Browsing Category

ସ୍ପେଶାଲ୍ ରିପୋର୍ଟ

କରୁଣାନିଧିଙ୍କ କଳାଚଷମାର ରହସ୍ୟ ! ୪୦ ଦିନର ସନ୍ଧାନ ପରେ ଖାସ୍ ଜର୍ମାନୀରୁ ଆସିଥିଲା ଚଷମା ।

ଦକ୍ଷିଣ ଭାରତ ରାଜନୀତିର ପିତାମହ ବୋଲାଉଥିବା ଏମ୍.କରୁଣାନିଧିଙ୍କ ମଙ୍ଗଳବାର ମୃତ୍ୟୁ ହୋଇଯାଇଛି । ତେବେ କରୁଣାନିଧିଙ୍କ ବ୍ୟକ୍ତିତ୍ୱର ଚିତ୍ରକୁ ଯେତେବେଳେ ମନେପକାଯାଏ ପ୍ରଥମେ ଧଳାପୋଷାକ , ହଳଦିଆ ଉତରୀୟ ଏବଂ କଳାଚଷମା ପିନ୍ଧା ମୁହଁ ଆଖି ସାମ୍ମାକୁ ଚାଲିଆସେ । କରୁଣାନିଧି ଗତ ୫୦ ବର୍ଷ ଧରି…
Read More...

ଆଜିର ଶ୍ରବଣ କୁମାର ! ମା’ ବାପାଙ୍କୁ କାନ୍ଧରେ ବସାଇ ୨ଶହ କିଲୋମିଟର କଲେ କାଉଡି ଯାତ୍ରା ।

ପିତା ମାତା ତାଙ୍କ ପିଲାମାନଙ୍କୁ ଢେର ସାରା ଭଲପାଇବା, ସ୍ନେହ, ଶ୍ରଦ୍ଧା ଦେଇ ବଡ କରିଥାନ୍ତି । ଆଉ ସେଇ ପିଲା ଏବେ ବଡ ହୋଇ ବାପା ମା’ଙ୍କୁ ଘରୁ ବାହାର କରିଦାବେ ସହ ଅନେକ ପ୍ରକାର ନିର୍ଜାତନା ଦେଉଛନ୍ତି । ପୂର୍ବ ଯୁଗରେ ଶ୍ରବଣ କୁମାରଙ୍କ କଥାତ ଆପଣମାନେ ନିଶ୍ଚୟ ଶୁଣିଥିବେ । କିନ୍ତୁ…
Read More...

ସିନେମା ସଂଳାପ ଲେଖକରୁ ରାଜନୀତିରେ ପାଦ ରଖିଥିଲେ କରୁଣାନିଧି : ପାଂଚ ପାଂଚ ଥର ହୋଇଥିଲେ ତାମିଲନାଡୁର ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ପରପାରିରେ ଦକ୍ଷିଣ ରାଜନୀତିର ଭିଷ୍ମ ପିତାମହ । ୯୪ବର୍ଷରେ ତାମିଲନାଡୁ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ କରୁଣାନିଧିଙ୍କ ଦେହାନ୍ତ ହୋଇଛି । ଏହାପରେ ସାରା ରାଜ୍ୟରେ ଶୋକର ବାତାବରଣ ଦେଖାଦେଇଛି । ଚେନ୍ନାଇର କାବେରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କରୁଣାନିଧି…
Read More...

ଅଳିଆଗଦାରୁ ପାଇ ଝିଅକୁ ଆଇଏଏସ କଲେ ପରିବା ବିକାଳୀ, ଏକ ପ୍ରେରଣାଦାୟୀ କାହାଣୀ

ଭାଗ୍ୟ କେତେ ବେଳେ କାହାକୁ କେଉଁ ସ୍ଥାନରେ ନେଇ ପହଞ୍ଚାଇବ, ତାହା ସେହି ବିଧାତାଙ୍କୁ ହିଁ ଜଣା । ଆଜିକୁ ୨୫ବର୍ଷ ତଳେ ଜଣେ ପରିବା ବିକାଳି ଘରକୁ ଫେରୁଥିବା ସମୟରେ ଏକ ଶିଶୁ କନ୍ୟାର କନ୍ଦିବା ସ୍ୱର ଶୁଣିବାକୁ ପାଇଥିଲେ। ସେହି କାନ୍ଦ କଅଁଳ ଶିଶୁକନ୍ୟାର ସ୍ୱର ଶୁଣି ଧାଇଁ ଗଲାବେଳକୁ ଅଳିଆ ଗଦା…
Read More...

ସମସ୍ୟା ଘେରରେ ଭାରତୀୟ ସେନା ! ଆତ୍ମହତ୍ୟା କରୁଛନ୍ତି ଯବାନ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ ।

ଭାରତୀୟ ସେନା ବିଶ୍ୱର ଏକ ଲଢୁଆ ସେନା ଭାବେ ଜଣାଶୁଣା । ଶତ୍ରୁପକ୍ଷ ଏହାର ନାଁ ଶୁଣିରେ ଥରହର ହୁଅନ୍ତି । ତେବେ ଆମ ଯବାନମାନଙ୍କ ଆଗରେ ଏକ ନୂଆ ଶତ୍ରୁ ଦେଖାଦେଇଛି । ଏହାକୁ ନେଇ ସେନା ଓ ସରକାର ଚିନ୍ତାରେ ପଡିଯାଇଛନ୍ତି । ଏହି ନୂଆ ଶତ୍ରୁଟି ହେଉଛି ବିଷାଦ ବା ଡିପ୍ରେସନ । ଏକ ସରକାରୀ ତଥ୍ୟ…
Read More...

