Browsing Category

ମନୋରଞ୍ଜନ

ଫିଲ୍ମ “ମେରୀ ପ୍ୟାରୀ ବିନ୍ଦୁ”ର ସୁଟିଂ ଶେଷ : ପରିଣୀତି ଶେୟାର କଲେ ଫିଲ୍ମର ଏକ ଫଟୋ

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ “ ମେରୀ ପ୍ୟାରୀ ବିନ୍ଦୁ ”ର ସୁଟିଂ ଇତି ମଧ୍ୟରେ ଶେଷ ହୋଇଯାଇଛି । ପରିଣୀତି ଟ୍ୱିଟ କରି ଏ ଖବର ତାଙ୍କ ଫ୍ୟାନମାନଙ୍କୁ ଜଣାଇଛନ୍ତି । ଏହା ଏକ ରୋମାଂଟିକ୍ ଡ୍ରାମା ଫିଲ୍ମ । ଏଇ ଫିଲ୍ମରେ ପରିଣୀତି ଏବଂ…
Read More...

ଫିଲ୍ମ ‘ଏ ଦିଲ ହୈ ମୁସ୍କିଲ’ରେ ଲାଗିଲା ସେନ୍ସରର କଇଁଚି : କଟିଲା ରଣବୀର ଓ ଐଶ୍ୱର୍ଯ୍ୟାଙ୍କ ୩ଟି ଅନ୍ତରଙ୍ଗ ଦୃଶ୍ୟ

ରଣବୀର କପୁର, ଅନୁଷ୍କା ଶର୍ମା ଓ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ତିଆରି ହୋଇଥିବା ଫିଲ୍ମ ‘ଏ ଦିଲ ହୈ ମୁସ୍କିଲ’ ପାଇଁ ଅଡୁଆ ତୁଟିବାର ନାଁ ଧରୁନାହିଁ । ଫିଲ୍ମରେ ରଣବୀର ଓ ଐଶ୍ୱର୍ଯ୍ୟାଙ୍କ କିଛି ଅନ୍ତରଙ୍ଗ ଦୃଶ୍ୟକୁ ହଟାଇ ଦେଇଛି ସେନସର ବୋର୍ଡ । ଏଥିରୁ ଜଣାପଡୁଛି ସେନସର ବୋର୍ଡ ଏହି ଫିଲ୍ମର…
Read More...

ରିୟଲ୍ ଧୋନୀ ପରେ ଧୁମ୍ ମଚାଇଲା ରିଲ୍ ଧୋନୀ ! ବାୟୋପିକରେ ବକ୍ସ ଅଫିସ୍ ରେକର୍ଡ

ଭାରତୀୟ ସିନେମା ଜଗତରେ ଇତିହାସ ରଚିଛି ଫିଲ୍ମ ‘ଏମଏସ୍ ଧୋନୀ - ଦ ଅନଟୋଲ୍ଡ ଷ୍ଟୋରୀ’ । ଗତ ସେପ୍ଟେମ୍ବର ୩୦ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଏ ପର୍ଯ୍ୟନ୍ତ ପ୍ରାୟ ୧୧୭ କୋଟି ଟଙ୍କା ଆୟ କରି ସାରିଛି । ଯାହା ଆଜି ଯାଏ ସବୁଠାରୁ ଅଧିକ ରୋଜଗାର କରିଥିବା ବାୟୋପିକ୍ ଭାବରେ ରେକର୍ଡ କରିଛି ।…
Read More...

