Browsing Category

ସ୍ପେଶାଲ୍ ରିପୋର୍ଟ

ଏସବିଆଇ ଗ୍ରାହକଙ୍କକ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ! ୩୦ ନଭେମ୍ବର ପର୍ଯ୍ୟନ୍ତ କରନ୍ତୁ ୩ଟି ବିଶେଷ କାମ, ନହେଲେ ବନ୍ଦ…

ଆପଣ ଯଦି ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକ ଅଟନ୍ତି ତେବେ ଚଳିତ ମାସ ଶେଷ ସୁଦ୍ଧା ତିନିଟି ବିଶେଷ କାମ ଶେଷ କରି ଦିଅନ୍ତୁ । ନଚେତ ଡିସେମ୍ବର ପହିଲାରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଯଦି ଆପଣ ଚାହୁଁଛନ୍ତି ଡିସେମ୍ବର ୧ରୁ ଆପଣଙ୍କ ପାଇଁ ନେଟ ବ୍ୟାଙ୍କିଂ ବନ୍ଦ ହୋଇ ନଯାଉ, ତେବେ ଯଥା…
Read More...

ଆତଙ୍କବାଦ ରାସ୍ତା ଛାଡ଼ି ସେନାରେ ଯୋଗଦେଇଥିଲେ ! ଶତ୍ରୁଙ୍କ ମାରି ସହିଦ ହୋଇଗଲେ ଦେଶଭକ୍ତ ନଜିର୍ ଅହମ୍ମଦ ବାନୀ

ପ୍ରତିଦିନ ସୀମାରେ ଅନେକ ବୀର ଯବାନ ସହୀଦ ହେଉଛନ୍ତି । ଦେଶ ପାଇଁ ଜାତି ପାଇଁ ହସି ହସି ଜୀବନ ଦେଉଛନ୍ତି । ତାଙ୍କ ତ୍ୟାଗ ତ୍ୟାଗ ଆଗରେ ସବୁକିଛି ଛାର । ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ମୁଛପୋଛ କରିବା ପାଇଁ ସେନା ପକ୍ଷରୁ ପ୍ରତିଦିନ ଅପରେସନ ଅଲଆଉଟକୁ ଜୋରଦାର କରାଯାଉଛି । ଯବାନ ଆଉ ଏଥିରେ…
Read More...

ପାକିସ୍ତାନରେ ଦୁଇ ମୁସଲିମ୍ ଭଉଣୀଙ୍କୁ ଭେଟିଲେ ଶିଖ୍ ଭାଇ, ତିନିଜଣଙ୍କ ଆଖିରେ ଥିଲା ମିଳନର ଆନନ୍ଦାଶ୍ରୁ: ଦେଶ ବିଭାଜନ…

ପିଲାଦିନୁ ଅଲଗା ହୋଇଯାଇଥିବା ତିନି ଭାଇଭଉଣୀ ପରସ୍ପରକୁ ଭେଟିବାର ସୁଯୋଗ ପାଇଛନ୍ତି । ପାକିସ୍ତାନର ବାସିନ୍ଦା ଦୁଇ ମୁସଲମାନ ଭଉଣୀ ସେମାନଙ୍କର ଶିଖ୍‌ ଭାଇକୁ ପାକିସ୍ତାନର ଗୁରୁଦ୍ୱାରା ଜନମ୍‌ ଆସ୍ଥାନ ନାନକ ସାହିବଠାରେ ମିଳିତ ହେବାର ସୁଯୋଗ ପାଇଛନ୍ତି । ଭାଇଭଉଣୀ ପରସ୍ପରକୁ ଦୀର୍ଘ ବର୍ଷ…
Read More...

