Browsing Category

ଜୀବନଚର୍ଯ୍ୟା

ଉଚ୍ଚତା ବଢ଼ିବା ପାଇଁ ଆପଣଙ୍କ ପିଲାଙ୍କୁ କ’ଣ ଖାଇବା ପାଇଁ ଦେବେ ? ଜାଣନ୍ତୁ . . .

ପ୍ରାୟତଃ ଦେଖାଯାଏ ମା’ବାପା ପିଲାଙ୍କ ଉଚ୍ଚତା ନେଇ ଚିନ୍ତିତ ଥାଆନ୍ତି । ଏଥିପାଇଁ ଅନେକ ଉପାୟ ମଧ୍ୟ କରନ୍ତି । ତେବେ ଉଚ୍ଚତା ଶିଶୁର ଜିନ୍ ଉପରେ ନିର୍ଭର କରେ । କିନ୍ତୁ ଏ ମାମଲାରେ ବେଳେବେଳ ଦେଖାଯାଏ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ମଧ୍ୟ ଶିଶୁଙ୍କ ଉଚ୍ଚତା ବଢ଼ିନଥାଏ । ଯଦି ଆପଣଙ୍କ ଶିଶୁ…
Read More...

କେମିତି ଜାଣିବେ ଆପଣଙ୍କ ଗାଡ଼ି କେତେ ମାଇଲେଜ୍ ଦେଉଛି ? ଜାଣନ୍ତୁ ଏହି ଉପାୟ

କାର୍ ଓ ବାଇକ୍ ର ମାଇଲେଜ୍ ଏମିତି କରନ୍ତୁ ପତ୍ତା : ଆପଣ କାର୍ ବା ବାଇକ୍ କିଣିବାକୁ ଯିବାବେଳେ ପ୍ରଥମେ ଗାଡ଼ିର ମାଇଲେଜ ବିଷୟରେ ପଚାରିଥାନ୍ତି । ଭାରତରେ ଲୋକଙ୍କ ପସନ୍ଦ ଅଧିକରୁ ଅଧିକ ମାଇଲେଜ ଦେଉଥିବା କାର୍ କିଣିବା । ଯଦି ଆପଣ ଜାଣିନାହାଁନ୍ତି , କିପରି କାର୍ ବା ବାଇକ୍ ର ମାଇଲେଜ…
Read More...

ଆଗକୁ ଆସୁଛି ଶୀତଋତୁ ! ପ୍ରାତଃଭୋନରେ କେଉଁ ଖାଦ୍ୟକୁ ସାମିଲ କରିବେ, ଆସନ୍ତୁ ଜାଣିବା . . . . .

ଆଗକୁ ଆସୁଛି ଶୀତଋତୁ । ଏପରିସ୍ଥଳେ ଖାଦ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ୍ । ଶୀତ ଦିନରେ ଯଦି ଆପଣ ପ୍ରାତଃଭୋଜନରେ ଅଣ୍ଡାକୁ ସାମିଲ କରନ୍ତି ତେବେ ଏହା ଶରୀର ପକ୍ଷେ ହିତକର ସାବ୍ୟସ୍ତ ହେବ । ଶୀତଦିନରେ ଶୀତୁଆ ସକାଳ ସହ ଥଣ୍ଡାଳିଆ ରାତିର ମଜା ଅନେକ ନେଇଥାଆନ୍ତି । ହେଲେ ଭାରତ ପରି ଗ୍ରୀଷ୍ମ…
Read More...

ଡାଳିମ୍ବର ଉପକାରିତା ବିଷୟରେ ଜାଣନ୍ତୁ . . . . . .

ଡାଳିମ୍ବ ଏପରି ଏକ ଫଳ ଯାହାର ଅନେକ ବହୁମୂଲ୍ୟ ଗୁଣ ରହିଛି । ପ୍ରତିଦିନ ମନୁଷ୍ୟ କିଛି ନା କିଛି ଫଳ ସେବନ କରିବା ଉଚିତ୍ । ଫଳ ଶରୀରରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ଉତ୍ତମ ରୂପେ ସଂଚାଳନ କରିବାରେ ସାହାଯ୍ୟ କରେ । ଶରୀରରେ ଭିଟାମିନରେ ମାତ୍ରାକୁ ନିୟନ୍ତ୍ରିତ କରେ । ସପ୍ତାହକୁ ଅନ୍ତତଃ…
Read More...

ବିନା ଖର୍ଚ୍ଚରେ କିପରି ନେବେ ନିଜ ତ୍ୱଚାର ଯତ୍ନ

ସାଧାରଣତଃ ମହିଳାମାନଙ୍କର ତ୍ୱଚା ସେମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ । କିଭଳି ଭାବରେ ତ୍ୱଚାର ଯତ୍ନ ନିଆଯାଇପାରିବ ସେ ନେଇ ସେମାନେ ବିୟ୍ୟୁଟସିଆନ୍ ବା ମହଙ୍ଗା ପାର୍ଲରର ଚକ୍କର ମଧ୍ୟ କାଟନ୍ତି । ଆଜି ଆମେ ଆପଣଙ୍କୁ ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ପାଇବାର ଏଭଳି କେତୋଟି ଘରୋଇ…
Read More...

