଚଳର ଲୋକେ ପାଇବେ ଉତ୍ତମ ସ୍ୱାସ୍ଥ୍ୟ ସେବା । ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଜଣ ଡାକ୍ତରଙ୍କୁ ନୂଆ କରି ନିଯୁକ୍ତ କରାଯାଇଛି । ଯାହାଫଳରେ ଏହି ଅଂଚଳର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ ।…

ଅନୁଭବ ମହାନ୍ତିଙ୍କର ସବୁଠାରୁ ବଡ ଶତ୍ରୁ କିଏ ? ସାଂସଦଙ୍କ ଟ୍ୱିଟକୁ ନେଇ ପୁଣି ଆରମ୍ଭ ହେଲା ଚର୍ଚ୍ଚା । କହିଲେ,…

କନକ ବ୍ୟୁରୋ : ବର୍ଷା-ଅନୁଭବ ବିବାଦ ଥମିନଥିବା ବେଳେ ଏବେ ଅନୁଭବଙ୍କ ଏକ ଟୁଇଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଟୁଇଟରେ ଅନୁଭବ କାହାରି ନାଁ ନନେଇ ବଡ ଶତ୍ରୁ କଥା କହିଛନ୍ତି । ଏବେ ବଡ ପ୍ରଶ୍ନ ହେଉଛି ଅନୁଭବଙ୍କ ଏହି ବଡ ଶତ୍ରୁ କିଏ । ଏହାକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି ।…

ଲୋକଙ୍କ ଜୀବନ ସହ ସାଂଘାତିକ ଖେଳ । ବଜାରରେ ବୁଲୁଛି ନକଲି ଟୀକା, କରୋନା ଟିକା ଉଦ୍ଭାବନ କରିଥିବା କହି ଗାଁରେ ଲୋକଙ୍କୁ…

କନକ ବ୍ୟୁରୋ; କରୋନା ସମୟରେ ବରଗଡରେ ଲୋକଙ୍କ ଜୀବନ ସହ ସାଂଘାତିକ ଖେଳ ଚାଲିଛି । ବଜାରରେ ମିଳୁଛି ନକଲି କରୋନା ଟିକା । ପ୍ରହଲାଦ ବିଶି ନାମକ ଜଣେ ବ୍ୟକ୍ତି ଏହି ନକଲି ଟିକା ପ୍ରସ୍ତୁତ କରିଥିବା ଖବର ମିଳିଛି । ଡ୍ରଗ୍ସ କଂଟ୍ରୋଲରଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ ବେଳେ ପ୍ରହଲାଦ ବିଶିଙ୍କ ଠାରୁ…

ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ସର୍ବାଧିକ ୪ ହଜାର ୭୬୧ ଜଣ । ମୋଟ ସୁସ୍ଥ ସଂଖ୍ୟା ୧ ଲକ୍ଷ ୭୦ ହଜାର ୧୯୨କୁ…

କନକ ବ୍ୟୁରୋ : ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୪ ହଜାର ୭୬୧ କରୋନା ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୪୧୧ ଜଣ, ପୁରୀ ଜିଲ୍ଲାରୁ ୧୦୯ ଜଣ, ନୂଆପଡ଼ା…

ପିଏମଓକୁ ସେରମ୍ ଇନଷ୍ଟିଚ୍ୟୁଟ ମୁଖିଆଙ୍କ ପ୍ରଶ୍ନ । ପୁନାବାଲା ଟ୍ୱିଟ୍ କରି ପଚାରିଲେ, ସାରା ଦେଶରେ କରୋନା ଟିକା ଦେବା…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ ପୁନାବାଲାଙ୍କ ପ୍ରଶ୍ନ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ କୋଭିଡ୍ ଟିକା ପ୍ରସଙ୍ଗରେ ପ୍ରଶ୍ନ କରିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦାର ପୁନାବାଲା । ଦେଶର ୧୩୦ କୋଟି ଲୋକଙ୍କୁ ଟିକା ଦେବା ନେଇ ଦେଶ କେତେ…

ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ । କହିଲେ ମାନବଜାତିର ହିତ ଚାହେଁ ଭାରତ । ଆମେ ବନ୍ଧୁତା ଚାହୁଁ, ହିଂସା…

କନକ ବ୍ୟୁରୋ: ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ । ଜାତିସଂଘର ୭୫ତମ ସାଧାରଣ ଅଧିବେସନରେ ମୋଦିଙ୍କ ଅଭିଭାଷଣ । ଅନେକ ଯୁଦ୍ଧ ହୋଇଛି, ଅନେକ ଗୃହଯୁଦ୍ଧ ବି ହୋଇଛି । ଆତଙ୍କବାଦୀ ହମଲାରେ ଅନେକ ପ୍ରାଣ ହରାଇଛନ୍ତି । ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଦେଶ ଅନେକ ବୀର ପୁରୁଷଙ୍କୁ…