Browsing Category

ସ୍ପେଶାଲ୍ ରିପୋର୍ଟ

ଅବହେଳିତ ସ୍ୱାଧିନତା ସଂଗ୍ରାମୀଙ୍କ ଗାଁ ! ପରିଚୟ ଖୋଜୁଛି ସହିଦ୍ ଲକ୍ଷ୍ମଣ ନାୟକଙ୍କ ଜନ୍ମ ମାଟି ।

କନକ ବ୍ୟୁରୋ : ଦେଶ ପାଇଁ ବଳିଦାନ ଦେଇଥିବା ସହିଦଙ୍କ ଗାଁ ଖୋଜୁଛନ୍ତି ପରିଚୟ  । ସହିଦ ଲକ୍ଷ୍ମଣ ନାୟକଙ୍କୁ ଝୁରୁଛି ଗାଁ ମାଟି  । ସହିଦ ଲକ୍ଷ୍ମଣ ନାୟକଙ୍କ ନାଁରେ କୋରାପୁଟ ମେଡିକାଲ କଲେଜ କରାଯାଇଛି । ହେଲେ ଆଜି ବି ଏହି ସହିଦ୍ ଜନ୍ମମାଟି  ବୈପାରିଗୁଡ଼ା ବ୍ଳକରେ ଥିବା ତେନ୍ତୁଳିଗୁମା…
Read More...

ଗୁହାରୀ ଶୁଣିଲାନି ପ୍ରଶାସନ ! ଚାନ୍ଦା ଆଦାୟ କରି ନଦୀ ଉପରେ ପୋଲ କଲେ ଗ୍ରାମବାସୀ ।   

କନକ ବ୍ୟୁରୋ : ଘର ପିଛା ଏକ ଗ୍ଲାସ ଚାଉଳ ଓ ୧୦ ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରି ପୋଲ ତିଆରି କଲେ ଗ୍ରାମବାସୀ । ପ୍ରଶାସନ ନଶୁଣିଲା ନାହିଁ ନିଜ  ଉଦ୍ୟମରେ ପୋଲ କରି, ନଦୀ ପାର ହୋଇ, ବ୍ଲକ କାର୍ଯ୍ୟାଳୟରେ ପହଂଚୁଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ୩ ପଂଚାୟତର ଆଦିବାସୀ ମଣିଷ । ଗାଁ…
Read More...

ଚୋରି ହୋଇଗଲା ଚପଲ ! ଚୋରକୁ ଖୋଜିବା ପାଇଁ ହନ୍ତସନ୍ତ ହେଲେ ପୋଲିସ୍ ଅଧିକାରୀ ।

ରବିବାର ଦିନ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଚୋରି ହୋଇ ଯାଇଥିବା ଚପଲ ଉଦ୍ଧାର କରିବା ପାଇଁ ଜଣେ ୫୫ ବର୍ଷିୟ ଚେନ୍ନାଇବାସୀ ପୁଲିସର ସହାୟତା ନେଇଛନ୍ତି। ଅଭିଯୋଗ ପରେ ପୁଲିସ ଅଜ୍ଞାତ ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ତଦନ୍ତ ଆରମ୍ଭ କରି ଦେଇଛି। ରବିବାର ଦିନ ମଧୁମେହ ଚିକିତ୍ସା ନିମନ୍ତେ ରକ୍ତ…
Read More...

କାହିଁକି ଭାରତରେ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୁପେ ପାଳନ କରାଯାଏ ? କ’ଣ ରହିଛି ଏହାର ମହତ୍ତ୍ୱ , ଜାଣନ୍ତୁ…

ପ୍ରତିବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ । ୧୯୪୯ ମସିହା ଆଜିର ଦିନରେ ଅର୍ଥାତ୍ ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା । ଡା.ବି.ଆର୍.ଆମ୍ବେଦକର ଭାରତ ସମ୍ବିଧାନକୁ ଦୁଇବର୍ଷ ଏଗାର ମାସ ଏବଂ ୧୮ ଦିନରେ ପ୍ରସ୍ତୁତ କରି ରାଷ୍ଟ୍ରକୁ ସମର୍ପିତ…
Read More...

ଆଉ ଚଳିବନି ପୁରୁଣା ଡ୍ରାଇଭିଂ ଲାଇସେନ୍ସ ! ସରକାର କରିବାକୁ ଯାଉଛନ୍ତି ବଡ ପରିବର୍ତ୍ତନ

ବେକାର ହୋଇଯିବ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ । ଏକଥା ଆମେ କହୁନାହୁଁ ବରଂ ଖୋଦ୍ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା  ମୁତାବକ, ସରକାର ବର୍ତ୍ତମାନ ବ୍ୟବହାର କରାଯାଉଥିବା ନାମିନେଡେଟ୍ ଡ୍ରାଇଭିଂ ଲାଇସେନ୍ସର ବ୍ୟବହାର ବନ୍ଦ କରିବାକୁ ଯାଉଛନ୍ତି । କାହିଁକି ନା ନୂଆ ଡ୍ରାଇଭିଂ…
Read More...

