Daily Archives

September 19, 2020

ମୁହଁରେ ମୃଦଙ୍ଗର ସ୍ୱର…ବିନା ବାଦ୍ୟ ଯନ୍ତ୍ରରେ ବାଜୁଛି ବାଜା । ଜଣେ ଗୀତ ଗାଉଛନ୍ତି…ଆଉ ଜଣେ ପାଟି, ଛାତି…

କନକ ବ୍ୟୁରୋ : ମୁହଁରେ ମୃଦଙ୍ଗର ସ୍ୱର । ମୃଦଙ୍ଗରେ ନୁହେଁ ବରଂ ମୁହଁରେ ବାଜୁଛି ବାଜା । ହଁ ଆଜ୍ଞା ବିନା ମୃଦଙ୍ଗରେ ବିନା ତବଲାରେ ଏହି ଦୁଇ ଯୁବକ ସୁନ୍ଦର ତାଳରେ ଲୋକଙ୍କୁ କିମିଆ କରୁଛନ୍ତି । ଜଣେ ଗୀତ ଗାଉଛନ୍ତି, ଏବଂ ଆଉ ଜଣେ ତାଙ୍କ ପାଟି, ଛାତି ଆଉ ହାତର ସାହାଯ୍ୟରେ ସେ ସୁରିଲା…

କରୋନା ଲକ୍ଷଣ ଆସିଲେ କରିବେ କଣ ? ଘରେ ସଂଗରୋଧରେ ରହିଥିଲେ ଆପଣଙ୍କୁ ମାନିବାକୁ ପଡିବ କେଉଁ ସବୁ ନିୟମ? ସାମନ୍ୟ ଲକ୍ଷଣ…

କନକ ବ୍ୟୁରୋ: କରୋନା ଏବେ ବିନା ଲକ୍ଷଣରେ ଅଧିକାଂଶ ଲୋକଙ୍କ ଦେହରେ ପ୍ରବେଶ କରୁଛି । ଅନ୍ୟପଟେ କିଛି ପଜିଟିଭଙ୍କର ବି ଲକ୍ଷଣ ଦେଖାଦେଉଛି ଯେମିତି କି କାଶ ହେବା ଜ୍ୱର ହେବା, ଛାତିରେ ଯନ୍ତ୍ରଣା ଦେଖାଦେବା , ଦେହରୁ ଅତ୍ୟାଧିକ ଝାଳ ବାହାରିବା । ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟିଂ…

ଭୁବନେଶ୍ୱରରେ ଆଉ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ : ସେପଟେ ସୁସ୍ଥ ହେଲେ ୪୨୧ ଆକ୍ରାନ୍ତ

କନକ ବ୍ୟୁରୋ : ଭୁବନେଶ୍ୱରରେ ଆଜି ଆଉ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୦୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୩୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ଭୁବନେଶ୍ୱରରୁ ୪୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ…

କରୋନା ସଂକ୍ରମଣ ଭିତରେ ସୁସ୍ଥ ହାରକୁ ନେଇ ଆସିଲା ଭଲ ଖବର : ବିଶ୍ୱରେ ସୁସ୍ଥ ସଂଖ୍ୟା ତାଲିକାରେ ଆମେରିକାକୁ ହଟାଇ…

କନକ ବ୍ୟୁରୋ : କରୋନା ସଂକ୍ରମଣ ଭିତରେ ସୁସ୍ଥ ହାରକୁ ନେଇ ଆସିଛି ଭଲ ଖବର । ଭାରତରେ ଆକ୍ରାନ୍ତଙ୍କ ସୁସ୍ଥ ହାର ଏବେ ଆମେରିକାଠାରୁ ଅଧିକ ହୋଇଛି । ବିଶ୍ୱରେ ସବୁଠୁ ଅଧିକ ଆକ୍ରାନ୍ତ ସୁସ୍ଥ ମାମଲାରେ ଏବେ ଆମେରିକାକୁ ଟପି ଯାଇଛି ଭାରତ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ…

ଏହି ଯୋଜନାରେ ଆପଣଙ୍କୁ ମିଳିବ ମାଗଣାରେ ଗ୍ୟାସ୍ ସିଲିଣ୍ଡର : ଯୋଜନାର ଲାଭ ପାଇବାକୁ ୩୦ ସେପ୍ଟେମ୍ବର ମଧ୍ୟରେ କରନ୍ତୁ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସରକାର ଆପଣଙ୍କୁ ମାଗଣାରେ ଦେବେ ଗ୍ୟାସ ସିଲିଣ୍ଡର । ଏହି ଯୋଜନାର ଲାଭ ନେବା ପାଇଁ ଆପଣଙ୍କୁ ୩୦ ସେପ୍ଟେମ୍ବର ମଧ୍ୟରେ କରିବାକୁ ପଡିବ ଆବେଦନ । କରୋନା ମହାମାରୀ ପାଇଁ ଏହି ସ୍କିମ୍ ଏପ୍ରିଲରୁ ସେପ୍ଟେମ୍ବର ମାସଯାଏ ବୃଦ୍ଧି କରାଯାଇଛି ।…

ଚୀନକୁ ତଥ୍ୟ ଯୋଗାଉଥିବା ଅଭିଯୋଗରେ ସାମ୍ବାଦିକ ଗିରଫ : ସୁରକ୍ଷା ସଂପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଜବତ,…

କନକ ବ୍ୟୁରୋ : ଦିଲ୍ଲୀ ସ୍ପେଶାଲ ପୋଲିସ ଜଣେ ସାମ୍ବାଦିକଙ୍କ ସହ ଜଣେ ନେପାଳି ନାଗରିକ ଓ ଜଣେ ଚୀନ ନାଗରିକଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ସାମ୍ବାଦିକ ଜଣକ ହେଉଛନ୍ତି ରାଜୀବ ଶର୍ମା । ସେ ଫ୍ରି ଲାନ୍ସିଂ ରେ ସାମ୍ବାଦିକତା କରୁଥିଲେ । ସେ କିଛିଦିନ ହେବ ଚୀନ ଇଣ୍ଟେଲିଜେନ୍ସକୁ ଭାରତର…