କରୁଣାନିଧି : ଜାଣନ୍ତୁ କେମିତି ବନିଲେ ଫିଲ୍ମ ଜଗତର ବାଦଶାହାରୁ ରାଜନୈତିକ ଚାଣକ୍ୟ

ଦକ୍ଷିଣ ଭାରତର ରାଜନୀତିର ଭୀଷ୍ମ ପିତାମହ ବୋଲାଯାଉଥିବା ଏମ୍ କରୁଣାନିଧି ସନ୍ଧ୍ୟା ୬ଟା ୧୦ ମିନିଟ୍ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୯୪ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ସମୟ ଧରି ରୋଗରେ ପଡିଥିଲେ । ତାଙ୍କର ଚିକିତ୍ସା କାବେରୀ ହସପିଟାଲରେ ଚାଲୁଥିଲା । ଦକ୍ଷିଣ…
Read More...

ଗ୍ରାହକଙ୍କୁ ସର୍ତକ ରହିବାକୁ କହିଲା ଷ୍ଟେଟ ବ୍ୟାଙ୍କ । SBI ନାଁରେ କୌଣସି ମେସେଜ ଆସିଲେ ତୁରନ୍ତ ସୂଚନା ଦେବାକୁ କହିଲା…

ଦେଶରେ ଦିନକୁ ଦିନ ଅନଲାଇନ ଠକେଇ ବଢି ବଢି ଚାଲିଛି । ଯାହାକୁ ନେଇ ମଙ୍ଗଳବାର ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ନିଜ ଗ୍ରାହକଙ୍କ ପାଇଁ ଚେତାବନୀ ଜାରି କରିଛି । ବଢୁଥିବା ଅନଲାଇନ ଠକେଇକୁ ଦୃଷ୍ଟିରେ ରଖି ଏସବିଆଇ ଚେତାବନୀ ଦେଇ କହିଛି ଯେ, ଷ୍ଟେଟ ବ୍ୟାଙ୍କ ନାଁରେ ଗୋଟିଏ ଫର୍ଜି ଏସଏମଏସ…
Read More...

ଆରପାରିରେ ଦକ୍ଷିଣ ଭାରତ ରାଜନୀତିର ପିତାମହ । ଅପରାଜେୟ ନେତା କରୁଣାନିଧିଙ୍କ କାହାଣୀ

ଦକ୍ଷିଣ ଭାରତର ରାଜନୀତିରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିବା ଡିଏମକେ ସୁପ୍ରିମୋ ଏମ୍. କରୁଣାନିଧିଙ୍କ ଦେହାନ୍ତ ହୋଇଛି । ୯୪ ବର୍ଷ ବୟସରେ ଶେଷ ନିସ୍ୱାସ ତ୍ୟାଗ କରିଛନ୍ତି ଦକ୍ଷିଣ ଭାରତ ରାଜନୀତିର ପିତାମହ । ସେ ଚେନ୍ନାଇର କାବେରୀ ହସପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିବା ସମୟରେ ଇହଧାମ…
Read More...

କରୁଣାନିଧି, ମୃତ୍ୟୁ ପର୍ଯ୍ୟନ୍ତ ହାରିନଥିବା ନେତାଙ୍କ କଥା ।

ତାମିଲନାଡୁର ପୂର୍ବ ମୂଖ୍ୟମନ୍ତ୍ରୀ ଏବଂ ଡିଏମକେ ପ୍ରମୁଖ ଏମ. କରୁଣାନିଧି ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । କରୁଣାନିଧି ଜଣେ ଲୋକପ୍ରିୟ ବ୍ୟକ୍ତି ଥିଲେ । ତାମିଲ ସିନେମାରେ ଲୋକପ୍ରିୟତା ହାସଲ କରିବା ପରେ ରାଜନୀତିରେ ପାଦ ଦେଇଥିଲେ । ରାଜନୀତିରେ ପାଦ ଦେବା ପରେ ସେ…
Read More...

ଏଣିକି ନଷ୍ଟ ହେବନାହିଁ ଖାଦ୍ୟ ପଦାର୍ଥର ଗୋଟିଏ ବି ଦାନା ! ବୈଜ୍ଞାନିକ ମାନେ ବାହାର କଲେ ଏକ ନୂଆ ପ୍ୟାକିଂ ବ୍ୟବସ୍ଥା ।

ଦୁନିଆରେ ଏପରି ଅନେକ ଦେଶ ରହିଛି ଯେଉଁଠାରେ ଲୋକମାନେ ଟିକିଏ ଖାଦ୍ୟ ପାଇଁ ଏବେ ବି ଡହଳ ବିକଳ ହେଉଛନ୍ତି । କିନ୍ତୁ ଅପର ପକ୍ଷରେ ଦେଖିବାକୁ ଗଲେ ଧନି ଦେଶ ଗୁଡିକରେ ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଖାଦ୍ୟକୁ ପ୍ୟାକିଂ କରିବା ସମୟରେ ବହୁତ ପରିମାଣରେ ଖାଦ୍ୟ ନଷ୍ଟ ହୋଇଥାଏ । ତେଣୁ ଏହାକୁ…
Read More...