ବାପା ଧୂମପାନ କଲେ ପୁଅ ହେବେ ନପୁସଂକ ! ସର୍ଭେରୁ ଆସିଲା ଚାଞ୍ଚଲ୍ୟ କଲା ଭଳି ରିପୋର୍ଟ ।

ରିସର୍ଚ୍ଚ ଏବଂ ଅଧ୍ୟୟନରୁ ଜଣାପଡିଛି ଯେ ଗର୍ଭବତୀ ସମୟରେ ଯଦି ଜଣେ ମହିଳା ଧୂମପାନ କରନ୍ତି ତେବେ ଏହାର କୁପ୍ରଭାବ ସିଧାସଳଖ ଗର୍ଭସ୍ଥ ଶିଶୁ ଉପରେ ପଡେ । ଏପରିକି ଏମିତି ବି ହୁଏ ଗର୍ଭସ୍ଥ ଶିଶୁ ପୁତ୍ରର ଶୁକ୍ରାଣୁ ମାତ୍ରା ମଧ୍ୟ କମିଯିବ । ବର୍ତ୍ତମାନ ଏକ ଗବେଷଣାରୁ ଜଣାପଡିଛି କି ଯଦି…
Read More...

ଶବ ସହ ୬ ମାସ ! ମୃତ୍ୟୁର ଛଅ ମାସ ପରେ ମଧ୍ୟ ଶବକୁ ମିଳିଲା ନାହିଁ ମୁକ୍ତି ।

ଝାରଖଣ୍ଡ ରାଜ୍ୟରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ବିଷୟରେ ଶୁଣିଲେ ଆପଣ ମଧ୍ୟ ହତବାକ୍ ହୋଇପଡିବେ । ଝାରଖଣ୍ଡ ଗୀରିଡିହ ଅଞ୍ଚଳର ଇନ୍ଦିରା କଲୋନୀରେ ଗୋଟିଏ ପରିବାର ୬ ମାସ ଧରି ଏକ ଶବ ସାଙ୍ଗରେ ରହି ଆସୁଥିଲା । ମୃତ ବ୍ୟକ୍ତିଙ୍କ ପୁଅଙ୍କ କହିବାନୁସାରେ ତାଙ୍କୁ ଜ୍ଞାତ ଥିଲା ଯେ ସେ…
Read More...

୨୫ କୋଟି ଗ୍ରାହକଙ୍କ ସିମ୍ କାର୍ଡ ହୋଇଯାଇପାରେ ବନ୍ଦ ! ଲିଷ୍ଟରେ ଆପଣଙ୍କ ନମ୍ବର ସାମିଲ ନୁହେଁ ତ ?

ଯଦି ଆପଣ ଏୟାରଟେଲ୍, ଭୋଡାଫୋନ୍ କିମ୍ବା ଆଇଡିଆର ନମ୍ବର ବ୍ୟବହାର କରୁଛନ୍ତି ଏବଂ କମ୍ ରିଚାର୍ଜ କରାଉଛନ୍ତି । ତେବେ ଆପଣଙ୍କ ପାଇଁ ଏହା ଭଲ ଖବର ନୁହେଁ । କାହିଁକିନା ଆପଣଙ୍କ ସିମ୍ କାର୍ଡ କେବେ ବି ବନ୍ଦ ହୋଇଯାଇ ପାରେ । ଭୋଡାଫୋନ୍, ଆଇଡିଆ ଓ ଭାରତୀ ଏୟାରଟେଲ୍ ୨୫ କୋଟି ୨ଜି ମୋବାଇଲ…
Read More...

ଆମାଜନ୍ ପକ୍ଷରୁ ଆରମ୍ଭ ହୋଇଯାଇଛି ଚଳିତ ବର୍ଷର ସର୍ବବୃହତ ଫ୍ୟାଶନ ସେଲ୍ : ଶୀତବସ୍ତ୍ର ଉପରେ ମିଳୁଛି ୭୦% ପର୍ଯ୍ୟନ୍ତ…

ଦେଶର ଅଗ୍ରଣୀ ଅନଲାଇନ୍ ସଂସ୍ଥା ଆମାଜନ୍ ଫ୍ୟାଶନ୍ ପକ୍ଷରୁ ଚଳିତ ବର୍ଷର ସର୍ବ ବୃହତ୍ ଫେଶନ୍ ସେଲର ଶୁଭାରମ୍ଭ କରାଯାଇଛି । ଏହା ୨୦୧୮ ନଭେମ୍ବର ୨୨ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଠାରେ ଲକ୍ଷ ପ୍ରକାର ମହିଳା, ପୁରୁଷ ତଥା ଛୋଟପିଲାଙ୍କ ଷ୍ଟାଇଲ୍ ମହଜୁଦ୍ ରହିଛି…
Read More...

ସାମାଜିକ କଳଙ୍କକୁ ନେଇ ମରିବାକୁ ଚାହୁଁନଥିଲେ, ୫୫ ବର୍ଷ ପରେ ହେଲା ଚମତ୍କାର । ୭୦ ବର୍ଷ ବୟସରେ ବନିଲେ ମା’

ବିବାହ ପରେ ସବୁ ନାରୀମାନେ ମା’ ହେବାର ସ୍ୱପ୍ନ ଦେଖିଥାନ୍ତି । ମା’ହେଲେ ଗୋଟେ ନାରୀ ସମ୍ପୁର୍ଣ୍ଣ ହୁଏ ବୋଲି କୁହାଯାଉଥିବା ବେଳେ ପିଲା ଜନ୍ମ କରି ନପାରିଲେ ମହିଳାଙ୍କୁ ଅନେକ ଯାତନା ସହିବାକୁ ପଡ଼ିଥାଏ । ଠିକ୍ ସେଭଳି ଘଟିଥିଲା ହରିୟାଣାର ହିସାରରେ ରହୁଥିବା ରଜୋ ଦେବୀ ଲୋହାନଙ୍କ ସହ । ବିବାହ…
Read More...