ଜିଓ ଗ୍ରାହକଙ୍କୁ ଝଟକା: ଆଉ ମାଗଣାରେ ମିଳିବନି ଏହି ସର୍ଭିସ୍, କଂପାନୀକୁ ଦେବାକୁ ପଡିବ ଅତିରିକ୍ତ ଟଙ୍କା

ଗୋଟିଏ ପଟେ, ରିଲାଏନ୍ସ ଜିଓ ଯେଉଁଠି ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା ଦେଇ ରଖୁଛି , ସେଇି କଂପାନୀ ଏବେ ଗ୍ରାହକଙ୍କୁ ଏକ ବହୁତ ବଡ ଝଟକା ଦେବାକୁ ଯୋଜନା କରୁଛି । ରିଲାଏନ୍ସ ଜିଓ ଗ୍ରାହକଙ୍କୁ ମାଗଣା ଡାଟା, ଫ୍ରି କଲିଂ ଏବଂ ଫ୍ରି ଆପର ସବସକ୍ରିପସନ ପାଇଁ ପରିଚିତ । ହେଲେ ଏଥରକ କଂପାନୀ…
Read More...

ସାପକୁ ମାରିବାକୁ ଯାଇ ପିସ୍ତଲରେ ଚଳାଇଲେ ଗୁଳି, ତା’ପରେ ଯାହା ହେଲା ପରିବାର ଲୋକେ କେବେ ଭୁଲି ପାରିବେନି

ମଧ୍ୟପ୍ରଦେଶର ଅଲିରାଜପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ସାପକୁ ମାରିବାକୁ ଯାଇ ଯୁବକ ଜଣଙ୍କ ଗୁଳି ଚଳାଇବା ପରେ ଯାହା ଘଟିଥିଲା, ସେହି ଘଟଣାକୁ ବୋଧହୁଏ ପରିବାର ଲୋକେ କେବେ ହେଲେ ଭୁଲି ପାରିବେ ନାହିଁ । ସୂଚନା ମୁତାବକ, ରବିବାର ମଧ୍ୟାହ୍ନ ସମୟରେ ଅଲିରାଜପୁରରେ ରହୁଥିବା କୁଅଁର ସିଂହଙ୍କ…
Read More...

ଅନ୍ୟ କୌଣସି ବ୍ୟାଙ୍କ ଖାତାକୁ ପଠାଇଦେଇଛନ୍ତି କି ଟଙ୍କା ? ତେବେ ତୁରନ୍ତ କରନ୍ତୁ ଏହି ଗୋଟିଏ କାମ, ସଙ୍ଗେ ସଙ୍ଗେ…

ଆଜିର ଦିନରେ ଆମର ଦୈନନ୍ଦିନ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି ଟେକନିକ ଆଉ ଏଥି ମଧ୍ୟରୁ ସବୁଠାରୁ ଖାସ୍ ସ୍ଥାନ ଅଳଙ୍କୃତ କରିଛି ବ୍ୟାଙ୍କିଂ ବ୍ୟବସ୍ଥା । ଯେଉଁଥିରେ ମୋବାଇଲ ବ୍ୟାଙ୍କିଂ କିମ୍ବା ଅନଲାଇନ ବ୍ୟାଙ୍କିଂ ଆଦି ସାମିଲ । ଆଜିର ଦିନରେ ଆମେ ଡିଜିଟାଲ ୱାଲେଟ୍, ଏନଇଏଫଟି ବା…
Read More...

ଭୋଟ୍ ସମୟରେ ଗଣ୍ଡଗୋଳ କରିବା ପଡିବ ମହଙ୍ଗା : ଅଭିଯୋଗର ୩ ମିନିଟ୍ ଭିତରେ କାର୍ଯ୍ୟାନୁଷ୍ଠାନ ନେବ ପୁଲିସ୍

ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ଭୋଟ୍ ସମୟରେ କୈାଣସି ପ୍ରକାରର ଅପ୍ରିୟ ସ୍ଥିତି ଏବଂ ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଏଥର ୩ ମିନିଟ୍ ରେସପୋନ୍ସ ପ୍ଲାନ୍ ପ୍ରସ୍ତୁତ କରିଛି । ଘଟଣା-ଦୁର୍ଘଟଣାର ଖବର ମିଳିବା କ୍ଷଣି ପୁଲିସ୍ ୩ ମିନିଟ୍ ଭିତରେ ଘଟଣାସ୍ଥଳରେ ପହଂଚିଯିବ ।…
Read More...

