Browsing Category

ସ୍ପେଶାଲ୍ ରିପୋର୍ଟ

ଭାରତୀୟ କ୍ୟାମେରାକୁ ଡର ! ଏନଡିଟିଭି ସାମ୍ବାଦିକଙ୍କୁ ସଭାରୁ ବାହାର କଲା ପାକିସ୍ତାନ

ଭାରତୀୟ ସାମ୍ବାଦିକଙ୍କୁ ଡରୁଛି ପାକିସ୍ତାନ, ଏକଥା ଆମେ କହୁନାହୁଁ । ବରଂ ପାକିସ୍ଥାନର ବ୍ୟବହାରକୁ ଦେଖିଲେ ଏକଥା ସ୍ପଷ୍ଟ ଜଣାପଡୁଛି । ସୋମବାର ଦିନ ପାକିସ୍ଥାନ ନିଜର ବଡପଣିଆ ଦେଖାଇବା ପାଇଁ ନ୍ୟୁୟର୍କରେ ଡକାଇଥିଲା ସାମ୍ବାଦିକ ସମ୍ମିଳନୀ । ଏଥିରେ ଭାରତୀୟ ସାମ୍ବାଦିକ ବି ଉପସ୍ଥିତ ଥିଲେ ।…
Read More...

ଚାରି ବୋକା ଚୋରଙ୍କ କାହାଣୀ

ଚୋର ଯେତେ ଚାଲାକ ହେଉ ନା କାହିଁକି କିଛି ନା କିଛି ଭୂଲ୍ କରି ବସିଥାଏ । ମାତ୍ର ଚୋର ଯଦି ବୋକା ହୋଇଥାଏ ତେବେ କଥା ସରିଲା । ଦେଖନ୍ତୁ ଏମିତି କିଛି ବୋକା ଚୋରଙ୍କ କାହାଣୀ ଆପଣଙ୍କୁ ହସାଇ ହସାଇ ବେଦମ୍ କରିବ। ବେସବଲ୍ ବ୍ୟାଟ ନେଇ ବନ୍ଧୁକ ଷ୍ଟୋରରୁ ବନ୍ଧୁକ ଚୋରୀ କରିବାର ସାହସ ମହଙ୍ଗା…
Read More...

ବେଲଜିୟମର ‘ବଡି ବିଲଡର୍ ଷଣ୍ଢ’

ଏବେ ଟ୍ରେଣ୍ଡ ବଡ଼ି ବିଲ୍ଡିଂର । ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଜିମ୍ ସେଂଟରରେ ବେଶ କସରତ କରୁଛନ୍ତି ଆଜିର ଯୁବଗୋଷ୍ଠି । ମାତ୍ର ଏବେ ମଣିଷ ପଛରେ ଷଣ୍ଢ ମଧ୍ୟ ଏହି ଟ୍ରେଣ୍ଡରେ ସାମିଲ ହୋଇଛି । ବେଲଜିୟମରେ ଦେଖିବାକୁ ମିଳୁଛି ଏହିଭଳି ଷଣ୍ଢ । ପ୍ରାୟ ୫ ଫୁଟ ଉଚ୍ଚତା ଓ ୧୩୦୦ କି.ଗ୍ରା ଓଜନ ବିଶିଷ୍ଟ…
Read More...

କୁକୁର ପାଇଛି ଗିଫ୍ଟ୍ ! ଆଇଫୋନ୍ ୭ର ବିରଳ ମାଲିକ

ମାର୍କେଟକୁ ଆସିଗଲାଣି ଆଇଫୋନ ୭ । ଆଉ ଏହାକୁ ହାତେଇବାକୁ ଯୁବପିଢୀଙ୍କ ଭିତରେ ପ୍ରବଳ ଆଗ୍ରହ। କିନ୍ତୁ ମୁଲ୍ୟ ଉଚ୍ଚା ରହିଥିବାରୁ ଆଇଫୋନ୍ କିଣିବାର ଇଛା ଟିକେ କମିଯାଉଛି । ତେବେ ଚୀନର ଜଣେ ଯୁବକ ସିକୋଙ୍ଗ୍ ତାଙ୍କ ପୋଷା କୁକୁର କୋକୋ ପାଇଁ ଗୋଟିଏ ନୁହେଁ ବରଂ ୮ଟି ଆଇଫୋନ୍ କିଣିଦେଇଛନ୍ତି ।…
Read More...

କୁନି ଝିଅର କମାଲ : ୧୮ ମାସରେ ଚିହ୍ନି ପାରୁଛି ଦେଶବିଦେଶର ମୁଦ୍ରା

ଏକଥା ବିଶ୍ୱାସ ନହେଲେ ବି ସତ । ବୟସ ମାତ୍ର ୧୮ ମାସ । ହେଲେ ଏ କୁନି ଝିଅ ଆଦଭିକା ବାଲେ ଦେଖାଇଛି ତାର ଛୋଟ ବୁଦ୍ଧିରେ ବିରାଟର କମାଲ । ଚଟାପଟ ଦେଉଛି ସବୁ ପ୍ରଶ୍ନର ଉତର । ୨୬ଟି ଦେଶର ମୁଦ୍ରା ବେଶ୍ ଆରାମରେ ଚିହ୍ନି ଦେଉଛି ଏବଂ ବିଶ୍ୱର ସପ୍ତାଶ୍ଚର୍ଯ୍ୟଙ୍କ ନାଁ ମଧ୍ୟ କହିଦେଉଛି ।…
Read More...

