Browsing Category

ଜୀବନଚର୍ଯ୍ୟା

ପ୍ରାକୃତିକ ଉପାୟରେ କେମିତି କରିବେ ରୂପଚର୍ଯ୍ୟା ! ଜାଣନ୍ତୁ ଏହି ପ୍ରକ୍ରିୟା

କନକ ବ୍ୟୁରୋ : ଆଜିକାଲି ସୁନ୍ଦର ଦେଖାଯିବା ଏକ ପ୍ରକାରର ଫେସନରେ ପରିଣତ ହେଲାଣି । କାହିଁକିନା ସୁନ୍ଦର ଦିଶୁଥିବା ବ୍ୟକ୍ତିର ଚାହିଦାଟି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କଠୁ ଅଧିକା । ଆଉ ଯଦି ଆପଣ ବି ଏହି କ୍ରମରେ ସାମିଲ୍ ହେବାକୁ ଚାହୁଁଛନ୍ତି ତ ,ତେବେ ଆପଣ ଘରେ ବସି ପ୍ରାକୃତିକ ଉପାୟରେ…
Read More...

ଏକୁଟିଆ ବୁଲିବାକୁ ଯାଉଛନ୍ତି କି ? ଜାଣି ରଖନ୍ତୁ ଏହି ଜରୁରୀ କଥା

ଯଦି ଆପଣ ଏକୁଟିଆ ଭ୍ରମଣରେ ଯାଉଛନ୍ତି ତ ପ୍ରଥମରୁ ହିଁ ନିଜର ରହିବା ଓ ଖାଇବାର ବ୍ୟବସ୍ଥା କରିଦେବା ଉଚିତ୍ । ଆଜିକାଲି ପ୍ରତି ସ୍ଥାନରେ ହୋଟେଲ ଅନଲାଇନ୍ ବୁକ୍ ହେଉଛି । ଏଣୁ ଆପଣ ସହଜରେ ସେହି ସ୍ଥାନକୁ ଯିବା ଆଗରୁ ହୋଟେଲ୍ ବୁକ୍ କରିପାରିବେ । ୨- ଆପଣ ଯେଉଁଠିକି ବୁଲିବାକୁ ଯାଉଛନ୍ତି,…
Read More...

ସାବଧାନ ! ରାତିରେ କେଶ ସଫା କରିବା ହୋଇପାରେ କ୍ଷତିକାରକ

କିଛି ମହିଳା ସକାଳ ସମୟରେ ଗାଧୋଇବାକୁ ପସନ୍ଦ କରୁଥିବା ବେଳେ କିଛି ମହିଳା ରାତିରେ ଗାଧୋଇବାକୁ ପସନ୍ଦ କରିଥାଆନ୍ତି । ଆଉ କିଛି ମହିଳା ଏମିତି ବି ଅଛନ୍ତି ଯେଉଁମାନେ କି ଉଭୟ ସକାଳ ଓ ସନ୍ଧ୍ୟାରେ ମଧ୍ୟ ଗାଧୋଇବାକୁ ପସନ୍ଦ କରିଥାଆନ୍ତି । ତେବେ, କିଏ ଓ କେତେବେଳେ ଗାଧୋଇବାକୁ ପସନ୍ଦ…
Read More...

ପେଟ ରୋଗର ଘରୋଇ ଉପଚାର ବିଷୟରେ ଜାଣନ୍ତୁ . . . .

ପେଟରେ କଷ୍ଟ ଅନୁଭବ ହେବା ଏକ ସାଧାରଣ ସମସ୍ୟା । ପେଟରେ ଅଚାନକ କଷ୍ଟ ଅନୁଭବ ହେବା କିମ୍ବା ପେଟରେ ର କୌଣସି ଭାଗରେ ଯନ୍ତ୍ରଣା ଅନୁଭବ କରିବା ଆଜିବା ସମୟରେ ଖୁବ ସାଧାରଣ ହୋଇଗଲାଣି । ଆଜିର ଆଧୁନିକ ଯୁଗରେ ତଥା ବିଶୃଙ୍ଖଳ ଖାଦ୍ୟଶୃଙ୍ଖଳ ଯୋଗୁଁ ଏପରି ହେବା ସ୍ୱାଭାବିକ । ପେଟ ଯନ୍ତ୍ରଣା କୌଣସି…
Read More...

ସ୍ମାର୍ଟଫୋନ୍‌ ଚାର୍ଜ କରିବା ବେଳେ କ’ଣ କରିବେ ଓ କ’ଣ କରିବେନି ! ଧ୍ୟାନ ଦିଅନ୍ତୁ କିଛି ନିର୍ଦ୍ଦିଷ୍ଟ ଦିଗ ଉପରେ

ଆପଣ ଦେଖିଥିବେ ସାଧାରଣ ଫିଚର୍‌ ଫୋନ୍‌ ଅପେକ୍ଷା ସ୍ମାର୍ଟଫୋନ୍‌ ଗୁଡ଼ିକ ଶୀଘ୍ର ଖରାପ ହେଇଯାଏ । ଏହାର ଅନେକ କାରଣ ଥାଇପାରେ । ତେବେ ସ୍ମାର୍ଟଫୋନ୍‌ ବ୍ୟବହାରକାରୀ ସାମାନ୍ୟ ସତର୍କ ନ ରହିଲେ ଫୋନ୍‌ ଆହୁରି ବି ଶୀଘ୍ର ଖରାପ ହେବାର ସମ୍ଭାବନା ଥାଏ । ବିଶେଷକରି ଫୋନ୍‌ ଚାର୍ଜ କଲା ବେଳେ…
Read More...

