ଫୁଲମାଳ ନୁହେଁ ସାପମାଳ ! ଚାଇନା ଦମ୍ପତିଙ୍କ ନିଆରା ବିବାହ

41

ମୁହୂର୍ତ୍ତ ଥିଲା ମୁଦି ପିନ୍ଧାଇ ପରସ୍ୱରକୁ ଜୀବନସାଥୀ ଭାବରେ ଗ୍ରହଣ କରିବାର । କିନ୍ତୁ ଚାଇନାର ଏକ ଦମ୍ପତି ପରସ୍ପରକୁ ଜୀବନସାଥୀ ଭାବରେ ଗହଣ ତ କଲେ କିନ୍ତୁ ମୁଦି ବଦଳରେ ଥିଲା ଦୁଇଟି ବଡ ଅଜଗର ସାପ । ଆଉ ଏହି ଅଜଗର ଗୁଡିକୁ ସେମାନେ ପରସ୍ପର ବେକରେ ପିନ୍ଧାଇଥିଲେ । ସାପ ଗୁଡିକର ଓଜନ ଥିଲା ୩୦ କିଲୋ ଓ ୧୫ କିଲୋ । କେବଳ ସେତିକି ନୁହେଁ ନିଜ ସେମାନେ ଏହି ସାପ ଗୁଡିକୁ ବିବାହର ସ୍ମୃତି ଭାବରେ ସଜାଇ ମଧ୍ୟ ରଖିଛନ୍ତି । ତେବେ ସେମାନଙ୍କର ଏପରି ପଦକ୍ଷେପ ପଛର କାରଣ ହେଉଛି ପଶୁପ୍ରେମ । ଚାଇନାର ଏହି ଅଦ୍ଭୂତ ଦମ୍ପତିଙ୍କ ନିଆରା ବିବାହ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ଚାଇନା ଦମ୍ପତିଙ୍କ ନିଆରା ବିବାହ ଦେଖନ୍ତୁ ଏହି ଭିଡିଓରେ :