Browsing Category

ସ୍ପେଶାଲ୍ ରିପୋର୍ଟ

୩୨ ପ୍ରତିଶତ କମିଲାଣି ଅଶୌଧିତ ତୈଳଦର : ହେଲେ କାହିଁକି କମୁନାହିଁ ପେଟ୍ରୋଲ ଦର

କନକ ବ୍ୟୁରୋ : ଯେଉଁ ଅଶୌଧିତ ତୈଳକୁ ବିଶୋଧନ କରି ପେଟ୍ରୋଲ୍ ଓ ଡିଜେଲ୍ ଉତ୍ପାଦନ କରାଯାଉଛି ତାହାର ମୂଲ୍ୟ ୩୨% କମିଗଲାଣି। କିନ୍ତୁ ପେଟ୍ରୋଲ୍ ଓ ଡିଜେଲ ଦରରେ ସେହି ସମୟରେ ମାତ୍ର ୭-୧୧% ପର୍ଯ୍ୟନ୍ତ ହ୍ରାସ ହୋଇଛି। ଅଶୌଧିତ ତେଲ ଦରରେ ହୋଇଥିବା ହ୍ରାସର ପୂରା ଲାଭ ଗ୍ରାହକଙ୍କୁ…
Read More...

ଜର୍ମାନୀର ଏହି ୯୧ ବର୍ଷୀୟଙ୍କ ପ୍ରେମରେ ପଡିଲେ ୩୪ ବର୍ଷୀୟ ମହିଳା, ହାତରେ ପ୍ରେମିକର ଟାଟୁ କରି ପ୍ରେମର ଦେଲେ ପ୍ରମାଣ

ଜାତି, ଧର୍ମ, ବର୍ଣ୍ଣ, ବୟସ, କ୍ଷମତା, ଯୋଗ୍ୟତା ବା ଅବସ୍ଥାକୁ ନଦେଖିପାରୁଥିବା ଭାବନାଟି ହିଁ ପ୍ରେମ। ଏପରିକି ସାମ୍ନାରେ ଯିଏ ଅଛି ସିଏ ଜୀବନ୍ତ ନା କୌଣସି ସାମଗ୍ରୀ ତାହା ବି ଦେଖେନା ଭଲ ପାଇବା। ସେପରି ଏକ ଉଦାହରଣ ହେଉଛନ୍ତି ଆମାନ୍ଦ ଲିବରଟି। ଏହି ମହିଳାଙ୍କ ବୟସ ୩୪ ବର୍ଷ। ଆମାନ୍ଦ…
Read More...

ଭିଡିଓ ଉଜାଗର କରି ଜେଲ୍ ର ପର୍ଦାଫାଶ କଲେ କଏଦୀ : ଜେଲ୍ ରେ ମିଳୁଛି ସେହି ସମସ୍ତ ସୁବିଧା ଯାହା ଆପଣଙ୍କୁ ଦରକାର,…

ଗୁଜରାଟର ସୁନ୍ଦରନଗର ଜିଲ୍ଲାର ଏକ ଉପକାରାଗାରରେ ବିକ୍ରି ହେଉଛି ପାନ ମସଲା ଓ ମୋବାଇଲ୍ ଫୋନ୍। କାରାଗାରରେ ଅବାଧରେ ଏହା ବିକ୍ରି ହେଉଛି। ଖୋଦ୍ ଜେଲ୍ ଅନ୍ତେବାସୀ ହିଁ ଏନେଇ ଏକ ଭିଡିଓ ଜାରି କରି ଅଭିଯୋଗ କରିଛନ୍ତି। ଜେଲରେ ଅନ୍ତେବାସୀଙ୍କୁ ଜେଲ୍ କର୍ତ୍ତୃପକ୍ଷ ଏବଂ ଅନ୍ୟ…
Read More...

୨୦୦ ବର୍ଷ ଶାସନ କାଳରେ କେତେ ଟଙ୍କା ଲୁଟି ନେଇଥିଲେ ଇଂରେଜ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭାରତ ସ୍ୱାଧୀନତା ହାସଲ କରିବାର ୭୨ ବର୍ଷ ବିତିଗଲାଣି । କିନ୍ତୁ ଏହି ସ୍ୱାଧୀନତା ଭାରତବାସୀଙ୍କୁ ଏତେ ସହଜରେ ମିଳିନଥିଲା । ଦୀର୍ଘ ୨୦୦ ବର୍ଷ ଧରି ଇଂରେଜ ମାନେ ଶାସନ କରିବା ପରେ ସ୍ୱାଧୀନତା ହାସଲ କରିଥିଲେ ଦେଶବାସୀ । ଆଉ ଏହି ୨୦୦ ବର୍ଷ ମଧ୍ୟରେ ଭାରତରୁ କୋଟି କୋଟି ଟଙ୍କାର ସମ୍ପତି ଲୁଟି…
Read More...

ପ୍ରାଇଭେଟ ଚାକିରିଆଙ୍କ ପାଇଁ ଖୁସିଖବର । ୨୦୧୯ ପୂର୍ବରୁ ମୋଦି ସରକାର ଦେଇପାରନ୍ତି ବଡ ଉପହାର, ଗ୍ରାଚ୍ୟୁଟି ବାବଦରେ…

ବେସରକାରୀ ଚାକିରିଆଙ୍କ ପାଇଁ ଖୁସିଖବର । ୨୦୧୯ ନିର୍ବାଚନ ପୂର୍ବରୁ ବେସରକାରୀ ଚାକିରିଆଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର । ପ୍ରାଇଭେଟ କମ୍ପାନୀରେ କାମ କରୁଥିବା ଚାକିରିଆଙ୍କୁ ଖୁସି କରିବା ପାଇଁ ଏବେ ଗ୍ରାଚ୍ୟୁଟି ପାଇବା ନିୟମ ଉପରେ ବଡ ଘୋଷଣା କରିପାରନ୍ତି ମୋଦି ସରକାର…
Read More...

ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ପାଇଁ ଚାଲିଛି ଜୋରଦାର ଅଭ୍ୟାସ ! ମଂଚ ଉପରେ ଦେଖିବାକୁ ମିଳିବ ୧୫ଟି ଦେଶ ସହ ଓଡିଶା…

କନକ ବ୍ୟୁରୋ : ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍ ମହାସମର । ତେବେ ଏହାପୂର୍ବରୁ ଆସନ୍ତାକାଲି ରହିଛି ଉଦଘାଟନୀ ଉତ୍ସବ । ଅଢେଇ ଘଂଟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ଷ୍ଟାଡିଅମରେ ଚାଲିଛି ଜୋରଦାର ଅଭ୍ୟାସ । କିଙ୍ଗଖାନ୍ ଶାହରୁଖ, ମାଧୁରୀ ଦିକ୍ଷିତ ଓ ଏ.…
Read More...

ହକି ବିଶ୍ୱକପ୍ ପାଇଁ ବଢୁଛି ହୃଦ୍ ସ୍ପନ୍ଦନ ! ପହଁଚିଲେ ମାଧୁରୀ, ଅପେକ୍ଷା ଶାହାରୁଖଙ୍କୁ, ସଲମାନଙ୍କୁ ନେଇ ବଢୁଛି…

କନକ ବ୍ୟୁରୋ : ବିଶ୍ୱର ବଡ ବଡ ହକି ତାରକାଙ୍କ ସହ ଗୋଟିଏ ମଂଚରେ ନଜର ଆସିବେ ବଲିଉଡର ଏକାଧିକ ସୁପରଷ୍ଟାର । କିଙ୍ଗ ଖାନ୍ ଶାହରୁଖ, ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷିତ ଏବଂ ଓସ୍କାର ବିଜେତା ଏ.ଆର୍ ରେହମାନ । ହକି ବିଶ୍ୱକପର ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ପାଇଁ ଆଜି ଭୁବନେଶ୍ୱରରେ ପହଁଚିଛନ୍ତି…
Read More...

ପାନ୍ କାର୍ଡ ନିୟମରେ ହେଲା ପରିବର୍ତ୍ତନ ! ଡିସେମ୍ବର ୫ତାରିଖରୁ ଲାଗୁ ହେବ ନୂଆ ନିୟମ ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସସେସ୍ (ସିବିଡିଟି) ଆଜି ଏକ ବିଜ୍ଞପ୍ତି ଜାରି କରି ପାନ୍ କାର୍ଡ ନିୟମରେ କେତେକ ନୂତନ ପରିବର୍ତ୍ତନ ଆଣିଥିବା ଘୋଷଣା କରିଛନ୍ତି। ସିବିଡିଟି ପକ୍ଷରୁ ପାନ୍ କାର୍ଡରେ ଅଣା ଯାଇଥିବା ନୂତନ ପରିର୍ତ୍ତନ ଆସନ୍ତା…
Read More...

ଦଶମ ପାସଙ୍କ ପାଇଁ ରେଳବାଇ ଆଣିଲା ନିଯୁକ୍ତି ସୁଯୋଗ ! ଏଭଳି ପ୍ରକ୍ରିୟାରେ କରନ୍ତୁ ଆବେଦନ ।

ଆରଆରବି ତରଫରୁ ୧୯୬୧ ଅପ୍ରେଟିସ୍ ଟ୍ରେନିଙ୍ଗ୍ ପୋଷ୍ଟ୍ ପାଇଁ ବିଜ୍ଞପ୍ତି ଜାରୀ କରିଛି । ଭାରତୀୟ ରେଳବାଇର ଝାନ୍ସୀ ଡିଭିଜନ୍ ପକ୍ଷରୁ ୪୪୬ ସିଟ୍ ପାଇଁ ବିଜ୍ଞପ୍ତି ଜାରୀ କରାଯାଇଛି । ୪୪୬ ପଦବୀରୁ ୧୨୦ ପଦବୀ ଓବିସି କ୍ୟାଣ୍ଡିଡେଟ୍ ପାଇଁ ଥିବା ବେଳେ ୬୯ ପଦବୀ ଏସସୀ ଏବଂ ୩୪ ଏସଟୀ…
Read More...

ବଜାରକୁ ଆସୁଛି ହାଇଟେକ୍ ସ୍ମାର୍ଟଫୋନ୍ ! ଦୁଇ ,ତିନି ନୁହଁ ଏକାଥରେ ଲାଗିଛି ୧୬ ଟି କ୍ୟାମେରା ଲେନ୍ସ ।

ଦୁଇ ,ତିନି ଏବଂ ଚାରୋଟି କ୍ୟାମେରା ଥିବା ସ୍ମାର୍ଟଫୋନ୍ ବଜାରକୁ ଆସିଯାଇଛି । ଏବେ ବଜାରକୁ ୧୬ ଟି କ୍ୟାମେରା ଲାଗିଥିବା ସ୍ମାର୍ଟଫୋନ୍ ଆସିବାକୁ ଯାଉଛି । କୋରିୟନ୍ କମ୍ପାନୀ ଏଲ୍ ଜି ଏକ ପେଟେଣ୍ଟ୍ ଫାଇଲ୍ କରିଛନ୍ତି ଯେଉଁଥିରେ ୧୬ ଲେନ୍ସ ଥିବା କନସେପ୍ଟ ରହିଛି । ଏଲ୍ ଜି ତରଫରୁ ୧୬ ଲେନ୍ସ…
Read More...