ପାଞ୍ଚଟି ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ! ପାଆନ୍ତୁ ଏହି ୯ଟି ଉପକାର

ଗୋଲମରିଚ ଖାଦ୍ୟରେ ସ୍ୱାଦ ବଢାଏ । ହେଲେ ଏହା ଶରୀର ପାଇଁ ମଧ୍ୟ ବେଶ ଉପକାରୀ । ପ୍ରତିଦିନ ପାଞ୍ଚଟି ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ପିଇଲେ ଅନେକ ରୋଗରୁ ଆରାମ ମିଳିଥାଏ । ଆସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ବିଷୟରେ - - ଏହା ଶରୀରରେ ନମନୀୟତା ବୃଦ୍ଧି କରିଥାଏ । ଫଳରେ ତ୍ୱଚାରେ ଚମକ…
Read More...

ଚା’ କରିସାରିବା ପରେ ପତିକୁ ଫିଙ୍ଗି ଦେଉଛନ୍ତି କି ! ଜାଣନ୍ତୁ ଏହାର ବ୍ୟବହାର

ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ ଚା’ରୁ କରିଥାନ୍ତି । ଆଉ ଚା’ ବନାଇସାରିବା ପରେ ଚା’ପତିକୁ ଫିଙ୍ଗି ଦିଅନ୍ତି । କିନ୍ତୁ ଏହି ବ୍ୟବହୃତ ଚା’ପତି ଅନେକ କାମରେ ଆସିଥାଏ । ଏବେ ନଜର ପକାନ୍ତୁ କିପରି ବ୍ୟବହାର କରି ପାରିବେ ଏହି ଚା’ପତି । - ବ୍ୟବହୃତ ଚା’ ପତି ନଫିଙ୍ଗି ଭଲ ଭାବରେ ଧୋଇ ଦିଅନ୍ତୁ…
Read More...

ସୂର୍ଯ୍ୟକିରଣର ଉପକାରିତା ବିଷୟରେ ଜାଣନ୍ତୁ . . . .

ସୂର୍ଯ୍ୟକିରଣରେ ରହିଛି ବହୁ ଔଷଧୀୟ ଗୁଣ । ଏହି କିରଣ ଆପଣଙ୍କୁ ଅନେକ ରୋଗରୁ ମୁକ୍ତି ଦେଇଥାଏ । ଏକ କାଚ ବୋତଲରେ ସଫା ପାଣି ସାତ ଦିନ ଯାଏଁ ସୂର୍ଯ୍ୟକିରଣରେ ରଖି ପିଇବା ଦ୍ୱାରା ବହୁ ଦୂରରୋଗ୍ୟରୁ ଆମକୁ ମୁକ୍ତି ମିଳିଥାଏ । ଆସନ୍ତୁ ଜାଣିବା ସୂର୍ଯ୍ୟକିରଣରେ ଯୋଗୁଁ ଆମକୁ କେଉଁ ସବୁ ରୋଗରୁ…
Read More...

କେଶ ପାଇଁ କେତେ ଉପକାରୀ ଜିରା . . . ଜାଣନ୍ତୁ !

ଜିରା ଏକ ଗୁଳ୍ମଜାତୀୟ ସପୁଷ୍ପକ ବୃକ୍ଷ । ବିଭିନ୍ନ ଦେଶରେ ଜିରା ଏକ ମସଲା ରୂପେ ଜଣାଶୁଣା । ଏହାକୁ ଗୋଟା ଓ ଗୁଣ୍ଡ ଉଭୟ ପ୍ରକାରେ ବ୍ୟବହାର କରାଯାଏ । ବହୁ ପୁରାତନ କାଳରୁ ଜିରାର ବ୍ୟବହାର ହୋଇ ଆସୁଅଛି । ଯେକୌଣସି ତରକାରୀ ପ୍ରସ୍ତୁତ କଲା ବେଳେ ଜିରା ଆବଶ୍ୟକ ହୁଏ । ଜିରା ଖାଦ୍ୟର ସ୍ୱାଦ…
Read More...

ସକାଳୁ ଉଠି ଲେମନ ଟି ପିଉଛନ୍ତି କି ? ଜାଣନ୍ତୁ କ’ଣ ରହିଛି ଫାଇଦା

ସକାଳୁ ଉଠି ଚାହା ପିଇବା ଅଭ୍ୟାସ ପ୍ରାୟ ସମସ୍ତଙ୍କର ରହିଛି । ସକାଳୁ ଚାହା ନ ପିଇଲେ କିଛି ଲୋକଙ୍କ ଦିନ ଭଲ ଯାଏ ନାହିଁ । ସମୟ ବଦଳିବା ସାଙ୍ଗରେ ଲୋକମାନେ ମଧ୍ୟ ନିଜ ଲାଇଫଷ୍ଟାଇଲରେ ପରିବର୍ତ୍ତନ ଆଣିଛନ୍ତି । ଏବେ ସକାଳୁ ଉଠିଲେ ଲୋକ କ୍ଷୀର ଚାହା ବଦଳରେ ଲେମନ ଟି ପିଇବାକୁ ପସନ୍ଦ କରୁଛନ୍ତି…
Read More...