‘ହସୀନା-ଦ-କ୍ୱିନ୍ ଅଫ୍ ମୁମ୍ବାଇ’ର ସୁଟିଂ ଆରମ୍ଭ କଲେ ଶ୍ରଦ୍ଧା କପୁର

ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜ ଭାଇ ସିଦ୍ଧାନ୍ତ କପୁରଙ୍କ ସହ ଫିଲ୍ମ ‘ ହସୀନା -ଦ-କ୍ୱିନ ଅଫ୍ ମୁମ୍ବାଇ’ର ସୁଟିଂ ଆରମ୍ଭ କରିଦେଇଛନ୍ତି । ଅପୂର୍ବ ଲଖିୟାଙ୍କ ଦ୍ୱାରା ନିର୍ଦେଶିତ ଏହି ଫିଲ୍ମ ଦାଉଦ ଇବ୍ରାହିମଙ୍କ ଭଉଣୀ ହସୀନା ପାର୍କରଙ୍କ ଜୀବନୀ ଉପରେ ଆଧାରିତ । ଯିଏ ଜଣେ ମହିଳା ଡନ ଥିଲେ ।…
Read More...

‘ବ୍ରେକ୍ ଅପ୍’ରେ ଡ୍ୟାନ୍ସ କଲେ ରଣବୀର୍ ଓ ଅନୁଷ୍କା ! ରିଲିଜ୍ ହେଲା ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ’ର ଆଉ ଏକ ଗୀତ

ଶେଷ ହେଲା ଦର୍ଶକଙ୍କ ଅପେକ୍ଷା । ରିଲିଜ୍ ହୋଇଛି ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ୍’ର ବହୁ ପ୍ରତିକ୍ଷୀତ ‘ବ୍ରେକ୍ ଅପ୍’ ଗୀତ । ଫିଲ୍ମର ଅନ୍ୟ ଗୀତ ପରି ଏଥିରେ କିନ୍ତୁ କୌଣସି ଇମୋସନାଲ୍ ଡ୍ରାମା ନାହିଁ । ବରଂ ଏହି ପାର୍ଟି ଗୀତରେ ରହିଛି ଅନୁଷ୍କା ଓ ରଣବୀରଙ୍କ ଜୋରଦାର୍ ଠୁମକା । ଯାହାକୁ ଦେଖିଲେ…
Read More...

ରିଲିଜ ହୋଇଛି ଫିଲ୍ମ “ୱଜହ ତୁମ୍ ହୋ ” ପୋଷ୍ଟରର ପ୍ରଥମ ଲୁକ୍

ସନା ଖାନ,ଗୁରମୀତ ଚୈାଧୁରୀ ଏବଂ ଶରମନ ଯୋଶୀ ଅଭିନୀତ ଫିଲ୍ମ “ୱଜହ ତୁମ୍ ହୋ ”ର ପ୍ରଥମ ଲୁ୍କ୍ ପୋଷ୍ଟର ରିଲିଜ ହୋଇଛି । ଫିଲ୍ମର ୩ଟି ପୋଷ୍ଟର ରିଲିଜ ହୋଇଛି । ସବୁଥିରେ ସନା ଖାନଙ୍କୁ ଫିଚରିଂ କରାଯାଇଛି । ଖୁବ୍ ହଟ୍ ଅବତାରରେ ପୋଷ୍ଟରରେ ନଜର ଆସୁଛନ୍ତି ସନା । ଏହି ଫିଲ୍ମଟି ହେଟ ଷ୍ଟୋରୀ ୩…
Read More...

ଆସିପାରେ ଫିଲ୍ମ ‘ଦୋସ୍ତାନା’ର ସିକ୍ୱେଲ୍ : ପୁଣି ଥରେ ଏକାଠି ହେବେ ରଣବୀର ସିଂ ଓ ଅର୍ଜୁନ କପୁର

୨୦୦୮ର ବଲିଉଡ ଫିଲ୍ମ ‘ଦୋସ୍ତାନା’ର ସିକ୍ୱେଲ୍ ତିଆରି ହେବାକୁ ଯାଉଛି  । ତେବେ ପ୍ରଥମେ ଏହାର ସିକ୍ୱେଲ କରିବାକୁ ନେଇ କେହି ରାଜି ହୋଇନଥିଲେ । କିନ୍ତୁ ଏହି ଫିଲ୍ମ ନେଇ ରଣବୀର ସିଂ ଇଛା ପ୍ରକାଶ କରିଥିବା ସୂଚନା ମିଳିଛି । ତେବେ ସେ ଏଥିପାଇଁ ଗୋଟିଏ ସର୍ତ ରଖିଛନ୍ତି । ତାଙ୍କ ସହ ଅର୍ଜୁନ…
Read More...

