Browsing Category

ଜୀବନଚର୍ଯ୍ୟା

ବାରମ୍ବାର ଭାଙ୍ଗି ଯାଉଛି କି ନଖ ? ମଜଭୂତ କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ହାତର ସୌନ୍ଦର୍ଯ୍ୟ ବଢାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ନଖ । ସୁନ୍ଦର ତଥା ଲମ୍ବା ନଖ ସବୁ ଯୁବତୀଙ୍କ ପସନ୍ଦ । କିନ୍ତୁ କିଛି ମହିଳାଙ୍କ ନଖ ଖୁବ୍ କମଜୋର୍ ଥାଏ । ଯାହା କାମ କରିବା ସମୟରେ ଭାଙ୍ଗି ଯାଇଥାଏ । ଏହାଦ୍ୱାରା ହାତର ସୌନ୍ଦଯ୍ୟ ତ ଖରାପ ହୋଇଥାଏ, ଏହାସହ ପୀଡା ମଧ୍ୟ…
Read More...

ପତଳା ହେବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ କିଛି ସରଳ ଉପାୟ

ଏମିତି କିଛି ଖାଦ୍ୟ ଅଛି ଯାହାକୁ ନିୟମିତ ଭାବେ ସେବନ କରିବା ଦ୍ୱାରା ଆପଣଙ୍କ ଇଚ୍ଛା ମୁତାବକ ଆପଣ ନିଜ ଶରୀରକୁ ନିୟନ୍ତ୍ରଣ କରିପାରିବେ । ଏଥିସହ ଆପଣ ଏକ ସୁନ୍ଦର ତଥା ଆକର୍ଷଣୀୟ ସ୍ୱାସ୍ଥ୍ୟ ମଧ୍ୟ ପାଇପାରିବେ । ତେବେ ସେହି ଖାଦ୍ୟ ସଂପର୍କରେ ଜାଣନ୍ତୁ . . . . ପ୍ରୋଟିନ୍ ପ୍ରୋଟିନ ଭରପୁର…
Read More...

ଏବେ ଚା’ରେ କରନ୍ତୁ ସାମ୍ପୁ ! ଚମକିବ ଆପଣଙ୍କ କେଶ

ଯଦି ଆପଣ ଭାବୁଛନ୍ତି ଆପଣଙ୍କ କେଶର ଚମକ ପୂର୍ବାପେକ୍ଷା କମିଯାଇଛି, ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । କାରଣ ଆଜି ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବାକୁ ଏପରି ଏକ ଉପାୟ ବିଷୟରେ ଜଣାଇବୁ,ଯେଉଁଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବନି। ସହଜରେ ଆପଣଙ୍କ କେଶ ଚମକି ଉଠିବ ।…
Read More...

ଚେହେରା ପାଇଁ ଟନିକ୍ ସାବୁଦାନା ! ଜାଣନ୍ତୁ କିପରି କରିବେ ବ୍ୟବହାର

ସାବୁଦାନାରେ କ୍ୟାଲସିୟମ୍ ଏବଂ ଆଇରନ୍ ଭରପୂର ପରିମାଣର ଥାଏ । କେବଳ ସ୍ୱାସ୍ଥ୍ୟ ନୁହେଁ ଚେହରା ପାଇଁ ମଧ୍ୟ ସାବୁଦାନା ଖୁବ୍ ଲାଭଦାୟକ । ଏହାର ନିୟମିତ ବ୍ୟବହାର ଚେହେରାର ଥିବା ଦାଗକୁ ଦୂର କରିବା ସହ ଚମକ ଆଣିଥାଏ । ଏବେ ଜାଣନ୍ତୁ କିପରି କରିବେ ବ୍ୟବହାର । • ଅଳ୍ପ ପରିମାଣ ସାବୁଦାନା ନେଇ…
Read More...

ଜିମରେ ୱାର୍କ ଆଉଟ କରିବା ପରେ ଭୁଲରେ କରନ୍ତୁ ନାହିଁ ଏହିସବୁ କାମ ! ନଚେତ ପୂରା ପରିଶ୍ରମ ହୋଇପାରେ ବୃଥା

ସୁସ୍ଥ ଶରୀର କିଏ ବା ନ ଚାହେଁ । ସୁସ୍ଥ ଶରୀର ପାଇଁ ଅନେକ କସରତ କରିବାକୁ ପଡିଥାଏ । ତେବେ ଆଜି କାଲିର ବ୍ୟସ୍ତବହୁଳ ଜୀବନ ଭିତରେ ସାଧାରଣ ଲୋକଟିଏ ନିଜ ଶରୀର ପ୍ରତି ବିଶେଷ ଧ୍ୟାନ ଦେଇ ପାରୁନାହାନ୍ତି । କିନ୍ତୁ ଏସବୁ ଭିତରେ କିଛି ଲୋକ ଟିକିଏ ସମୟ ପାଇଲେ ଫିଟନେସ ସେଣ୍ଟର କିମ୍ବା ଜିମ୍…
Read More...

ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଦୂର ହୁଏ ଅନେକ ଗମ୍ଭୀର ସମସ୍ୟା . . . . . .

ନିମ୍ବ ଅତି ଗୁଣକାରୀ ବନୌଷଧୀ ମାନଙ୍କ ଭିତରୁ ନିମ୍ବ ଅନ୍ୟତମ । ନିମ୍ବତେଲ ଅନେକ ପ୍ରକାରର ଚର୍ମରୋଗରେ ବ୍ୟବହାର କରାଯାଏ । ବସନ୍ତ ଋତୁ ଆଗରୁ ନିମ୍ବକଢ଼ ଭଜା ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ । ଆପଣ ଜାଣନ୍ତି କି ନିମ୍ବ ପତ୍ରରେ କିଛି ଏପରି ଗୁଣ ଅଛି ଯାହାର ପାଣିକୁ ବ୍ୟବହାର କରି…
Read More...

ଶରୀରର ଓଜନ ବଢାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

କନକ ବ୍ୟୁରୋ : ସାଧାରଣତଃ ମୋଟାପଣଟି ଯେପରି ବ୍ୟକ୍ତି ପାଇଁ ଗୋଟିଏ ପ୍ରକାରର ସମସ୍ୟା ହୋଇ ଛିଡ଼ା ହୋଇଥାଏ,ସେହିପରି ଭାବରେ ବ୍ୟକ୍ତିର ପତଳାପଣ ବି ତାକୁ ଚିନ୍ତିତ କରିପକାଏ । କାହିଁକିନା ପତଳା ଲୋକଙ୍କୁ ତାଙ୍କର ପତଳା ଶରୀର ପାଇଁ ବହୁତ ସ୍ଥାନରେ ଉପହାସର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ…
Read More...

ଖାଦ୍ୟକୁ ଅଧିକ ସିଝାଉଛନ୍ତି କି ? ନଷ୍ଟ ହୋଇଯିବ ଖାଦ୍ୟସାର . . . . ଧ୍ୟାନ ଦିଅନ୍ତୁ

ସୁସ୍ଥ ଶରୀର ପାଇଁ ପୁଷ୍ଟିକର ଏବଂ ଆବଶ୍ୟକ ମୁତାବକ ଖାଦ୍ୟ ଗ୍ରହଣ କରିବା ବହୁତ ଜରୁରୀ । କାରଣ ଆମ ଶରୀର ଠିକ ଭାବେ କାମ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର କ୍ୟାଲୋରୀର ଆବଶ୍ୟକତା ରହିଥାଏ । ଭିଟାମିନ୍ ପାଇବାକୁ ଆମେ ଖାଦ୍ୟ ଖାଇଥାଉ । ଯାହା ଆମ ଶରୀରର ଅଭିବୃଦ୍ଧି ପାଇଁ ଆବଶ୍ୟକ ପଡ଼ିଥାଏ ।…
Read More...

ଫଟା ଗୋଇଠି ପାଇଁ ଚିନ୍ତିତ କି ! ଆପଣାନ୍ତୁ ଏହି ୬ଟି ଘରୋଇ ଉପଚାର

ଆରମ୍ଭ ହୋଇଆସିଲାଣି ଶୀତ ଋତୁ । ଆଉ ଶୀତ ଦିନେ ତ୍ୱଚାକୁ ନେଇ ଅନେକ ସମସ୍ୟା ଦେଖାଦେଇଥାଏ । ଯେମତିକି ତ୍ୱଚା ଶୁସ୍କ ଲାଗିବା , ଗୋଇଠି ଫାଟିବା ଇତ୍ୟାଦି । ଏହି ସମୟରେ ସବୁଠାରୁ ଅଧିକ ସମସ୍ୟା ଦେଖାଦେଇଥାଏ ପାଦ ବା ଗୋଇଠିରେ । ଯାହାକୁ ନେଇ ମହିଳାମାନେ ନିଜ ମନ ପସନ୍ଦର ସ୍ୟାଣ୍ଡେଲ ପିନ୍ଧିବା…
Read More...

ସାବଧାନ । ହାଣ୍ଡୱାସ’ର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

ଆପଣ ବ୍ୟବହାର କରୁଥିବା  ହାଣ୍ଡୱାସ୍ ଆପଣଙ୍କୁ କ୍ଷତି ପହଂଚାଇଥାଏ । ହାତକୁ ସଫାକରିବା ପାଇଁ ସାବୁନଠାରୁ ଅଧିକ ମାତ୍ରାରେ ହାଣ୍ଡୱାସର ବ୍ୟବହାର ଶରୀର ପାଇଁ ହୋଇପାରେ ଅତ୍ୟନ୍ତ କ୍ଷତିକାରକ । ତେବେ ଆସନ୍ତୁ ଜାଣିବା ଏ ସଂପର୍କରେ ଅଧିକ ସୂଚନା । • ହାଣ୍ଡୱାସରେ ସାଧାରଣତଃ ଟ୍ରାଇକ୍ଲୋସାନ ନାମକ…
Read More...