କ’ଣ ଆପଣ ପତଳା ଶରୀର ପାଇଁ ଚିନ୍ତିତ କି ! ମାସେ ପର୍ଯ୍ୟନ୍ତ ଆପଣାନ୍ତୁ ଏହି ଘରୋଇ ଉପାୟ

ସାଧାରଣତଃ ମୋଟାପଣଟି ଯେପରି ବ୍ୟକ୍ତି ପାଇଁ ଗୋଟିଏ ପ୍ରକାରର ସମସ୍ୟା ହୋଇ ଛିଡ଼ା ହୋଇଥାଏ,ସେହିପରି ଭାବରେ ବ୍ୟକ୍ତିର ପତଳାପଣ ବି ତାକୁ ଚିନ୍ତିତ କରିପକାଏ । କାହିଁକିନା ପତଳା ଲୋକଙ୍କୁ ତାଙ୍କର ପତଳା ଶରୀର ପାଇଁ ବହୁତ ସ୍ଥାନରେ ଉପହାସର ସମ୍ମୁଖୀନ ହେବାକୁ ପଡ଼ିଥାଏ।। ତେବେ ଆଜି ଆମେ ଆପଣଙ୍କୁ…
Read More...

ଆପଣଙ୍କ କେଶରେ ସୁନ୍ଦରତା ଭରିବାକୁ ଚାହୁଁଛନ୍ତି କି ? ଗୋଦରେଜ ଲଂଚ କରିଛି ମନ ପସନ୍ଦର ରଙ୍ଗ

କେଶରେ ସୁନ୍ଦରତା ଓ ଚମକ ଆଣିବାକୁ ସମସ୍ତେ ଚାହିଁଥାନ୍ତି । ଆଉ ଏହା ଆଜିର ଯିବପିଢିଙ୍କର ଖୁବ୍ ପସନ୍ଦ । ଏଥିପାଇଁ ସେମାନେ କେଶକୁ ରଙ୍ଗ କରିଥାନ୍ତି । କିଏ ନିଜର କେଶକୁ ଲାଲ୍ ରଙ୍ଗ ସେକଲର କରୁଛି ତ କିଏ ବ୍ରାଉନ୍ କରୁଛି । ଗୋଦରେଜ ପ୍ରଫେଶନାଲ ରେଂଜ ,ମାର୍କେଟ ଓ ଫ୍ୟାଶନର ଏହି ଡିମାଣ୍ଡକୁ…
Read More...

ନୂଆ ଯୋତା ପିନ୍ଧିବା ବେଳେ ଆପଣଙ୍କ ପାଦ କଟିଯାଇ ଯନ୍ତ୍ରଣା ହେଉଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ନୂଆ ଯୋତା ବା ସାଣ୍ଡାଲ୍ ପିନ୍ଧିବା ପରେ ବେଳେବେଳେ ଏମିତି ହୋଇଥାଏ କି ପାଦ କଟି ଯାଇଥାଏ । ଯୋତା ଦ୍ୱାରା ପାଦ କାଟିବା ଦ୍ୱାରା ଚର୍ମ ଛାଡିଯାଏ । ଅନେକ ଥର ପାଦରୁ ଚର୍ମ ଛାଡି ଚିହ୍ନ ହୋଇଯାଏ । ଏବଂ ଏଥିରେ ପାଦ ଖରାପ ହୋଇଯାଏ । ଏହା ଆପଣଙ୍କୁ ଖୁବ୍ ଅସୁବିଧାରେ ପକାଇଥାଏ । ଏହି ଅସୁବିଧାକୁ…
Read More...

ସାବଧାନ ! ସକାଳେ ଖାଲି ପେଟରେ ରହିଲେ ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

ପୂରା ଦିନ ଭିତରେ ସକାଳ ଜଳଖିଆ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏ କଥା ଉଣାଅଧିକେ ସମସ୍ତଙ୍କୁ ଜଣା । ସକାଳୁ ଭୋକ ନ ହେଉଥିବାରୁ ଅନେକ ଲୋକ ସକାଳ ଖାଇବାକୁ ଗୁରୁତ୍ୱ ଦେଇନଥାନ୍ତି । ମାତ୍ର ଜାଣି ରଖିବା ଉଚିତ ଯେ ସକାଳୁ ନ ଖାଇବା ଦ୍ୱାରା ଆପଣ ଜୀବନବ୍ୟାପୀ ରୋଗର ଶିକାର ହୋଇପାରନ୍ତି ।…
Read More...

ଆପଣ ରକ୍ତଦାନ କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଫେସବୁକରେ କେମିତି ହେବେ ବ୍ଲଡ ଡୋନର !

କନକ ବ୍ୟୁରୋ : ରକ୍ତ ଦାନ ଏକ ମହାନ କାର୍ଯ୍ୟ ଅଟେ । ଆପଣ ଏହାଦ୍ୱାରା ଅନେକ ଜୀବନ ବଂଚାଇରେ ସାହାଯ୍ୟ କରୁଛନ୍ତି । ଦେଶରେ ରକ୍ତ ଅଭାବରୁ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଏଣୁ ଏପରି ମହାନ କାର୍ଯ୍ୟରେ ମନ ଦେବା ଏକ ପୁଣ୍ୟ କାର୍ଯ୍ୟ କହିଲେ ଅତ୍ୟୁକ୍ତି ନୁହେଁ । ଏବେ ସୋସିଆଲ ମିଡିଆ ଅନେକ…
Read More...