ମନେପଡନ୍ତି ଖୋକା ଭାଇ : ଆଜି ଓଡିଆ ସଂଗୀତର ମୁକୁଟ ବିହୀନ ସମ୍ରାଟଙ୍କ ଜନ୍ମଦିନ

ଆଜି ବି ସେହି ସ୍ୱର, ସେହି ଖିଆଲି ମଣିଷର କଥା ମନେପଡେ । ଆଜି ବି ତାଙ୍କର ଓଡିଆ ବୋଲି ନିଜକୁ ଗର୍ବ କରିବା ଅନ୍ଦାଜ ମନେପଡେ । ଆଜି ସେହି ନିଆରା ସୃଜନଶୀଳ ମଣିଷର ଜନ୍ମଦିନ । ସେ ଆଉ କେହି ନୁହନ୍ତି ସମସ୍ତଙ୍କ ପ୍ରିୟ ଖୋକା ଭାଇ – ଚିର ସବୁଜ ଅକ୍ଷୟ ମହାନ୍ତି । ଅକ୍ଷୟ ମହାନ୍ତି ଓଡିଆ ସଙ୍ଗୀତ…
Read More...

ରିଲିଜ୍ ହୋଇଛି ରୋମାଣ୍ଟିକ୍ ମୁଭି ‘ବେଫିକ୍ରେ’ର ଟ୍ରେଲର୍ : ଫିଲ୍ମରେ ରହିଛି ରଣବୀର ଓ ବାଣୀଙ୍କ ଜବରଦସ୍ତ ଲଭ୍ ସିନ୍

ରିଲିଜ୍ ହୋଇଛି ରଣବୀର ସିଂ ଓ ବାଣୀ କପୁରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ବେଫିକ୍ରେ’ର ଟ୍ରେଲର୍ । ଟ୍ରେଲରରେ ଦେଖିବାକୁ ମିଳିଛି ଉଭୟଙ୍କ ଜବରଦସ୍ତ ଲଭ୍ ସିନ୍ । ଆଦିତ୍ୟ ଚୋପ୍ରାଙ୍କ ନିର୍ଦେଶିତ ଏହି ଫିଲ୍ମରେ ରହିଛି ରୋମାନ୍ସର ଭରପୁର ତଡକା । ଯାହା ଯୁବ ପିଢିଙ୍କୁ ପସନ୍ଦ ଆସିବ । ଏହା…
Read More...

ପୂଜା ବଜାରରେ ଦର୍ଶକଙ୍କୁ କିମିଆ କରୁଛି “ଛାତି ତଳେ ଡିଂ ଡଂଗ୍”: ପ୍ରିମିୟର ସୋ’ରେ ଜମିଛି ଦର୍ଶକଙ୍କ ଭିଡ

କନକ ବ୍ୟୁରୋ : ପୂଜା ବଜାରରେ ଦର୍ଶକଙ୍କୁ କିମିଆ କରୁଛି ଓଲିଉଡ୍ ମୁଭି ଛାତି ତଳେ ଡିଂ ଡଂଗ୍ । ଫିଲ୍ମର ପ୍ରିମିୟର ସୋ’ରେ ହଲରେ ଜମିଥିଲା ଦର୍ଶକଙ୍କ ଭିଡ । ଏହି ଅବସରରେ ଫିଲ୍ମର ଲିଡ୍ କଳାକାର ଫିଲ୍ମ ଦେଖିଛନ୍ତି । ସବ୍ୟସାଚୀ, ବର୍ଷା ଓ ଅର୍ଚିତାଙ୍କ ସହ ଫିଲ୍ମର ଅନ୍ୟ କଳାକାର ହଲରେ…
Read More...