୩୨ ପ୍ରତିଶତ କମିଲାଣି ଅଶୌଧିତ ତୈଳଦର : ହେଲେ କାହିଁକି କମୁନାହିଁ ପେଟ୍ରୋଲ ଦର

କନକ ବ୍ୟୁରୋ : ଯେଉଁ ଅଶୌଧିତ ତୈଳକୁ ବିଶୋଧନ କରି ପେଟ୍ରୋଲ୍ ଓ ଡିଜେଲ୍ ଉତ୍ପାଦନ କରାଯାଉଛି ତାହାର ମୂଲ୍ୟ ୩୨% କମିଗଲାଣି। କିନ୍ତୁ ପେଟ୍ରୋଲ୍ ଓ ଡିଜେଲ ଦରରେ ସେହି ସମୟରେ ମାତ୍ର ୭-୧୧% ପର୍ଯ୍ୟନ୍ତ ହ୍ରାସ ହୋଇଛି। ଅଶୌଧିତ ତେଲ ଦରରେ ହୋଇଥିବା ହ୍ରାସର ପୂରା ଲାଭ ଗ୍ରାହକଙ୍କୁ…
Read More...

ଜର୍ମାନୀର ଏହି ୯୧ ବର୍ଷୀୟଙ୍କ ପ୍ରେମରେ ପଡିଲେ ୩୪ ବର୍ଷୀୟ ମହିଳା, ହାତରେ ପ୍ରେମିକର ଟାଟୁ କରି ପ୍ରେମର ଦେଲେ ପ୍ରମାଣ

ଜାତି, ଧର୍ମ, ବର୍ଣ୍ଣ, ବୟସ, କ୍ଷମତା, ଯୋଗ୍ୟତା ବା ଅବସ୍ଥାକୁ ନଦେଖିପାରୁଥିବା ଭାବନାଟି ହିଁ ପ୍ରେମ। ଏପରିକି ସାମ୍ନାରେ ଯିଏ ଅଛି ସିଏ ଜୀବନ୍ତ ନା କୌଣସି ସାମଗ୍ରୀ ତାହା ବି ଦେଖେନା ଭଲ ପାଇବା। ସେପରି ଏକ ଉଦାହରଣ ହେଉଛନ୍ତି ଆମାନ୍ଦ ଲିବରଟି। ଏହି ମହିଳାଙ୍କ ବୟସ ୩୪ ବର୍ଷ। ଆମାନ୍ଦ…
Read More...

ଭିଡିଓ ଉଜାଗର କରି ଜେଲ୍ ର ପର୍ଦାଫାଶ କଲେ କଏଦୀ : ଜେଲ୍ ରେ ମିଳୁଛି ସେହି ସମସ୍ତ ସୁବିଧା ଯାହା ଆପଣଙ୍କୁ ଦରକାର,…

ଗୁଜରାଟର ସୁନ୍ଦରନଗର ଜିଲ୍ଲାର ଏକ ଉପକାରାଗାରରେ ବିକ୍ରି ହେଉଛି ପାନ ମସଲା ଓ ମୋବାଇଲ୍ ଫୋନ୍। କାରାଗାରରେ ଅବାଧରେ ଏହା ବିକ୍ରି ହେଉଛି। ଖୋଦ୍ ଜେଲ୍ ଅନ୍ତେବାସୀ ହିଁ ଏନେଇ ଏକ ଭିଡିଓ ଜାରି କରି ଅଭିଯୋଗ କରିଛନ୍ତି। ଜେଲରେ ଅନ୍ତେବାସୀଙ୍କୁ ଜେଲ୍ କର୍ତ୍ତୃପକ୍ଷ ଏବଂ ଅନ୍ୟ…
Read More...