ଏବେବି ହଜିନି ମାନବିକତା : ଦେଖନ୍ତୁ ଏକ ଭୋକର କାହାଣୀ

ଏ ଏମିତି ଏକ ମାନବିକତାର କାହାଣୀ ଯାହା ଆପଣଙ୍କୁ ଭାବବିହ୍ୱଳ କରିଦେବ । ଆଖିର ଲୁହ ବୋଲ ମାନିବନି । ବହିଯିବ ଅଜାଣତରେ ଆଖିରୁ ଲୁହ । କିଏ କହିଲା ସମାଜରୁ ମାନବିକତା ହଜିଯାଇଛି ବୋଲି । ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଏବେ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ କହିବେ, ହଁ ଏବେବି…
Read More...

ସିସିଟିଭିର ଭାଇରାଲ ଭିଡିଓ : ବିଫଳ ପ୍ରେମିକର ଉନ୍ମତ କାଣ୍ଡ

କୁହାଯାଏ ପ୍ରେମର ଥାଏ ଅଦ୍ଭୂତ ଶକ୍ତି । ପଥରକୁ ବି ତରଳେଇ ଦିଏ ପ୍ରେମ । ପ୍ରେମ ପାଇଁ ମଣିଷ ସବୁକିଛିକୁ ପଛ କରିଦିଏ । ପ୍ରେମ ମଣିଷକୁ ମୃତ୍ୟୁ ମୁଖରୁ ବି ଫେରେଇଆଣିଥାଏ । କିନ୍ତୁ ବେଳେବେଳେ ଏ ପ୍ରେମକୁ ନେଇ ମଣିଷ ଏମିତି କାଣ୍ଡ କରିବସେ ଯାହା ପଶୁଠୁ ବି ହୀନ ମନେହୁଏ । ଏକତରଫା ପ୍ରେମ କରି…
Read More...

ଫୁଲମାଳ ନୁହେଁ ସାପମାଳ ! ଚାଇନା ଦମ୍ପତିଙ୍କ ନିଆରା ବିବାହ

ମୁହୂର୍ତ୍ତ ଥିଲା ମୁଦି ପିନ୍ଧାଇ ପରସ୍ୱରକୁ ଜୀବନସାଥୀ ଭାବରେ ଗ୍ରହଣ କରିବାର । କିନ୍ତୁ ଚାଇନାର ଏକ ଦମ୍ପତି ପରସ୍ପରକୁ ଜୀବନସାଥୀ ଭାବରେ ଗହଣ ତ କଲେ କିନ୍ତୁ ମୁଦି ବଦଳରେ ଥିଲା ଦୁଇଟି ବଡ ଅଜଗର ସାପ । ଆଉ ଏହି ଅଜଗର ଗୁଡିକୁ ସେମାନେ ପରସ୍ପର ବେକରେ ପିନ୍ଧାଇଥିଲେ । ସାପ ଗୁଡିକର ଓଜନ ଥିଲା…
Read More...

ଜାତି ନଥିବା ମଣିଷ ଓ ଧର୍ମ ନଥିବା ସହର ! ପୁଡୁଚେରୀର ‘ସିଟି ଅଫ୍ ଡନ୍’

ଅର୍ଥ, କ୍ଷମତା,ସତ୍ତା ଓ ଧର୍ମ । ଏ ସବୁ ମାୟାରେ ସମସ୍ତେ ବାୟା । କିନ୍ତୁ ଏହି ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ନା ଟଙ୍କାର କୌଣସି ମୂଲ୍ୟ ଅଛି , ନା ଅଛି ଧର୍ମକୁ ନେଇ କୌଣସି ସଂଘର୍ଷ ନା ସତ୍ତା ଓ ସରକାର ପାଇଁ ଟେନସନ୍ । ଏହି ସହରରେ ନା କେହି ଉଚ୍ଚ - ନିଚ୍ଚ ଅଛନ୍ତି , ନାଁ କୌଣସି…
Read More...

ଏକ ରହସ୍ୟମୟ ମନ୍ଦିର ! ଯାହାର ସପ୍ତମ ଦ୍ୱାର ଖୋଲିଲେ ଆସିବ ପ୍ରଳୟ

ଦୁନିଆ ଅନେକ ରହସ୍ୟମୟ କାହଣୀରେ ପରିପୂର୍ଣ୍ଣ । ଯେଉଁ କାହାଣୀ ଆଜି କେବଳ ଚର୍ଚ୍ଚାର ବିଷୟ ହୋଇ ରହିଯାଇଛି । କିନ୍ତୁ ରହସ୍ୟର ଏହି ଗଣ୍ଠିକୁ ଖୋଲିବା ସମ୍ଭବପର ହୋଇପାରିନାହିଁ । ଏମିତି ଏକ ରହସ୍ୟମୟ କାହାଣୀ ହେଉଛି କେରଳର ତିରୁଅନନ୍ତପୁରମରେ ଥିବା ପଦ୍ମନାଭସ୍ୱାମୀ ମନ୍ଦିରର । କେବଳ ଗୋଟିଏ…
Read More...